ଗାଡିରେ ବସେଇ ହିରୋ ବାବୁସାନ (Babusan) ହିରୋଇନ ଶିବାନୀ (Sivani) ଙ୍କୁ ଗାଡିରେ ବସେଇ ଶୁଟିଙ୍ଗ ସେଟ ବୁଲେଇଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ର ଏବେ ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି।ବର୍ତ୍ତମାନ ସିନେମା ଟି ର ସୁଟିଂ ଚାଲିଛି।ସିନେମା ରେ ହିରୋ ବାବୁଶାନ୍ ମହାନ୍ତି ଓ ହିରୋଇନ୍ ଓଲିଉଡ଼ ର ଚୁଲବୁଲି ନାୟିକା ଶିବାନୀ ସଂଗୀତା ମୁଖ୍ୟ ଚରିତ୍ର ରେ ନଜର ଆସିବେ।ସିନେମା ର ସୁଟିଙ୍ଗ ଆରମ୍ଭ ହୋଇଗଲାଣି।

ଶିବାନୀ ଙ୍କ ସହିତ ବାବୁଶାନ୍ ଆଗରୁ ମଧ୍ୟ ସିନେମା ରେ ଅଭିନୟ କରିଛନ୍ତି। ସିଷ୍ଟର ଶ୍ରୀଦେବୀ ସିନେମା ରେ ଶିବାନୀ ଓ ବାବୁଶାନ୍ ମୁଖ୍ୟ ଚରିତ୍ର ରେ ନଜର ଆସିଥିଲେ।ସେହି ସିନେମା କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ କରିଥିଲେ ।ସିନେମା ରେ ବାବୁଶାନ୍ ଏକ ଭିନ୍ନ ଚରିତ୍ର ରେ ନଜର ଆସିଥିଲେ।

ସେଥିରେ ତାଙ୍କୁ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା ।ସିନେମା କୁ ଦର୍ଶକ ମାନେ ଅନେକ ଭଲ ପାଇବା ଦେଇଥିଲେ। ଏବଂ ବାବୁଶାନ୍ ଓ ଶିବାନୀ ଙ୍କ ଯୋଡିକୁ ଦର୍ଶକ ମାନେ ବେସ୍ ପସନ୍ଦ କରିଥିଲେ।ପୁଣି ଥରେ ଏକ ନୂଆ ସିନେମା ରେ ବାବୁଶାନ୍ ଓ ଶିବାନୀ ନଜର ଆସିବେ।ସୋସିଆଲ ମୀଡିଆରେ ରେ ସିନେମା ର ସୁଟିଂ ର ଭିଡ଼ିଓ ଦେଖିବାକୁ ମିଳିଛି ।

ସିନେମା ର ସୁଟିଙ୍ଗ ପାଇଁ ବାବୁଶାନ୍ ମହାନ୍ତି ଶିବାନୀ ଙ୍କୁ ବାଇକ୍ ରେ ବସେଇ ବୁଲେଇଛନ୍ତି।ବାବୁଶାନ୍ ତାଙ୍କର ନୂଆ ସିନେମା କୁ ନେଇ ବେସ୍ ଖୁସି ଅଛନ୍ତି।ଶିବାନୀ ମଧ୍ୟ ବାବୁଶାନ୍ ଙ୍କ ସହିତ ପୁଣି ଥରେ କାମ କରି ବହୁତ୍ ଖୁସୀ ଥିବାର ନଜର ଆସୁଛନ୍ତି। ସୁପରଷ୍ଟାର ବାବୁଶାନ୍ ମହାନ୍ତି ଓଡ଼ିଶା କୁ ଗୋଟିଏ ପରେ ଗୋଟିଏ ସୁପରହିଟ ସିନେମା ଦେବାକୁ ଲାଗିଛନ୍ତି।ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ନିକଟରେ ବାବୁଶାନ୍ ମହାନ୍ତି ଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ବିଶ୍ଵ ପ୍ରସିଦ୍ଧ ଲାଭ କରିଛି।ସିନେମା ରେ ବାବୁଶାନ୍ ମହାନ୍ତି ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ତି ।ଚଳଚ୍ଚିତ୍ର ର ନାଁ ହେଉଛି ‘ ଦମନ ‘ ।ଏହି ସିନେମା ର କାହାଣୀ କୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଦର୍ଶକ ମାନଙ୍କୁ ବେସ୍ ପସନ୍ଦ ଆସିଛି।ସିନେମା ରେ ବାବୁଶାନ୍ ଙ୍କ ଚରିତ୍ର ବେସ୍ ମନଛୁଆଁ ହୋଇପାରିଛି।

ସିନେମା ଟିକୁ ବଲିଉଡ୍ ରେ ମଧ୍ୟ ପ୍ରଶଂସା କରାଯାଇଛି। ଖୁବ୍ ଶୀଘ୍ର ସିନେମା ର ହିନ୍ଦୀ ରୂପାନ୍ତର କୁ ଦର୍ଶକ ମାନେ ୟୁଟ୍ୟୁବ୍ ରେ ଦେଖିପାରିବେ।ତେବେ ବାବୁଶାନ୍ ମହାନ୍ତି ଦମନ ଚଳଚ୍ଚିତ୍ର ଭଳି ଏକ ସୁପରହିଟ ସିନେମା ଦର୍ଶକ ମାନଙ୍କୁ ଉପହାର ଦେବା ପରେ ଏବେ ପୁଣି ଏକ ନୂଆ ସିନେମା ରେ ଅଭିନୟ କରିବାକୁ ଯାଉଛନ୍ତି।

ବାବୁଶାନ୍ ଓ ଶିବାନୀ ଙ୍କୁ ଦର୍ଶକ ମାନେ ଆଗରୁ ପସନ୍ଦ କରିଛନ୍ତି।ତାଙ୍କର ଏହି ନୂଆ ସିନେମା ର ସୁଟିଂ ଆରମ୍ଭ ହୋଇଗଲାଣି । ସିନେମା ଟି କେବେ ରିଲିଜ୍ ହେବ ଓ ହଲ୍ ରେ ପୁଣି ଥରେ ବାବୁଶାନ୍ ଓ ଶିବାନୀ ଙ୍କ ଯୋଡ଼ି କୁ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଛନ୍ତି।।

Leave a Reply

Your email address will not be published.