ଖୋଲୁଛି ବିଜେବି କଲେଜ ଛାତ୍ରୀଙ୍କ ମୃ-ତ୍ୟୁ ରହସ୍ୟ, ଏହି ୩ ଜଣଙ୍କ ପାଇଁ ରୁଚିକା କରିଥିଲେ ଆ-ତ୍ମ-ହ-ତ୍ୟା ଦେଖନ୍ତୁ ଭିଡିଓ

ରାଜ୍ୟ

ତେବେ ବର୍ତ୍ତମାନ ସମୟ ରେ ସୁ-ଇ-ସା-ଇ-ଡ୍ ଅଧିକ ବଧିବାରେ ଲାଗିଛି ଆଉ ସୁ-ଇ-ସା-ଇ-ଡ୍ କରିବା ପୂର୍ବ ରୁ ମିଳୁଛି ଗୋଟିଏ ହାତ ଲେଖା ଚିଠି । ତେବେ ବର୍ତ୍ତମାନ ସମୟରେ ବି ଏମିତି ଗୋଟିଏ ଘଟଣା ଘଟିଛି ଗୋଟିଏ ନିରୀହ ଝିଅ ସହିତ । ତେବେ ଦେଶ ବହୁତ ବଦଳିଲାଣି କିନ୍ତୁ ଏବେ ବି ରହି ଯାଇଛି ରା-ଗି-ଙ୍ଗି । ଆଉ ରା-ଗି-ଙ୍ଗି ବହୁତ ନିରୀହ ଜୀବନ ଯାଉଛି ।

ତେବେ ଆସନ୍ତୁ ଜାଣିବା ଏହା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ । ତେବେ ଆପଣ ମାନେ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ୍ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ଟିକୁ । ବର୍ତ୍ତମାନ ସମୟରେ ବଢୁଚି ରୁଚିକା ମୃତ୍ଯୁ ଘଟଣା ର ରହସ୍ୟ । ସୁ-ଇ-ସା-ଇ-ଡ୍ ନୋଟ ନେଉଛି ଏବେ ନୂଆ ମୋଡ଼ ।

ସିନିୟର୍ ଙ୍କ ଟ୍ର-ଚ-ର ହେଇଗଲା କାଳ । ସିନିୟର୍ ଙ୍କ ଟ୍ର-ଚ-ର ପାଇଁ ଚଲିଗଲା ଗୋଟିଏ ନିରୀହ ଝିଅ ର ଜୀ-ବ-ନ । ତେବେ ବର୍ତ୍ତମାନ ସମୟରେ ବିଜେପି ଛାତ୍ରୀ ର ଆ-ତ୍ମ-ହ-ତ୍ୟା ଘଟଣା କୁ ନେଇ ଆଜି ଆକ୍ସନ ମୋଡ଼ ରେ ଏବେ ପୋଲିସ । ସତ ବାହାର କରିବା ପାଇଁ ଚାଲିଛି ପୋଲିସ ରେ ପ୍ରୟାସ । ତେବେ 134 ଜଣ ଛାତ୍ରୀ ଙ୍କୁ ଜେରା କରୁଛି ପୋଲିସ ।

ତେବେ କିଏ ଥିଲା ସେହି 3 ଜଣ ସିନିୟର୍ ଯେଉଁ ମାନେ ରୁଚିକା କୁ କରୁଥିଲେ ଟ୍ର-ଚ-ର ଆଉ କାହିଁକି କରୁଥିଲେ ରୁଚିକା ଙ୍କ ପ୍ରତି ଅ-ତ୍ୟା-ଚା-ର । ରୁଚିକା ଙ୍କ ର ମୃତ୍ଯୁରୁ କୁ ନେଇ ଖୋଳ ତାଳ କରୁଛନ୍ତି ପୋଲିସ । କିଏ ଥିଲେ ସେଇ 3 ଜଣ ଯାହା ପାଇଁ ଆଜି ରୁଚିକା ଆ-ତ୍ମ-ହ-ତ୍ୟା କଲେ । ଏ ନେଇ ଆଡିସ୍ନାଲ୍ ଡିସିପ୍ ଙ୍କ ନେତୃତ୍ୱ ରେ ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଥିଲା ବେଳେ ଆଜି ହଷ୍ଟେଲ୍ ସୁପରଟେଡେଣ୍ଟ୍ ସହ ଯାଇ ୱାଡେନ୍ ଙ୍କୁ ପଚରା ଉଚରା କରିଛି ପୋଲିସ ।

କାରଣ ଓଡିଶା ସବୁଠୁ ବଡ଼ କଲେଜ ରେ ଏହି ଘଟଣା 2005 ରେ ଘଟିଥିବା ରିଚା ମିଶ୍ର ଏବେ ଫୁଣି ଥରେ ହେଲା ଦୀର୍ଘ 17 ବର୍ଷ ପରେ ଫୁଣିଥରେ ଘଟଣା ଘଟିଛି । ସେତେବେଳେ ରିଚା ମିଶ୍ର ଙ୍କ ଘଟଣା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ଥିଲା ମାର୍କ କାଟିଦେବା ପାଇଁ କହିଥିଲେ ଅଧ୍ୟାପକ ସେତେବେଳ ର ସେହି ଘଟଣା ର 3 ଜଣା ଲେକ୍ଚର୍ ଙ୍କୁ ସନ୍ସପେଣ୍ଡ୍ ହେବା କୁ ପଡିଥିଲା ।

ତେବେ ଏହି ଘଟଣା ର ସତ ପରଦା ପାସ ହେବ ବୋଲି ସେହି 3 ସିନିୟର୍ ଙ୍କୁ ଖୋଜି ପାଇବେ ତ ।ନା ଏହା ଜେରା ହେଲା ପରେ ଆଗାମୀ ଦିନ ମାନଙ୍କ ରେ ଜଣା ପଡିବ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.