“ଗୁ-ପ୍ତା-ଙ୍ଗ ଦିଶୁଥିବା ପୋଷାକ ପିନ୍ଧିବା ଖୋଲିଦେବା ଭଲ ” , ପୁଅ ଯଦି ପିନ୍ଧୁଛି ଆମେବୀ ପିନ୍ଧିବୁ ! ଏମିତି କହିଲେ ନିର୍ଦେଶକ – ଦେଖନ୍ତୁ

ବିଶେଷ

ରାଜରାସ୍ତାରେ ସିନେ ତାରକା ଙ୍କ ଜୋରଦାର କଳି। ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ରାଜରାସ୍ତାରେ ମୁହାଁ ମୁହିଁ ହେଲେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ କୁ ନେଇ ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ଘଟଣା ଟି ଏହି ଭଳି ସାମ୍ନା କୁ ଆସି ଯାଇଛି । ବାବୁଶାନ ମହାନ୍ତି ଜେତେବେଳେ ଭୁବନେଶ୍ଵର ରେ ପହଞ୍ଚି ଯାଇଥିଲେ ସାଙ୍ଗେ ସାଙ୍ଗେ ଘର କୁ ଯାଇଥିଲେ । ଭୁବନେଶ୍ଵର ରୁ ଆସିଲା ପରେ ସଙ୍ଗେ ସଙ୍ଗେ ସେ ଘର କୁ ଯାଇଥିଲେ ଆଉ ସେ ମିଡ଼ିଆ ଆଗରେ ତାଙ୍କ ର କୌଣସି ପ୍ରତିକ୍ରିୟା ଦେଇ ନଥିଲେ ସେ ଘର ଭୀତ କୁ ଯାଇ ସାଙ୍ଗେ ସାଙ୍ଗେ ତାଙ୍କ ମାଆ ଅପରାଜିତା ମହାନ୍ତି ଙ୍କୁ କୋଳାଇ ନେଇ ଥିଲେ ଆଉ ମାଆ ଅପରାଜିତା ମହାନ୍ତି ପୁଅ ବାବୁଶାନ୍ ମହାନ୍ତି ଙ୍କୁ କୋଳେଇ ବୁଝାଇଥିଲେ .

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କୁ ନେଇ ଜଣେ ନିର୍ଦେଶକ  ନିଜ ପ୍ରତିକ୍ରିୟା ରଖିଛନ୍ତି ଆଜି କାଲି ଝିଅ ମାନେ ସଂସ୍କୃତି ପରମ୍ପରା କୁ ମାଟିରେ ମିଶେଇ ସାରିଲେଣି । ଯେତେ ବେଳେ ସଂସ୍କୃତି ପରମ୍ପରା କଥା ଆସେ ଓଡ଼ିଶା ଠୁ ଶିଖିବାକୁ ମିଳେ । ହେଲେ ବିଡମ୍ବନା ର ବିଷୟ ସେଇ ସଂସ୍କୃତି ପରମ୍ପରା କଥା କହିଛନ୍ତି ହେଲେ ପ୍ରକୃତି ମିଶ୍ର ଛୋଟ ଛୋଟ କପଡା ପିନ୍ଧି ଭିଡ଼ିଓ ବନଉ ଛନ୍ତି । କପଡା ଗୁ-ପ୍ତା-ଙ୍ଗ ଲୁଚାଇବା ପାଇଁ ପନ୍ଧିଥାଉ ହେଲେ ଚିରଫଟା ଡ୍ରେସ୍ ଆମ ସଂସ୍କୃତି କି ଖରାପ କରୁଛନ୍ତି ।

ଝିଅ ମାନେ ଭାବୁଛନ୍ତି ପୁଅ ମାନେ ହାଫ୍ ପ୍ୟାଣ୍ଟ୍ ପିନ୍ଧି କି ଖାଲି ଦେହରେ ବୁଲୁଛନ୍ତି ମାନେ ଆମେ ବି ସେଇ କାମ କରିବୁ । ଏମିତି କରିବା ଦ୍ଵାରା ସମାଜ କୁ କୁସଂସ୍କାର ଯାଉଛି ।ମନ୍ମଥ ମିଶ୍ର ଜଣେ ସୁନାମ ଧନ୍ୟ ଭଜନ ଗାୟକ ହେଲେ ତାଙ୍କ ଝିଅ ଚିରଫଟ ଡ୍ରେସ୍ ପିନ୍ଧି ଏମିତି କାମ କରିବା ପୁରା ନିନ୍ଦନୀୟ

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.