କ୍ୟାମେରା ରେ କଏଦ ଲା-ଜ୍ୟା ଜନକ ଦୃଶ୍ୟ, ଯାହା କୁ ଦେଖିଲେ ଆପଣ ବି କହିବେ… ଦେଖନ୍ତୁ Video

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଜଣ ସାଧାରଣ ଙ୍କ ସୁରକ୍ଷା ପାଇଁ ସରକାର ପୋଲିସ୍ ମାନ ଙ୍କୁ ନିୟୋଜିତ କରି ଥାଆନ୍ତି କିନ୍ତୁ ଏହି ପୋଲିସ୍ ମାନେ ଏମିତି କିଛି ଲଜ୍ୟା ଜନକ କାର୍ଯ୍ୟ କରି ଥାଆନ୍ତି ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଳ ହୋଇଥାଏ । ତେବେ ଆଜି ଆମେ ସେହିଭଳି କିଛି ଭିଡିଓ ବିଷୟ ରେ ଜାଣିବା ,

ତେବେ ଟ୍ରାନ୍ସପୋର୍ଟ ଟିଭି you tube ଚ୍ୟାନେଲ ରେ ଏକ ଭିଡିଓ ଦେଖିବାକୁ ମିଳିଲା ଓ ଏହି ଭିଡିଓ ୨୦୨୨ ମେ ରେ ବିହାର ରାଜ୍ୟ ଜଣେ ପୋଲିସ ନିଜ କର୍ତ୍ତବ୍ୟ ଥିବା ସମୟ ରେ । ଏକ ଓଭର ଲୋଡ ଗାଡି ଲାଞ୍ଚ ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାର ଦୃଶ୍ୟ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ କରିଥିଲେ ଓ ଏହାକୁ ଦେଖିବା ପରେ ପୋଲିସ ବାବୁ ଜଣକ ବ୍ୟକ୍ତି ଙ୍କୁ କାକୁତି ମିନତି ହୋଇ ଅନୁରୋଧ କରୁଥଲେ ଭିଡିଓ ଟି ଡିଲେଟ୍ କରିବା ପାଇଁ ।

୧୦ ଡିସେମ୍ବର ୨୦୨୧ ରେ ଉତ୍ତର ପ୍ରଦେଶ ରେ ପୋଲିସ୍ ମାନ ଙ୍କ ପାଠଶାଲା ଚାଲିଥିଲା । ତେବେ ସେଥିରେ ଭାଷଣ ଦେଉଥିବା ସବ ଇନ୍ସପେକ୍ଟର ଉମେଶ ତ୍ରିପାଠୀ କହିଥିଲେ ଯେ ପୋଲିସ ଠାରୁ ଭଲ ବିଭାଗ ଆଉ କିଛି ନହିଁ । ତେବେ ଯଦି କିଏ ଇମାନ୍ଦର୍ ଥାଏ ତେବେ ପୋଲିସ୍ ବିଭାଗ ରେ ଥାଏ , କାରଣ ପୋଲିସ୍ ବିଭାଗ ରେ ପଇସା ଦେଲେ ସେମାନେ କାମ କରିବେ କିନ୍ତୁ ଅନ୍ୟ ବିଭାଗ ରେ ପଇସା ଦେଲେ ସେମାନେ ଆପଣ ଙ୍କୁ କନ୍ଦାଇ ଦେବେ ବୋଲି ପୋଲିସ୍ ବାବୁ ଜଣକ ନିଜେ କହୁଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସାଧାରଣ ଲୋକ ଯଦି କେଉଁ ଆଖ ପାଖ କୁ ଯାଇଥାନ୍ତି ଗାଡି ନେଇକି କିନ୍ତୁ ହେଲମେଟ ନେଇ ନ ଥାନ୍ତି ତେବେ ସେହି ସମୟ ରେ ପୋଲିସ ମାନେ ଫାଇନ କାଟି ଥାଆନ୍ତି । ତେବେ ବିହାର ର ପାଟଣା ରେ ଗୋଟିଏ ସ୍କୁଟି ରେ ୩ ପୋଲିସ୍ କର୍ମଚାରୀ ଯାଉଥିବା ସମୟରେ ଜଣେ ରିପୋର୍ଟର ମ୍ୟାମ ସେମାନ ଙ୍କୁ ଦେଖି ଗାଡ଼ି ରଖିବା କହିଥିଲେ। ତେବେ ପୋଲିସ୍ ବାବୁ ଜଣକ ତାଙ୍କ କଥା ଶୁଣି ସ୍କୁଟି ରଖିଥିଲେ ଓ ଦୁଇ ପୋଲିସ୍ ଙ୍କୁ ଓହ୍ଲାଇ ଦେଇ ଖସି ପଳାଇ ଯାଇଥିଲେ ।

ତେବେ ଗାଜିଆବାଦ ରେ ଦୁଇ ପୋଲିସ ଏକ ବାଇକ୍ ରେ ବିନା ହେଲମେଟ ରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ଭିଡିଓ କରୁଥଲେ ଓ ଦେଖି ପୋଲିସ୍ ମାନେ ଦବଙ୍ଗ ଗିରି ଦେଖାଇ ଥିଲେ ଓ ଯୁକ୍ତି ତରକ୍ କରି ସେଠାରୁ ପଳାଇ ଯାଇଥିଲେ ।

ତେବେ ଦିଲ୍ଲୀ ରେ ମଧ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ଜଣେ ବ୍ୟକ୍ତି କାର ଡ୍ରାଇଭ୍ କରୁଥିବା ସମୟ ରେ ହେଲମେଟ ପିନ୍ଧିଥିଲେ , ତେବେ ଏହି ହେଲେମଟ ପିନ୍ଧିବାର କାରଣ ହେଉଛି ଯେ ଦିଲ୍ଲୀ ପୋଲିସ୍ ତାଙ୍କୁ ଚାଲାଣ ଦେଇଥିଲେ ଯେ କାର ଡ୍ରାଇଭ୍ ସମୟ ରେ ହେଲମେଟ ନ ପିନ୍ଧିବାରୁ । ତେବେ ଦେଖିବାକୁ ବାକି ରହିଲା କେବେ ବାଇକ୍ ଚାଲକ ଙ୍କ ଠାରୁ ସିଟ ବେଲ୍ଟ ନ ପିନ୍ଧିବା ର ଚାଲାଣ କଟା ଯାଉଛି ।

ତେବେ ସୋସିଆଲ ମିଡ଼ିଆ ରେ ଆହୁରି ଅନେକ ଭିଡିଓ ଦେଖିବାକୁ ମିଳିଛି । ତେବେ ଅତି ନିକଟ ରେ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧା ମା ତାଙ୍କ ପୁଅ କୁ ଉଦ୍ଧାର କରିବା ପାଇଁ ଥାନା ଯାଇଥିବା ସମୟ ରେ ପୋଲିସ ବାବୁ ତାଙ୍କୁ ମାଲିସ କରିବା ପାଇଁ କହିଥିଲେ ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଥିଲା ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.