ଚୋରା ପ୍ରେମ କରୁଥିଲା ବାପା , ବିଚ ରାସ୍ତାରେ ପ୍ରେମିକା କୁ ପାନେ ଦେଲା ଝିଅ – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଏହି ଭିଡିଓ ଟି ପ୍ରେମୀ ଯୁଗଳ ଙ୍କୁ ନେଇ ଆସିଛି । ତାହେଲେ ପ୍ରେମୀ ଯୁଗଳ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଳ ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଓ ଏହି ଭିଡିଓ ମଧ୍ୟ ରୁ ବହୁ ଭିଡିଓ ରହିଛି ଆଶ୍ଚର୍ଯ୍ୟ ଓ ଚଳିତ କଲା ଭଳି ଭିଡିଓ ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅଧିକ ଲ-ଜ୍ୟା- ଜ-ଣ-କ ଭିଡିଓ ବା ଖବର ଶୁଣିବାକୁ ଓ ଦେଖିବାକୁ ପାଉଥିବେ । ତେବେ ଲ-ଜ୍ୟା ଜଣକ ଭିଡିଓ ପ୍ରାୟତ ଅଧିକ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଥାଏ ।

ବର୍ତ୍ତମାନ୍ ସମୟ ରେ ଏହା କହିବା ର କାରଣ ହେଲା ଯେ ଏହି ଭଳି ଏକ ଲ-ଜ୍ୟା ଜ-ନ-କ ଘଟଣା ସମସ୍ତ ଙ୍କ ସାମ୍ନା କୁ ଆସିଛି , ହଁ ବନ୍ଧୁ ଜଣେ ବ୍ୟକ୍ତି ଙ୍କ ପତ୍ନୀ ଓ ଝିଅ ଥିଲେ ମଧ୍ୟ ନିଜ ଝିଅ ବୟସ ର ଜଣେ। ପ୍ରେମିକା ରଖିଛନ୍ତି । ଚୋରା ପ୍ରେମ କରି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଓ ଝିଅ ଙ୍କ ସାମ୍ନା ରେ ଧରା ପଡ଼ି ଛନ୍ତି ଓ ପାଖ ରେ ପ୍ରେମିକା ମଧ୍ୟ ଅଛି ।

ବାପା ର ପ୍ରେମିକା କୁ ଦେଖି ରାଗ ରେ ତମ ତମ ଓ ଏହି ରାଗ ରେ ସେ ନିଜ ବାପା ଙ୍କ ପ୍ରେମିକା ଚୁଟି ଭିଡ଼ି ଆଣୁଛନ୍ତି । ପତ୍ନୀ ଜଣକ ମଧ୍ୟ ନିଜ ସ୍ବାମୀ ଓ ତାଙ୍କ୍। ପ୍ରେମିକା ଙ୍କୁ ଅ-ଶ୍ଳୀ-ଳ ଭାଷା କହିବା ସହ ଚ-ପ-ଳ ରେ ବା-ଡେ-ଇ-ବା ପାଇଁ କହୁଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।

ତାହେଲେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ରାଉଲକେଲା ବଣାଇ ଅଞ୍ଚଳ ର , ନିଜ ଝିଅ ବୟସ ର ଝିଅ କୁ ଭଲ ପାଈ ହନ୍ତସନ୍ତ ହୋଇଛନ୍ତି । ଏହା ସବୁ ହେବା ପରେ ସ୍ବାମୀ ଜଣକ ନିଜ ପ୍ରେମିକା କୁ ଟେକି ତାଙ୍କ ସହ ଫଟୋ ଉଠାଉଛନ୍ତି । ଏହି ଦୃଶ୍ୟ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ ।

। ତାହେଲେ ବନ୍ଧୁଗଣ ଅତି ନିକଟ ରେ ବାବୁଶାନ୍ ଓ ପ୍ରେମିକା ପ୍ରକୃତି ମିଶ୍ର ଙ୍କୁ ବାବୁଶାନ୍ ପତ୍ନୀ ତୃପ୍ତି ମାଡ ମାରିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା ଓ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଆଉ ଜଣେ ପତ୍ନୀ ନିଜ ସ୍ବାମୀ।ର। ପ୍ରେମୀକା କୁ ବଡାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

Leave a Reply

Your email address will not be published. Required fields are marked *