କୋରାପୁଟ ପରି ଉପାନ୍ତ ଅଞ୍ଚଳର ଶିକ୍ଷକ ନାଚ ଗୀତରେ ପାଠ ପଢାଉଛନ୍ତି ଦେଖିଲେ ତାରିଫ ନକରି ରହି ପାରିବେ ନାହିଁ – ଦେଖନ୍ତୁ Video

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦୁନିଆ ରେ ଭଗବାନ ଅଛନ୍ତି ଓ ଭଗବାନ କହିଲେ ବାପା ,ମା ଙ୍କୁ ବୁଝାଇ ଥାଏ । ତେବେ ବନ୍ଧୁଗଣ ବାପା ମା ଙ୍କ ଭଳି ଆହୁରି ବି ଜଣେ ଭଗବାନ ଥାଆନ୍ତି ସେ ହଉଛନ୍ତି ଗୁରୁଜନ । ହଁ ବନ୍ଧୁ ଏହି ଦୁନିଆ ରେ ସବୁଠୁ ବଡ ସମ୍ପର୍କ ହଉଛି ଗୁରୁ ଓ ଶିଷ୍ୟ ସମ୍ପର୍କ । ବନ୍ଧୁଗଣ ବାପା ,ମା ଆମ ମାନ ଙ୍କ ଯତନ ନେଇ ସାନ ରୁ ବଡ କରିଥାଆନ୍ତି କିନ୍ତୁ ଗୁରୁଜନ ଆମ କୁ ଭଲ ବ୍ୟବହାର ଓ ଆମ ଯିବନ ରେ କିପରି ଭଲ ରେ ବଞ୍ଚିବା ସେହି ଶିକ୍ଷା ଦେଇ ଥାଆନ୍ତି ।

।ତେବେ ବନ୍ଧୁଗଣ ସବୁ ଗୁରୁଜନ ସମ୍ମାନ ନୁହଁନ୍ତି , ହଁ ବନ୍ଧୁ କିଛି ଗୁରୁ ଅଛନ୍ତି ଯେଉଁମାନେ କି ଅନେକ କିଛି ଲଜ୍ୟା ଜନକ କାର୍ଯ୍ୟ କରି ଥାଆନ୍ତି ଓ ବେସ୍ ଚର୍ଚ୍ଚା ରେ ଥାଆନ୍ତି ସୋସିଆଲ ମିଡ଼ିଆ ରେ , ତେବେ ଆଜି ଆମେ ଏମିତି ଜଣେ ଶିକ୍ଷକ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ କୋରାପୁଟ ର ଜଣେ ଶିକ୍ଷକ ନିଜ ଛାତ୍ର ମାନ ଙ୍କୁ ଭିନ୍ନ ଶୈଳୀ ପାଠ ପଢ଼ାଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଏଠାରେ ଶିକ୍ଷକ ଜଣକ ପିଲା ମାନ ଙ୍କୁ ନାଚି ନାଚି ପାଠ ପଢ଼ାଉଛନ୍ତି ଓ ପିଲା ମାନେ ମଧ୍ୟ ସାର ଙ୍କ ପାଠ ପଢା କୁ ପସନ୍ଦ କରି ତାଙ୍କ ସହ ପାଲି ଧରୁଛନ୍ତି ।

ତେବେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି କୋରାପୁଟ ଉପାନ୍ତ ଅଞ୍ଚଳ ଏକ ପ୍ରାଥମିକ ବିଦ୍ୟାଳୟ ରେ । ତେବେ ପିଲା ମାନ ଙ୍କୁ ନାଚ ଗୀତ କରି ପାଠ ପଢ଼ାଉ ଥିବା ଶିକ୍ଷକ ଜନକ ହେଉଛନ୍ତି ଆମ ସେହି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର । ତେବେ ତାଙ୍କ। ପାଠ ପଢା ଶୈଳୀ କୁ ପିଲା ମାନେ ପସନ୍ଦ କରିବା ସହିତ ବୁଦ୍ଧିଜୀବି ମାନେ ତାଙ୍କୁ ପ୍ରଶଂସା କରୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.