କ୍ୟା-ନ୍ସ-ରରେ ମୃ-ତ୍ୟୁ ବରଣ କରିଥିବା ରାଜେଶ୍ଵରୀଙ୍କ (Rajeswari) ପୁରା ପରିବାର ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ସୋସିଆଲ ମିଡ଼ିଆ ରେ ଗୋଟିଏ ଖବର ବେଶ୍ ଚର୍ଚ୍ଚା ରେ ଅଛି ତାହା ହେଉଛି ଅଭିନେତ୍ରୀ ରାଜେଶ୍ୱରି ରାୟ ମହାପାତ୍ର ଙ୍କ ମୃ-ତ୍ୟୁ ଖବର । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଙ୍କୁ କ୍ୟା-ନ୍ସ-ର ହୋଇଥିଲା ଓ ସେ କ୍ୟା-ନ୍ସ-ର ସହ ଲଢ଼ୁଥିଲେ।


ସେ ଆଜି କ୍ୟା-ନ୍ସ-ର ସହ ଲଢ଼ି ଲଢ଼ି ସେ ଆଜି ସବୁଦିନ ପାଇଁ ସମସ୍ତ ଙ୍କୁ ଛାଡି ଆରପାରି କୁ ଚାଲି ଯାଇଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କୁ ଅନେକ ଧାରାବାହିକ ଓ ଚଳଚ୍ଚିତ୍ର ରେ ନେଗେଟିଭ ଚରିତ୍ର ରେ ଅଭିନୟ କରି ଥିବାର ଦୃଶ୍ୟ ଦେଖିବାକୁ ପାଇଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ କ୍ୟା-ନ୍ସ-ର ପାଇଁ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ । ସେ କ୍ୟା-ନ୍ସ-ର ସହ ଲଢ଼ି ଲଢ଼ି ଆଜି ସେ ମୃ-ତ୍ୟୁ ବରଣ କରିଛନ୍ତି । ସେ ତାଙ୍କ ଅଭିନୟ ଜିବନି ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରି ଥିଲେ । ନିଜ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ମଧ୍ୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ।ପ୍ରିୟ କଳାକାର ମାନେ ମୃତ୍ତ୍ୟୁ ବରଣ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି କୁ ଗୋଟିଏ ପରେ ଆଉ ଗୋଟେ ଝଟକା ଲାଗୁଛି । ଅନେକ କଳାକାର ଙ୍କ ସ୍ଥାନ ଅପୂରଣୀୟ ହୋଇ ରହିଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାଜେଶ୍ୱରୀ ଙ୍କ ଶବ ସତ୍କାର ସରି ଯାଇଛି ଓ ସବ ସତ୍କାର କରିବା ପୂର୍ବ ରୁ ତାଙ୍କ୍ ସ୍ବାମୀ ସିନ୍ଦୂର ପାଉଁଜି ପିନ୍ଧାଇ ଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଆପଣ ମାନେ ଦେଖିବାକୁ ପାଉଥିବେ । ତାହେଲେ ସେ ଆଉ ଆମ ଗହଣ ରେ ଆଉ ନାହାଁନ୍ତି

ସେ ସବୁଦିନ ପାଇଁ ଆମ କୁ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି , ଆମେ ଭଗଵାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ସେ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.