ଘରର ଆର୍ଥିକ ସ୍ଥିତି ଭଲ ନାହିଁ, କିନ୍ତୁ ନିଜ ସ୍ଵପ୍ନ ପୂରଣ ପାଇଁ ଅଳ୍ପ ବୟସ ରେ କଠିନ ପରିଶ୍ରମ କରୁଛନ୍ତି, ଦୁଃଖ ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

VIRAL

ନିଜ ସ୍ବପ୍ନ୍ କୁ ସ୍ବାକାର କରିବା ସହିତ ଲୋକ ମାନଂକୁ ନ୍ୟ କରି କିଛି ଖାଇବା ର ନୂଆ ପ୍ରତିଷ୍ଠା କରି ଖୋଆଇବା ପାଇଁ ଇଚ୍ଛା । ଏହି ଛୋଟ ପିଲା ଟି ଆଶା ରଖିଛି ନିଜ ଜୀବନ ରେ ସେ କିଛି କରିବ ତାହା ସହ ନିଜ ସ୍ବପ୍ନ୍ କୁ ସାକାର କରିବା । ଆଉ ସେଇଠି ପାଇଁ କହୁଛି କ’ଣ କରିବା ଆଉ 2 ଦିନ ର ତ ଜୀବନ । ଏହି 2 ଦିନ ରେ ମୋତେ କେତେ କ’ଣ କରି ଯିବାର ଅଛି ନହେଲେ ସ୍ବପ୍ନ୍ କରିବି କେମିତି । ବହୁତ ବଡ଼ ସ୍ବପ୍ନ୍ ମୋର ଘରେ ବାପା କୁ ମନେଇଲି ଆଉ ବାପା କହିଲେ କାହିଁକି ଏମିତି କରିବୁ ଛୋଟ ପିଲା ଟେ ତୁ ପାଠ ପଢ଼ ତାହା ଶୁଣି ଛୋଟ ପିଲା ଟି କହିଲା ପାଠ ପଢ଼ିବି ତାହା ସହ ବିଜିନେସ ବି କରିବି ।

 

ପିଲା ଟି ସ୍କୁଲ ରୁ ଫେରେ 1:00 ରେ ତାପରେ ଖାଇ ପି କି 1 :30 ରେ ବାହାରି ପଡେ । ପୂର୍ବ ରୁ ସେ ଦାଦା ଙ୍କ ପାଖ ରେ ଥିଲେ ଆଉ ଏ କାମ ସେ ସେଇଠୁ ହିଁ ସିଖିଛନ୍ତି । ପିଲାଟି ଅଷ୍ଟମ ଶ୍ରେଣୀ ରୁ ସେ ତା ଦାଦା ଙ୍କ ପାଖ ରେ ଥିଲେ ସେଇଠି ଗୋଟିଏ ଦୋକାନ ଟେ ଥିଲା ଆଉ ସେଇଠି ସେ ପିଲାଟି ବସେ । ସେଠାରେ ବସି ତା ଦାଦା ପାଖ ରୁ କାମ ସିଖୁଥିଲା ।

ଯାହା କି ଏବେ କାମ ରେ ଆସିଲା । ସେହି କାମ ତାକୁ ବହୁତ କମ ସମୟ ଲାଗିଲା । ଏହି ସବୁ ଭାବି ସେ ଭୁବନେଶ୍ଵର ରେ ଏକ ନୂଆ ଆଇଟମ ଟେ କଲେ ଭଲ ସେଲ ହେବ ଆଉ ନୂଆ କାମ ତା ଆରମ୍ଭ କରିଦେଲେ । ପିଲା ଟି ତାର ବଡ଼ ଭାଇ ଙ୍କୁ କହି ଗୋଟିଏ କେବିନ୍ ଟେ ଆଣିଲା କାମ ଆରମ୍ଭ କରିବା ପାଇଁ । ଏହି ପିଲା ଟି ଯେତେବେଳେ ପରିବା ଆଣିବାକୁ ଯାଇଥିଲା ସେତେବେଳେ ତା ମାଆ କହିଲେ କି ତୁ ସବୁ ବୁଡେଇ ଦେବୁ ତ ଉପରେ ମୋ ର ଭରସା ନାହିଁ ।

ତାହା ସହ ମନା କଲେ କି ପୁଅ ତୁ ଏମିତି କରନି ତୋର ଏ ପାଠ ପଢିବା ବୟସ ତୁ ପାଠ ପଢ । ଆଉ ପୁଅ ସେତେବେଳେ ନ ମାନି ସେ ଦୋକାନ ଖୋଲିଲା ଆଉ ଯେତେବେଳେ ଭଲ ଚାଲିଲା ସେତେବେଳେ ତାଙ୍କ ର ଭରସା ଆସିଗଲା ପିଲା ପ୍ରତି । ଏମିତି ବହୁତ କିଛି କହି କହି ନିଜର କାମ କରି ଚଲିଲେ ନିଜ ର ସ୍ବପ୍ନ୍ କୁ ପୁରା କରିବା ପାଇଁ ଚାହୁଁଥିବା ଏହି ପିଲା ଟି । ବୟସ ବହୁତ କମ ହେଇଥିଲେ ମଧ୍ୟ ସେ ବୁଝି ଯାଇଛି ତାର ସ୍ବପ୍ନ୍ କୁ ।

ଆଉ ଲାଗି ପଡିଛି ତାର ସ୍ବପ୍ନ୍ କୁ ସାକାର କରିବା ପାଇଁ । ସ୍ବପ୍ନ୍ ତାହା ହିଁ ସତ ଯାହା ମଣିଷ କୁ ଶୋଆଇ ଦେଇ ନଥାଏ । ଆଉ ନିଜ ସ୍ବପ୍ନ୍ କୁ ସାକାର କରିବା ପାଇଁ ଅନେକ କିଛି କରି ଥାନ୍ତେ ଲୋକ ମାନେ । ଏଇଠି ଅଶ୍ଚର୍ୟ୍ଯ ଲାଗୁଚି ଯେଉଁ ପିଲା ମାନେ ଏହି ବୟସ ରେ କେବଳ ପାଠ ପଢା ରେ ମନ ଲଗାଇ ଥାନ୍ତି ସେହି ବୟସ ରେ ଏହି ପିଲା ଟି ନିଜ ର ପାଠ ପଢା ଲକ୍ଷ୍ୟ ଦେବା ସହ ନିଜ ର ସ୍ବପ୍ନ୍ କୁ ବି ସେ ସତ କରିବାକୁ ଚାହୁଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.