କ୍ୟା-ନ-ସ-ର ପାଇଁ ବାହାରିଲା ନୂଆ ମେଡ଼ିସିନ, ଆଉ ଡର ନାହିଁ କ୍ୟାନସରକୁ, ପରୀକ୍ଷଣ ସମୟରେ ସବୁ ରୋଗୀ ସୁସ୍ଥ – ଦେଖନ୍ତୁ ଭିଡିଓ

ଖବର ବିଶେଷ

ଆପଣ ମାନେ ଜାଣିଥିବେ ଥରେ କ୍ୟା-ନ-ସ-ର୍ ହେଲେ ସେଥିରୁ ବଞ୍ଚିବା ଅସମ୍ଭବ ହୋଇ ଥାଏ । ଏବେ ଚିକିତ୍ସା ବିଜ୍ଞାନ ରେ ଚମତ୍କାର ହୋଇଛି । ଔଷଧ ରେ ଉଭାନ ମାରାତ୍ମକ କ୍ୟାନ୍ସର । ଅବିଶ୍ବସନୀୟ ଖବର ଆସିଛି ନ୍ୟୁୟର୍କ ରୁ । ନ୍ୟୁୟର୍କ ରୁ ଟାଇମ ର ପ୍ରକାଶିତ ଅନୁସାରେ ସ୍ଲୋଆନ କେଟେରିଙ୍ଗ କ୍ୟା-ନ-ସ-ର୍ ସେଣ୍ଟର ରେ 18 ଜଣ ମଳଦ୍ବାର କ-ର୍କ-ଟ ଆକ୍ରାନ୍ତ ଙ୍କୁ ପରୀକ୍ଷା ମୂଳକ ଭାବେ ନିଆ ଯାଇଥିଲା । 6 ମାସ ଧରି ଡୋଷ୍ଟାରଲ ଔଷଧ ଖାଇବାକୁ ଦିଆ ଯାଇଥିଲା ।

ଏହି ଔଷଧ ଖାଇବା ପରେ ସମସ୍ତ ରୋଗିଙ୍କ ମଳଦ୍ବାର ରୁ ଟ୍ୟୁମର ଗାଏବ୍ ହୋଇ ଯାଇଛି । ରୋଗିଙ୍କ୍ ଶାରୀରିକ ପରିକ୍ଷଣ ଏଣ୍ଡୋସ୍ଲୋପି ଏମଆରଆଇ ଓ ପିଇଟି ସ୍କାନ୍ ପରେ ବି କ୍ୟାନସର୍ ଲକ୍ଷଣ ଦେଖା ଯାଇ ନାହିଁ । ସ୍ଲୋଆନ କେଟେରିଙ୍ଗ କ୍ୟାନସର୍ ସେଣ୍ଟର ର ଡାକ୍ତର ଲୁଇଜ୍ କହିଛନ୍ତି କ୍ୟାନସର୍ ର ଚିକିତ୍ସା ଇତିହାସ ରେ ଏହା ପ୍ରଥମ ତେବେ ଏହି ଔଷଧ ସମସ୍ତ କ୍ୟାନସର୍ ରୋଗିଙ୍କ ପାଇଁ ଫଳପ୍ରଦ କି ନାହିଁ ଅଧିକ ପରୀକ୍ଷା ର ଆବଶ୍ୟକତା ରହିଛି ।

ଯାହାକୁ ବଳିଷ୍ଠ କ-ର୍କ-ଟ ରୋଗିର ଚିକିତ୍ସକ ମାନେ ବି ସମର୍ଥନ କରିଛନ୍ତି । ସେମାନଙ୍କ ଦ୍ରୁଷ୍ଟି ରେ ଏବେ ଟାର୍ଗେଟଡ୍ କେମୋ ଥେରାପି ଇଫେକ୍ଟିଭ୍ କେମୋ ଥେରାପି ସହିତ ଇମିନୋ ଥେରାପି ମିଶାଇ କରି ଦିଆଜାଇଛି ଯାହାକି କ୍ୟା-ନ-ସ-ର୍ କୁ ଭଲ କରି ପାରିବ । ତେବେ ଭାରତ ଓ ଓଡିଶା ର ପାଇଁ ଡୋଷ୍ଟାରଲ କେତେ ଫଳପ୍ରଦ ତାହା ଗବେଷଣା ଜାରି ରହିଛି ।

ସମସ୍ତେ ଜାଣନ୍ତି କ୍ୟାନସର୍ ଏକ ସୁସାଧ୍ୟ ରୋଗ । ରୋଗୀ ଏହି ଥିରୁ ମୁକୁଳିବାର ବାଟ ବା ନିରାକରଣ ପାଇଁ ଇମୋନୋ ଥେରାପି ଓ କେମୋ ଥେରାପି ଏହି ଭଳି ଦୁଇଟି ପଦ୍ଧତି କରାଯାଉଛି । ତେବେ କର୍କଟ ରୋଗ ଙ୍କ ଚିକିତ୍ସକ ଙ୍କ ଅନୁଯାୟୀ ନ୍ୟୁୟର୍କ ରେ ଯେଉଁ ଟ୍ରିଟମେଣ୍ଟ ହୋଇଛି ତାହା ଇମିନୋ ଥେରାପି ଶ୍ରେଣୀ ର । ଆମ ଦେଶରେ ବି କ୍ୟାନସର୍ ରୋଗ ପାଇଁ ଇମିନୋ ଥେରାପି ବ୍ୟବହାର ହେଉଛି ।

ଯେପରି ଲଙ୍ଗସ୍ , ବ୍ରେଷ୍ଟ୍ , କୋଲୋନ୍ ଓ ସ୍କିନ୍ କ୍ୟା-ନ-ସ-ର୍ ପାଇଁ ଇମିନୋ ଥେରାପି ବ୍ୟବହାର ହେଉଛି ତେବେ ମଳଦ୍ବାର କ୍ୟାନସର୍ ଭଲ କରିଥିବା ଡୋଷ୍ଟାରଲ ମେଡ଼ିସିନ ର ଆଦୌ ସାଇଟ ଇଫେକ୍ଟ୍ ନାହିଁ ବୋଲି ଦାବି କରାଯିବା ପରେ ଏହା ଏକ ଭଲ ଖବର । ତେବେ ଏହାକୁ ଅଧିକ ରୁ ଅଧିକ ରୋଗିଙ୍କ ଉପରେ ପ୍ରଯୋଗ କରାଯିବ ବୋଲି କହିଛନ୍ତି ଡାକ୍ତର ।

ଯେହେତୁ ଏ ପ୍ରକାର ଔଷଧ ଅଧିକ ବ୍ୟୟ ବହୁଳ ତେଣୁ ଭାରତ ସରକାର ଏହା ଉପରେ ନଜର ପକାଇ ଏହା ଉପରେ ଅନୁଧ୍ୟାନ କରାଇଲେ ବହୁ ଜୀବନ ରକ୍ଷା ହୋଇ ପାରନ୍ତା ବୋଲି କହୁଛନ୍ତି କ-ର୍କ-ଟ ରୋଗୀ ଙ୍କ ଡାକ୍ତର । ଏହି କ୍ୟାନସର୍ ରୋଗ ପାଇଁ ବର୍ଷକୁ ବହୁତ ଲୋକ ଙ୍କ ଜୀବନ ଯାଉଛି ଯାହା କି ବହୁତ କଷ୍ଟ ଦାୟକ ଅଟେ । ତେବେ ଏହି ଭଳି ସମୟ ରେ ନ୍ୟୁୟର୍କ ରେ ରୋଗିଙ୍କ୍ ଭଲ ହୋଇ ଥିବା ଖବର ଯେମିତି ଚିକିତ୍ସା ବିଜ୍ଞାନ ଆଣିଛି ଏକ ନୂଆ ସଞ୍ଜିବନି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.