ଖୁବଶୀଘ୍ର ଆସୁଛି ଟୁଙ୍ଗୁରୁ ଓ ବର୍ଷାଙ୍କୁ ନେଇ ସିନେମା, ସିନେମା ର ବଜେଟ ୪୦ ଲକ୍ଷ ଟଙ୍କା ରିଲିଜ ହେଲା ଟ୍ରେଲର – ଦେଖନ୍ତୁ ଭିଡିଓ

ରାଜ୍ୟ

ବର୍ତ୍ତମାନ ବହୁ ଚର୍ଚ୍ଚିତ ବର୍ଷା ଆଉ ଟୁଙ୍ଗୁରୁ ଙ୍କୁ ସମସ୍ତେ ଜାଣି ଗଲେଣି ତେବେ ତାଙ୍କୁ ସମସ୍ତେ ଏବେ ତାଙ୍କ ର ସୁନ୍ଦର ପ୍ରେମ କାହାଣୀ ମାଧ୍ୟମ ରେ ସମସ୍ତେ ଜାଣି ସାରିଲେଣି ।ସେ ବର୍ତ୍ତମାନ ଷ୍ଟାର ହୋଇଯାଇଛନ୍ତି ତେବେ ଏବେ ସୁଟିଂ କରି ଦୁହେଁ ଭଲ ରୋଜଗାର ମଧ୍ୟ କରିବାକୁ ଲାଗିଲେଣି । ତେବେ ବର୍ତମାନ ମୋବାଇଲ ଖୋଲିଲେ ମାନେ ତାଙ୍କୁ ସମସ୍ତେ ପ୍ରଥମେ ଦେଖୁଛନ୍ତି।

ଅଟୋ ଡ୍ରାଇଭର ଟୁଙ୍ଗୁରୁ ରାତାରାତି ଷ୍ଟାର୍। ସ୍ବାମୀ ଓ ପିଲା ଛଡା ବର୍ଷା। ତେବେ ବର୍ଷା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଆକାଶରେ ଯେତେ ତାର ଦେଖା ଦେଇଥାଏ ଟୁଙ୍ଗୁରୁ ତାଙ୍କୁ ସେତେଥର ଆଇ ଲଭ୍ ୟୁ କହିଛନ୍ତି। ମିଡ଼ିଆ ଏମାନଙ୍କ ଭିତରେ ଭିଲିଆନ୍ ସାଜିଛନ୍ତି। ଟୁଙ୍ଗୁରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ କଲ୍ କରି ଡାକିଥିଲେ। ଏବଂ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲେ। ଯାହାକି ସବୁ କ୍ୟାମେରା ରେ ରେକର୍ଡ ହୋଇଥିଲା।

ଆଉ ଟୁଙ୍ଗୁରୁ କହିଥିଲେ ତୁମେ ମାନେ ମୋ ଜୀବନକୁ ନଷ୍ଟ କରୁଛ।ଆଉ ତୁମେ ମାନେ ହିଁ ମତେ ବ୍ଲାକ ମେଲ୍ କରୁଛ।ଏହିପରି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଟୁଙ୍ଗୁରୁ କହିଥିଲେ।ତାହା ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥିଲା। ଏହା ହେଉଛି ଏକ ଶସ୍ତା ପ୍ରେମ କାହାଣୀ ଯାହା ଏବେ ସମସ୍ତ ଙ୍କ ଘରେ ଘରେ ପରିଚିତ ହୋଇ ସାରିଛି ।

ଟୁଙ୍ଗୁରୁ କହିଥିଲେ ଏମିତି କରିବି ପୁରା ଓଡ଼ିଶା ଦେଖିବ।କେବଳ ଆଲୋକ ଆଉ ବର୍ଷା।ତାଙ୍କ ଭିତରେ ଆଉ କେହି ଆସିବେ ନାହିଁ।କି କେହି ନାହାନ୍ତି।ରିଲିଜ୍ ହେବ ଯେବେ ଆପଣମାନେ ଚାହିବେ। ଏଥିପାଇଁ ଟିକେଟ ମଧ୍ୟ କିଣିବା ପାଇଁ ପଡିବ ନାହିଁ। କୁନା ଭାଇ ର ପାନ ଦୋକାନ,ଫାଙ୍କା ରାସ୍ତା,ଲୋକେଷନ, ବାଙ୍କ ଛକ,ରାସ୍ତା ସାଇଟ୍ ର ଫାଙ୍କା ଏରିଆ।

ଖଣି ଏରିଆ ର ପୋଖରୀ,ବାଇକ୍,ଗ୍ରାମର ଶିବ ମନ୍ଦିର,ରୋମାଣ୍ଟିକ କଥାବାର୍ତା । ବର୍ଷା କହିଛନ୍ତି ତୁମେ ଯଦି ମୋତେ ଛାଡ଼ିଦେବ ତାହେଲେ ସେ ବଞ୍ଚି ପାରିବେ ନାହିଁ।ସେ ମରିଯିବେ।ହସ କାନ୍ଦ ମଧ୍ୟ ଦେଖିବାକୁ ମିଳିବ।ଘର ପାରିବାରିକ ଏହି କାହାଣୀ। ଯାହାକୁ ଆପଣମାନେ ଦେଖି କହିବେ ଏ କି ଅଭିନୟ ଆଉ ଚଳଚ୍ଚିତ୍ର ବାଃ କି ନଜର ରେ ଅଭିନୟ ।ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଦେଖିବାକୁ ମିଳିଛି । ଯାହା ଏବେ ବହୁ ଚର୍ଚ୍ଚିତ ହୋଇ ସାରିଲାଣି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.