ଚମତ୍କାର !! ଦୁର୍ଘଟଣାରେ ପାଲଟିଗଲା ବସ୍‌ , ସମସ୍ତ ତୀର୍ଥଯାତ୍ରୀଙ୍କୁ ବଞ୍ଚାଇଦେଲା ଜଗା … ଦେଖନ୍ତୁ

ବିଶେଷ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଦୁ-ର୍ଘ-ଟ-ଣା ବହୁତ ବଢିବାକୁ ଲାଗୁଛି । ଯାହା କି କେହି ବି ଚାହିଁ ନଥାନ୍ତି କିନ୍ତୁ ସମୟ ସ୍ରୋତ ଓ ଟିକେ ଭୁଲ ରେ ତାହା କେମିତି ହେଇଯାଏ କେହି ଜାଣି ପାରନ୍ତି ନାହିଁ । ତେବେ ବର୍ତ୍ତମାନ ସମୟରେ ବି ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏହି ସଡ଼କ ଦୁ-ର୍ଘ-ଟ-ଣା ପାଇଁ । ଜଗା ଦର୍ଶନ ପାଇଁ ଯାଉଥିଲେ କିଛି ଭକ୍ତ ହଠାତ ତାଙ୍କ ସହ କ’ଣ ହେଲା ଆପଣ ମାନେ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ଜାଣି ପାରିବେ କି ଘଟଣା ସ୍ଥଳ ର କ’ଣ ହେଲା ।

ଅଧାରେ ରହିଗଲା ଜଗା ଦର୍ଶନ । ପର୍ଯ୍ୟଟକ ମାନେ ପଶ୍ଚିମ ବଙ୍ଗ ରୁ ପୁରୀ କୁ ଆସୁଥିବା ବେଳେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡ କୁ ଓଲଟି ପଡି ଥିଲା । ଏପରି ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୁର ଥାନା ଦଳ ନଗର ଛକ ନିକଟ ରେ । ଦୁ-ର୍ଘ-ଟ-ଣା ରେ 4 ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟ ରେ 14 ଜଣ ଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଙ୍କ ର ସୁର ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଆଜି ଭୋର ସକାଳୁ ବସ ଟି ପର୍ଯ୍ୟଟକ ଙ୍କୁ ନେଇ ପଶ୍ଚିମ ବଙ୍ଗ ଜିଲ୍ଲା ଛବିଶପ୍ରଙ୍ଗଣା ରୁ ପୁରୀ ଅଭିମୁଖେ ଆସୁଥିଲା ।

ତଳ ନଗର ଛକ ନିକଟ ରେ ବସ ଟି ଭାରସାମ୍ୟ ହରାଇ ସଡ଼କ ତଳ କୁ ଓଲଟି ପଡିଥିଲା । ପୋଲିସ ଓ ଦମକଳ କର୍ମଚାରି ଓ କିଛି ସ୍ବଚ୍ଛା ସେବି ସଙ୍ଘଟନ ପହଞ୍ଚି ଆହତ ପର୍ଯ୍ୟଟକ ମାନଂକୁ ଡାକ୍ତର ଖାନା ରେ ଭର୍ତି କରିଥିଲେ । ଅନୁମାନ କରାଯାଏ ଯେ ବସ ଚଲାଉ ଥିବା ଡ୍ରାଇଭର ର ଆଖି ଲାଗି ଯାଇଥିବାରୁ ବା ନିଦ ଲାଗି ଥିବାରୁ ଏପରି ଭାବ ରେ ଦୁର୍ଘଟଣା ଘଟି ଥିବାରୁ ଅନୁମାନ କରାଯାଉଛି ।

ବସ ରେ ସମୁଦାୟ 75 ଜଣ ପର୍ଯ୍ୟଟକ ଥିଲେ ପୋଲିସ ବସ ଟିକୁ ଜବତ କରି ଏହି ଘଟଣା ର ପୁରା ତଦନ୍ତ କରୁଛି । ଭଗବାନ କରନ୍ତୁ ସମସ୍ତେ ଭଲ ହେଇ ଜଗା ପାଖ କୁ ଦର୍ଶନ କରିବାକୁ ଜାଆନ୍ତୁ ।

Leave a Reply

Your email address will not be published.