ଖେଳ ଚାଲିଥିବା ସମୟରେ ମହିଳା ଖେଳାଳୀଙ୍କର ହେଲା ପି-ରି-ୟ-ଡ୍ ପେନ୍… ତା’ପରେ ଯାହା ହେଲା ଦେଖନ୍ତୁ

ଖବର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସାଧାରଣ ଯୁବତୀ ମାନ ଙ୍କ ପି-ରି-ୟ-ଡ଼ ହେବା ସ୍ବାଭାବିକ କଥା । ତେବେ ଏହି ଋ-ତୁ ସ୍ରାବ ବେଶ୍ ଯନ୍ତ୍ରଣା ଦାୟକ ହୋଇଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ପି-ରି-ୟ-ଡ଼ କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଚୀନ ର ଜଣେ ଲୋକ ପ୍ରିୟ ଟେନିସ ମହିଳା ଖେଳାଳୀ ।


ତେବେ ସେ କହିଛନ୍ତି ଯେ ମୁଁ ଜଣେ ପୁରୁଷ ହୋଇ ଥାଆନ୍ତି କି ଆଜି ର ମ୍ୟାଚ୍ ରେ କେବେ ବି ହାରି ନ ଥାଆନ୍ତି । ତେବେ ମ୍ୟାଚ୍ ଖେଳୁଥିବା ସମୟ ରେ ପିରିୟଡ଼ ହୋଇଥିଲା । ତେବେ ଏହି ଟେନିସ ଖେଳାଳି ମହିଳା ଙ୍କ ନାମ ହେଉଛି ଝେଙ୍କ ଯାହାଙ୍କ ବୟସ ମାତ୍ର ୧୯ ବର୍ଷ ।ତେବେ ସେ ଅତି ନିକଟ ରେ

ପୋଲାଣ୍ଡ ର ଇଗା ଓ ଝେଙ୍କ୍ ମଧ୍ୟ ରେ ମୁକାବିଲା ହୋଇଥିଲା । ତେବେ ଏହି ମ୍ୟାଚ୍ ରୁ ଈଗା ଙ୍କ ଠାରୁ ହାରି ଯାଇ ଥିଲେ ଝେଂକ୍ । ତେବେ ଏହି ପରାଜୟ କୁ ଗ୍ରହଣ କରି ପାରୁ ନାହାଁନ୍ତି ଝେଙ୍କ । ତେବେ ସେ କହିବା ଅନୁଯାୟୀ ତାଙ୍କର ପିରିୟଡ଼ ପେନ ହେବାରୁ ସେ ମ୍ୟାଚ୍ ହାରିଗଲେ । ତେବେ ଖେଳ ଚାଲି ଥିବା ସମୟ ରେ ତାଙ୍କର ଋ-ତୁ-ସ୍ରା-ବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା ।


ତେବେ ଖେଳିବା ପୂର୍ବ ରୁ ସେ ସୁସ୍ଥ ଥିଲେ , ବ୍ରେକ ବେଳେ ପିଠି ମସାଜ୍ ସମୟ କରାଇବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା ଓ ଏହି ସମୟ ରେ ତାଙ୍କ ଡ଼ାହାଣ ଜଙ୍ଘ ମାଂସ ପେଶି ଟାଣି ଧରିଥିଲା । ତେବେ ଏହା ପରେ ତାଙ୍କ ପେଟ ଜୋର୍ ରେ ବିନ୍ଧିବା ରେ ଲାଗିଥିଲା । ତେବେ ଏହା କେବଳ ଗୋଟିଏ ଝିଅ ବୁଝି ପାରିବ ବୋଲି ଝେଙ୍କ କହିଥିଲେ ।

ତେବେ ସେ ଏହି ପିରିୟଡ଼ ପାଇଁ ମ୍ୟାଚ୍ ଟି ହାରି ଯାଇ ଥିଲେ , ତେବେ ସେ ଏ ସବୁ କୁ ଭୁଲି ବର୍ତ୍ତମାନ୍ ଆଗ ମ୍ୟାଚ୍ ଜିତିବା ଲକ୍ଷ ରେ ଅଛନ୍ତି । ତେବେ ପ୍ରଥମ ପି-ରି-ୟ-ଡ଼ ଯନ୍ତ୍ରଣା ଙ୍କୁ ସେ ସହ୍ୟ କରି ପାରନ୍ତି ନାହିଁ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.