ଗୋଆ ଓ ମଣିପୁର ପରି ଶ୍ରୀଲଙ୍କା ଭାରତ ରେ ମିଶିବ କି ? – ଦେଖନ୍ତୁ ଭିଡିଓ

ଖବର

ସୁନା ର ଲଙ୍କା ରେ ଦେଖା ଦେଇଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ , ଶ୍ରୀଲଙ୍କା ବିଦେଶ ଋଣ ଜାଲ ରେ ଛନ୍ଦି ହୋଇ ଯାଇଛି । ଶ୍ରୀଲଙ୍କା ର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଯେ ଶ୍ରୀଲଙ୍କା ବାସୀ ଙ୍କୁ ଅତ୍ୟାବଶ୍ୟକ ମିଳୁ ନାହିଁ ଓ ଏହାକୁ ନେଇ ଶ୍ରୀଲଙ୍କା ବାସୀ ମାନେ ଆନ୍ଦୋଳନ କରୁଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଦେଶ ର ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଗାଦି ଉପରେ ଆନ୍ଦୋଳନ ।


ତାହେଲେ ବନ୍ଧୁଗଣ ପୁର୍ବ ରୁ ଶ୍ରୀଲଙ୍କା ର ପ୍ରଧାନ ମନ୍ତ୍ରୀ , ଶୁକ୍ରବାର ଦିନ ଠାରୁ ଅଜ୍ଞାତ ବାସ ରେ ଥିବା ରାଷ୍ଟ୍ରପତି ଆସନ୍ତା କାଲି ପଦ ଛାଡିବେ । ତାହେଲେ ବର୍ତ୍ତମାନ୍ ସମୟ ରେ। ପ୍ରଶ୍ନ ଉଠୁଛି ଯେ କିଏ ଗଢ଼ିନେ ନୂଆ ସରକାର । କିଏ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ନା ଜାରି ରହିବ ଅରାଜିକତା । ଶ୍ରୀଲଙ୍କା ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ୩୦ ଦିନ ପାଇଁ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ରହିବେ ।


ତାହେଲେ ୧୯୪୮ ମସିହା ରୁ ସ୍ଵାଧୀନ ହେବା ପରେ , ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ର ସମ୍ମୁଖୀନ ହୋଇଛି । ଶ୍ରୀଲଙ୍କା ହେଉଛି ଏକ ପର୍ଯ୍ୟଟନ ନିର୍ଭରଶିଲ ଅର୍ଥନୀତି । କରୋନା କାରଣ ରୁ ଆଗାମୀ ଦୁଇ ବର୍ଷ ଭିତରେ ପର୍ଯ୍ୟଟକ ମାନେ ଆସି ନାହାଁନ୍ତି । ଏହି କାରଣ ରୁ ଅର୍ଥ ନୀତି ରେ ସଙ୍କଟ ଦେଖା ଦେଇଛି । ତାହେଲେ ବର୍ତ୍ତମାନ ସମୟ ରେ କଣ ଭାରତ ଶ୍ରୀଲଙ୍କା ଙ୍କୁ ସାହାର୍ଯ୍ୟ କରିବ ।

ଗୋଆ ଓ ମଣିପୁର ଭଳି କଣ ଶ୍ରୀଲଙ୍କା ଙ୍କୁ ରାଜ୍ୟ ର ମାନ୍ୟତା ଦେବ । ଯଦି ଆମେ ଗୋଆ କଥା କହିବା ତେବେ ଦେଶ ସ୍ଵାଧୀନ ହୋଇଥିଲେ ମଧ୍ୟ ଗୋଆ ଭାରତ ରେ ମିଶି ନ ଥିଲା । ଅନେକ ବର୍ଷ ପରେ ଦେଶ ରେ ସାମିଲ ହୋଇଥିଲା ଗୋଆ । ତାହେଲେ ୧୯୪୭ ମସିହା ରେ ଭାରତ ସ୍ଵାଧୀନ ପାଇବା ପରେ , ଭାରତ ଅନୁରୋଧ କରି ଥିଲା ଭାରତ ଯେ ଭାରତ ଉପମହାଦେଶ ପର୍ତ୍ତୁଗୀଜ୍ ଅଞ୍ଚଳ ଗୁଡିକ ଭାରତ କୁ ଦିଆ ଯାଉ ।

କିନ୍ତୁ ପର୍ତ୍ତୁଗାଲ ଭାରତୀୟ ସର୍ବଭାମତ୍ଵ କୁ ବୁଝବଣା କରିବାକୁ ମନା କରି ଦେଇଥିଲେ । ତେବେ ପରେ ୧୯ ଡିସେମ୍ବର ୧୯୬୧ ରେ ଭାରତ ଗୋଆ କୁ ନିଜ ଅତ୍ୟାର କୁ ନେଇଥିଲା । ମଣିପୁର ମଧ୍ୟ ୧୯୪୭ ମସିହା ରେ ଭାରତ ସ୍ଵାଧୀନ ହେବା ପରେ ବ୍ରିଟିଶ ମାନେ ମଣିପୁର ଛାଡ଼ି ଥିଲେ , ସେତେବେଳ ମଣିପୁର ର ଶାସନ ମହରାଜା ଚନ୍ଦ୍ର ଙ୍କ କାନ୍ଧ ରେ ପଡ଼ିଲା । ୧୯୪୯ ମସିହା ସେପ୍ଟେମ୍ବର ୨୧ ରେ ଯୋଗଦାନ ଚୁକ୍ତି ପରେ ମଣିପୁର ଭାରତ୍ ର ଏକ ଅଂଶ ହୋଇଗଲା । କଣ ସେହିଭଳି ଶ୍ରୀଲଙ୍କା ଙ୍କୁ ଭାରତ ଦେଶ ତାର ମାନ୍ୟତା ଦେବ କୁ ନାହିଁ ତାହା ଆଗାମୀ ଦିନ ରେ ଜଣା ପଡି ଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.