ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ମେଧାବୀ ଛାତ୍ର ବିଶ୍ଵନାଥ – ଦେଖନ୍ତୁ ଭିଡିଓ

ରାଜ୍ୟ

ଲକ୍ଷେ ଟଙ୍କା ରେ ବିକି ଦେବେ ବହୁ ପରିଶ୍ରମ କରି ଅର୍ଜନ କରିଥିବା ସାର୍ଟିଫିକେଟ କୁ । ହଁ ବନ୍ଧୁ ବିକିବେ ନାହିଁ କାହିଁକି କାରଣ ସେ ସାର୍ଟିଫିକେଟ ଥିଲେ କି ଲାଭ ଚାକିରି ନାହିଁ ।ସୋସିଆଲ ମିଡ଼ିଆ ରେ ସାର୍ଟିଫିକେଟ ବିକିବା ପାଇଁ ବିଜ୍ଞାପନ ଦେଲେ ,ମୋର୍ ତ କାମ ରେ ଆସୁନି ଆହୁ କାହାର କାମ ର ଆସିପାରେ ।

ହଁ ବନ୍ଧୁ ସେ ତାଙ୍କ ବିଜ୍ଞାପନ ରେ ଲେଖିଛନ୍ତି ମୁଁ ମୋର୍ otet ସାର୍ଟିଫିକେଟ ବିକିବାକୁ ଚାହୁଁଛି ଯଦି କେହି କିଣିବା ପାଇଁ ଚାହୁଁ ଛନ୍ତି ତେବେ ତଳେ ଦିଆ ଯାଇଥିବା ନମ୍ୱର୍ ରେ ଫୋନ କରନ୍ତୁ ।ମୁଁ ମୋର୍ D.EI.ED ସାର୍ଟିଫିକେଟ ବିକ୍ରି କରିବାକୁ ଚାହୁଁଛି ।କିଏ ଯଦି କିଣିବା ଚାହୁଁ ଛନ୍ତି ତେବେ ଏହି ନମ୍ୱର୍ ରେ କଲ କରନ୍ତୁ ।


ତାହେଲେ ଏହି ସାର୍ଟିଫିକେଟ ଯଦି ମୋର କାମ ରେ ନ ଆସିଲା ଆଉ କାହାର କାମ ରେ ଆସିବ । ଏହି ସାର୍ଟିଫିକେଟ ବିକି ମୁଁ କିଛି ଟଙ୍କା ପାଇଁ କିଛି କାମ ରେ ଲଗାଇବି । ସେହି ସାର୍ଟିଫିକେଟ ବିକ୍ରି କରିବାର ପାଇଁ ବିଜ୍ଞାପନ ଦେଇଥିବା ଛାତ୍ର ଜଣକ କହିଛନ୍ତି ଯେ ମୁଁ ଏହି ସାର୍ଟିଫିକେଟ ସାହାର୍ଯ୍ୟ ରେ ମୋତେ ୨୦୧୬ ରେ ଚାକିରି ମିଳିବା କଥା କିନ୍ତୁ ଏ ପର୍ଯ୍ୟନ୍ତ ମିଳିଲା ନାହିଁ ।

ତାହେଲେ ବନ୍ଧୁଗଣ ସେ ଜଣେ ମେଧାବୀ ଛାତ୍ର ସେ ନିଜ ସାର୍ଟିଫିକେଟ ବିକିବା ପାଇଁ ସୋସିଆଲ ମିଡ଼ିଆ ରେ ବିଜ୍ଞାପନ ଦେଇଥିଲେ , ତେବେ ତାଙ୍କ ନାମ ହେଉଛି ବିଶ୍ଵନାଥ । ନବରଙ୍ଗପୁର ସହର ଇଚ୍ଛା ବତି ଗୋଡା ସାହି ରେ । ଶିକ୍ଷକ ହେବା ପାଇଁ ସମସ୍ତ ସାର୍ଟିଫିକେଟ କୁ ପରିଶ୍ରମ କରି ହାସଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାକିରି ମିଳି ନାହିଁ ।

ତାହେଲେ ବନ୍ଧୁଗଣ ୫ ବର୍ଷ ହେଇ ଗଲାଣି କିନ୍ତୁ ଶିକ୍ଷକ ନିଯୁକ୍ତି ପାଇଁ କିଛି ବି ପୋଷ୍ଟ ବାହାରି ନାହିଁ । କହିବାକୁ ଗଲେ ବହୁ ପ୍ରଶିକ୍ଷଣ ଛାତ୍ର ଛାତ୍ରୀ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସଫଳ ମିଳି ନ ଥିଲା । ସେଥିପାଇଁ ବିରକ୍ତ ହୋଇ ବିଶ୍ଵନାଥ ତାଙ୍କ ପ୍ରଶିକ୍ଷଣ ସାର୍ଟିଫିକେଟ ଓ otet ସାର୍ଟିଫିକେଟ ବିକିବା ପାଇଁ ସୋସିଆଲ ମିଡ଼ିଆ ରେ ବିଜ୍ଞାପନ ଦେଇଥିଲେ ଓ ଯାହା ବର୍ତ୍ତମାନ ବେଶ୍ ଚର୍ଚ୍ଚା ରେ ଅଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.