ଗୁଳୁଗୁଲା ଶୁଟିଙ୍ଗ ସମୟରେ ଘଟିଲା ବଡ ଅଘଟଣ, କମେଡିଆନ ପ୍ରଜ୍ଞାନ (Pragyan) ପାଣିରେ ବୁଡିଗଲେ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ସବୁଦିନ କିଛି ନା କିଛି ଭିଡିଓ ବହୁ ପରିମାଣ ରେ ଭାଇରାଳ ହୋଇଥାଏ । ତେବେ ଆପଣ ମାନେ ନିଶ୍ଚୟ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ନିଶ୍ଚୟ ଦେଖିଥିବେ ।

ତେବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆଉ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ନେଇ ଆସିଛି । ହଁ ବନ୍ଧୁ ହାସ୍ୟ ଅଭିନେତା ପ୍ରଜ୍ଞା ବର୍ତ୍ତମାନ୍ ସମୟ ରେ ପାଣି ରେ ବୁଡି ଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ହାସ୍ୟ ଅଭିନେତା ଅଛନ୍ତି କିନ୍ତୁ ଦର୍ଶକ ମାନ ଙ୍କ ଅଧିକ ପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ପ୍ରଜ୍ଞା । ତେବେ ଆପଣ ପ୍ରଜ୍ଞା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଭାବେ ବେଶ୍ ପରିଚିତ ।


ତେବେ ବନ୍ଧୁଗଣ ଆପଣ ମାନେ ପ୍ରଜ୍ଞା ବହୁ ସାରା ଚଳଚ୍ଚିତ୍ର ରେ ତାଙ୍କ ଜବରଦସ୍ତ କମେଡି ନିସ୍ଚୟ ଦେଖିଥିବେ । ତେବେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ରେ ଅଭିନେତା ପ୍ରଜ୍ଞା ବେଶ୍ ପାରଙ୍ଗମ । ତେବେ ବହୁ ସାରା ଚଳଚ୍ଚିତ୍ର ରେ ନଜର ଆସିବା ସହିତ ସେ ବହୁ ସାରା ରିଆଲିଟ ସୋ ରେ ମଧ୍ୟ ନଜର ଆସିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ପ୍ରଜ୍ଞା ଏକ ଭିଡିଓ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ପ୍ରଜ୍ଞା ପାଣି କୁ ଡେଇଁ ପଡିଛନ୍ତି ଓ ବୁଡି ମଧ୍ୟ ଯାଇଛନ୍ତି । ତେବେ ଏହି ଭିଡିଓ ଟି ସୁଟିଂ ସେଟ ର ଅଟେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ପ୍ରଜ୍ଞା ଏବଂ ଶଙ୍କର ଏକ ମନୋରଂଜନ କଲା ଭଳି ସୋ ଗୁଲୁଗୁଲା ରେ ନଜର ଆସୁଛନ୍ତି ଓ ବର୍ତ୍ତମାନ୍ ଗୁଲୁଗୁଲା ର ସୁଟିଂ ସେଟ ଚାଲିଛି , ତେବେ ଏହି ରଜ ଉପଲକ୍ଷେ ଏକ ଜବରଦସ୍ତ କମେଡି ନେଇ ଆସୁଛନ୍ତି ପ୍ରଜ୍ଞା ଏବଂ ଶଙ୍କର ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.