ଗଣମାଧ୍ୟମ ପ୍ରତିନିଧି ମାନେ କ୍ୟାମେରା ଧରି ସ୍କୁଲ ଭିତରକୁ ଯାଇ ପାରିବେ ନାହିଁ, ୪୯ ରୁ ୧୨ ଗଲେ ଏହାର ଉତ୍ତର କଣ ମିଳିଗଲା କି ?- ଦେଖନ୍ତୁ ଉତ୍ତର

VIRAL ରାଜ୍ୟ

ଦର୍ଶକ ବନ୍ଧୁ ଗଣ ମାଧ୍ୟମ ସ୍କୁଲ୍ କୁ ପଶିଲେ ତାଙ୍କ ନାମ ରେ ଅଭିଯୋଗ ହେବ । ଛାତ୍ର ଛାତ୍ରୀ ପାଠ ପଢନ୍ତୁ କି ନାହିଁ , ପ୍ରଧାନ ଶିକ୍ଷକ ଙ୍କୁ ଡରାଉ ଛନ୍ତି ଓ ଅସଲ ଚେହେରା ସାମ୍ନା କୁ ଆସିଲେ ଲୁଚୁଛନ୍ତି । ଶିକ୍ଷା ବ୍ୟବସ୍ଥା କୁ ଏହି ମାନେ ହିଁ ବିଗାଡ଼ୁଛନ୍ତି କାରଣ ସତ୍ ଦେଖାଇଲେ ଭୟ ଦେଖାଉ ଛନ୍ତି । ହଁ ବନ୍ଧୁ କଙ୍କଡ଼ାହାଡ଼ ର ବିଇଓ ପ୍ରଧାନ ଶିକ୍ଷକ ମାନଙ୍କୁ ଚିଠ ଲେଖିଛନ୍ତି ଯେ

ଗଣ ମାଧ୍ୟମ ପ୍ରତିନିଧି ମାନେ ବେଆଇନ ଭାବେ ସ୍କୁଲ କୁ ପ୍ରବେଶ କରୁଛନ୍ତି , ପରବର୍ତ୍ତୀ ସମୟ ରେ ଯଦି ଏହି ଭଳି କିଛି ହୁଏ , ତେବେ ସିଧା ସଳଖ ତାଙ୍କ ନାମ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ବିଇଓ ମହୋଦୟ । ଏହି ବଦଳ ରେ ଯଦି ଲେଖି ଥାଆନ୍ତେ ଯେ ଛାତ୍ର ଛାତ୍ରୀ ମାନ ଙ୍କୁ ଭଲ ପାଠ ନ ପଢାଇଲେ ଶିକ୍ଷକ ମାନ ଙ୍କ ନାମ ଏତଲା ରୁଜୁ କରାଯିବ ବୋଲି ଲେଖିଥିଲେ ଶିକ୍ଷା ର ପରିବର୍ତ୍ତନ ହୋଇଥାନ୍ତା ।

କିନ୍ତୁ ଯିଏ ଭଲ ପାଇଁ କିଛି କାର୍ଯ୍ୟ କରୁଛି ତାହା ପଛ ରେ ସମସ୍ତେ ପଡୁଛନ୍ତି । ହଁ ବନ୍ଧୁ ଅତି ନିକଟ ରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏକ ସ୍କୁଲ କୁ ଯାଇ ଜଣେ ଶିକ୍ଷକ ଙ୍କୁ ପଚାରିଥିଲେ ୪୯ ରୁ ୧୨ ଗଲେ କେତେ ବୋଲି କହି ପାରି ନ ଥିଲେ ବାରମ୍ବାର ସେହି ପ୍ରଶ୍ନ ଟି କୁ ଘୋଷି ହୋଇଥିଲେ ମଧ୍ୟ ଏହି ସାମାନ୍ୟ ପ୍ରଶ୍ନ ର ଉତ୍ତର କହି ପାରି ନ ଥିଲେ ।

ତାହାଲେ ବନ୍ଧୁଗଣ ଏଠି ଶିକ୍ଷକ ମାନେ ସାଧାରଣ ପ୍ରଶ୍ନ ର ଉତ୍ତର ଦେବା ରେ ସକ୍ଷମ ନୁହଁନ୍ତି । ସବୁଠୁ ବଡ ଖବର ହେଲା ଯେ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମୂଖ୍ୟମନ୍ତ୍ରୀ କିଏ ବୋଲି କହି ପାରୁ ନାହାଁନ୍ତି । ସପ୍ତମ ଶ୍ରେଣୀ ର ପିଲା ସପ୍ତମ ମଧ୍ୟ ବର୍ଣ୍ଣନା କରି ପାରୁ ନାହିଁ । ଏହି ସତ୍ୟତା କୁ ଗଣ ମାଧ୍ୟମ ଦେଖାଇବା ରୁ

ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କୁ ବାଧୁଛି , ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖୁଛନ୍ତି ଆଉ ବ୍ଲକ୍ ଶିକ୍ଷା ଅଧିକାରୀ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମାନଙ୍କୁ ସ୍କୁଲ ଭିତର କୁ ଗଣ ମାଧ୍ୟମ ପ୍ରତିନିଧି ମାନ ଙ୍କ ର ପ୍ରବେଶ କେଉଁ ଆଡ଼େ ବେଆଇନ ପ୍ରବେଶ , ବିନା ଅନୁମତି ରେ ପ୍ରବେଶ କଲେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ନାମ ରେ ମାମଲା ରୁଜୁ ହେବ ।

ତାହାଲେ ଏଠି ଶିକ୍ଷକ ୪୯ ରୁ ୧୨ ଗଲେ କେତେ କହି ପାରୁ ନାହାଁନ୍ତି ତେବେ ଏଥି କାହା ନା ରେ ମାମଲା ରୁଜୁ ହେବ । ଛାତ୍ର ଛାତ୍ରୀ ମାନ ଙ୍କୁ ପାଠ ପଢା ନ ଜଣା ଥିଲେ କାହା ନାମ ରେ ମାମଲା ରୁଜୁ ହେବ । ଇଂରାଜୀ ଶିକ୍ଷକ ଙ୍କୁ ସାଧାରଣ ସ୍ପେଲିଂ ଜଣା ନ ଥିଲେ କିଏ ହେବ ଦୋଷୀ । ଆଜି ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା ଯଦି ଦୁର୍ବଳ ଥାଏ କେବଳ ଏଇ ମାନ ଙ୍କ ପାଇଁ , ଯିଏ ଭଲ ପାଇଁ କିଛି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛି ତାକୁ ଭୟ ଦେଖାଉଛନ୍ତି ଅଧିକାରୀ ମାନେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.