ଚର୍ଚ୍ଚିତ ଚେହେରା ଟୁଙ୍ଗୁରୁ ଭୋଳଙ୍କୁ ଏବେ ମ୍ୟୁଜିକ ଭିଡିଓରେ କରିଲେ ଡେବ୍ୟୁ, ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବହୁ ପରିମାଣ ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଏହି ଖବର ଟି ହେଉଛି ଟୁଙ୍ଗୁର୍ ଭୋଳ କୁ ନେଇ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର୍ ଭୋଳ କୁ ନେଇ ଆସି ଯାଇଛି ଏକ ବଡ , ହଁ ବନ୍ଧୁ ଟୁଙ୍ଗୁର୍ ଭୋଳ କୁ ନେଇ ଆସି ଯାଇଛି ଏକ ଆଲବମ ଗୀତ ଓ ଏହି ଗୀତ ଟି ହେଉଛି ଟୁଙ୍ଗୁର୍ ଭୋଲ ର ପ୍ରେମ୍ କାହାଣୀ ।

ତେବେ ବନ୍ଧୁଗଣ ଆପଣ ମାନେ ଟୁଙ୍ଗୁର୍ ଭୋଳ ଓ ବର୍ଷା ଙ୍କ ପ୍ରେମ୍ କାହାଣୀ ବିଷୟ ରେ ଜାଣିଥିବେ । ତେବେ ଉଭୟ ଙ୍କ ପ୍ରେମ କାହାଣୀ ସାରା ଓଡ଼ିଶା ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଆପଣ ମାନେ ଜାଣିଥିବେ ବର୍ଷା ଙ୍କ ର ଦୁଇ ଟି ପୁଅ । ତେବେ ଜଣ କୁ ୧୮ ହୋଇଥିବା ବେଳେ ଆଉ ଜଣ କୁ ୧୧ ବର୍ଷ ।

ତେବେ ସ୍ବାମୀ ପିଲା ଥାଇ ମଧ୍ୟ ଟୁଙ୍ଗୁର୍ ଭୋଳ ପ୍ରେମ ରେ ଉବୁଟୁବୁ ହେଉଥିଲେ ବର୍ଷା । ତେବେ ବର୍ଷା ଟୁଙ୍ଗୁର୍ ଭୋଲ୍ କୁ ବିବାହ କରିବାକୁ ଚାହୁଁ ଥିଲେ କିନ୍ତୁ ଟୁଙ୍ଗୁର୍ ଜାଣିଛି ଯେ ବର୍ଷା ଦୁଇ ପୁଅ ସହ ସ୍ୱାମୀ ମଧ୍ଯ ଅଛି । ତେବେ ସେଥିପାଇଁ ଟୁଙ୍ଗୁର୍ ଭୋଳ ବିବାହ କରିବକୁ ମନା କରିବାରୁ ବର୍ଷା ଥାନା ର ଦ୍ବାରସ୍ଥ ହୋଇଥିଲେ ଓ ଏହି ଠୁ ଆରମ୍ଭ ହୋଇଥିଲା ଟୁଙ୍ଗୁର୍ ପ୍ରେମ୍ କାହାଣୀ ଅଟୋ ରୁ , ତେବେ ଉଭୟ ଙ୍କ ବିଷୟ ରେ ଆପଣ ମାନେ ଅନେକ କଥା ଜାଣିଥିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର୍ ଭୋଳ ଆଉ ଅଟୋ ଚଳାଇବ ନାହିଁ ସେ ସୁଟିଂ କୁ ଯିବ , ସେ ସୁପର ଷ୍ଟାର୍ ହୋଇ ଯାଇଛି ବୋଲି ମନେ ମନେ ଭାବି ମାର୍କେଟ ଘାଣ୍ଟିବ ଟୁଙ୍ଗୁର୍ ଭୋଳ ନିଜେ ଗଣ ମାଧ୍ୟମ ସାମ୍ନା ରେ କହିଛି । ତେବେ ସେ ଏହି ଭଳି ଅନେକ କିଛି କହିଛି ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଓ ହସି ହସି ଗଡି ଯିବେ ।

ତେବେ ବନ୍ଧୁଗଣ ଏହାରି ଭିତରେ ଟୁଙ୍ଗୁର୍ ଭୋଳ ଙ୍କୁ ନେଇ ମ୍ୟୁଜିକ୍ ଭିଡିଓ ଆସି ଯାଇଛି ଓ ଏହି ମୁଜିକ ଭିଡିଓ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଏହି ଭିଡିଓ ରେ ଟୁଙ୍ଗୁର୍ ଭୋଳ ନଜର ଆସୁଛନ୍ତି ତେବେ ଗୀତ ର ଟାଇଟଲ ହେଉଛି ଟୁଙ୍ଗୁର୍ ଭୋଳ ର ପ୍ରେମ୍ କାହାଣୀ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.