ଗୋଟିଏ ଗାଁ ରୁ ଉଠିଲା ୨୬ କୋ-କେ-ଇ, ଏମିତି ହୃଦୟ ବି-ଦା-ର-କ ଦୃଶ୍ୟ ଦେଖିଲେ କୋ-ହ ସମ୍ଭାଳି ପାରିବେ ନାହି – ଦେଖନ୍ତୁ ଭିଡିଓ

ଖବର

ଦର୍ଶକ ବନ୍ଧୁ ଏଇ ଜୀବନ ତ ହସ ଲୁହ , ସୁଖ ଦୁଃଖ କୁ ନେଇ , ତେବେ ଜୀଵନ ରେ କେତେବେଳେ ସୁଖ ଆସି ଥାଏ ତ ଆଉ କେତେବେଳେ ଦୁଃଖ ଥାଏ । ତେବେ ବନ୍ଧୁଗଣ ସମସ୍ତ ଙ୍କ ଜୀବନ ରେ ଅନେକ ଦୁଃଖ ଥାଏ ତେବେ ଆଜି ଆମେ ଏମିତି ଏକ ଦୁଃଖ ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ହଁ ବନ୍ଧୁ ଏକ ଗ୍ରାମ ଏକକାଳୀନ ଉଠିଲା 26 କୋକେଇ ।

ଆପଣ ଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥିବ ତେବେ କଥା ଟି ସତ୍ୟ ଅଟେ । ତେବେ ଗୋଟିଏ ନୁହେଁ କି ଦୁଇ ଟି ଏକ କାଳୀନ 26 ଟି କୋକେଇ , ରାମ ନାମ ଓ କାନ୍ଦ ବୋବାଳି ରେ ଗାଆଁ ଫାଟି ଯାଉଛି । ଗାଆଁ ଲୋକ ଙ୍କ କାନ୍ଧ ରେଶ୍ମଶାନ ଅଭିମୁଖେ ଯାଉଛି 26ଟି ସବ । କେହି ବି ଭାବି ନ ଥିଲେ ଏହିଭଳି ଘଟଣା ଘଟିବ ବୋଲି ।

ତେବେ ତୀର୍ଥ କରିବାକୁ ଯାଇ ପୁଣ୍ୟ କରିବାକୁ ଯାଇ ଓ ପରିବାର ର ମଙ୍ଗଳ ପାଇଁ କିନ୍ତୁ କିଏ ଜାଣିଥିଲା ଯେ ଏହି ତୀର୍ଥ ଯାତ୍ରା ତାଙ୍କ ପାଇଁ ଶେଷ ଯାତ୍ରା ହେବ । ତେବେ ତୀର୍ଥ ଯାଇ ଘର୍ କୁ ଏମାନେ ନିଶ୍ଚିନ୍ତ ଫେରିଲେ କିନ୍ତୁ ସବ ହୋଇ ତେବେ ସେମାନ ଙ୍କ ପାଖ ରେ ପରିବାର ଲୋକ ଯେତେ ଚିତ୍କାର କରିଥିଲେ ମଧ୍ୟ ସେ ସେମିତି ଶୋଇ ରହିଥିଲେ ।

ତେବେ ଏହି ଦୁଃଖ ଟି କୁ କେହି ବି ବର୍ଣ୍ଣନା କରି ପାରିବେ ନାହିଁ । ତେବେ ଗୋଟିଏ ଗ୍ରାମ ର 26 ଟି ସବ ଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି o ଏହାକୁ ଯିଏ ବି ଦେଖିବ ତାହା ଆଖିରୁ ଲୁହ ବାହାରି ଯିବ । ତେବେ ସମସ୍ତେ କାନ୍ଦି କାନ୍ଦି ନୟାନ୍ତ ହୋଇ ଗଲେଣି । ତେବେ ଯେମିତି ଏକାଠି ହୋଇ ଆଗ ପଛ ହୋଇ ତୀର୍ଥ ଯାଇ ଥିଲେ ଠିକ୍ ସେହିପରି ଆଗ ପଛ ହୋଇ ଶ୍ମଶାନ କୁ ଯାଉଛନ୍ତି ।

ତେବେ ଦୃଶ୍ୟ ରେ ଦେଖିବାକୁ ମିଳିଛି ଜଣେ ମହିଳା ତାଙ୍କ ସ୍ବାମୀ ଝୁରି ଅନାୟତ ହୋଇ ଯାଉଛନ୍ତି , ତେବେ ଏହି ଦୃଶ୍ୟ ଦେଖିଲେ ଆଖି ରୁ ଲୁହ ବାହାରି ଯାଉଛି ଛାତି ଫାଟି ଯାଉଛି , ଭଗବାନ ଏହି ଭଳି କଷ୍ଟ ଆଉ କାହାକୁ ନ ଦିଅନ୍ତୁ । ତେବେ ବନ୍ଧୁଗଣ ରବିବାର ଦିନ ଉତ୍ତରାଖଣ୍ଡ ରେ ଘଟିଥିବା ସଡ଼କ ଦୁ-ର୍ଘ-ଟ-ଣା ରେ 26 ଜଣକ ପ୍ରାଣ ଯାଇଛି । ତେବେ ଏକ ସାଙ୍ଗ ସବ ବ୍ୟବଚ୍ଛେଦ ହେବା ପରେ ଏକ ସଙ୍ଗ ରେ ସବ ଦାହ ମଧ୍ୟ ହେଲା ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.