କୋଏଲ (Koyel) ଯିବା ପରେ ବବି ମିଶ୍ର (Bobby Mishra) ଙ୍କ ଅବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ବେଶ୍ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି କିଛି ଦୃଶ୍ୟ କୁ ନେଇ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବବି ମିଶ୍ର ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ବବି ମିଶ୍ର ସୋସିଆଲ ମିଡ଼ିଆରେ ଏଥିପାଇଁ ଚର୍ଚ୍ଚା ରେ ଅଛନ୍ତି ଯେ ବବି ମିଶ୍ର ଙ୍କ ପତ୍ନୀ କୋଏଲ ବାନାର୍ଜୀ ତାଙ୍କୁ ଛାଡ଼ି ଯିବା ପରେ କେମିତି ଅଛନ୍ତି ଆଜି ଆମେ ଜାଣିବା ।

ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ଅଭିନେତା ହେଉଛନ୍ତି ବବି ମିଶ୍ର । ତେବେ ଆପଣ ମାନେ ବବି ମିଶ୍ର ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ଓ ଆଲବମ ଜଗତ ରେ ।ଆପଣ ମାନେ ଜାଣିଥିବେ ଯେ ବବି ମିଶ୍ର ସୁଟିଂ ସେଟ ରୁ କୋଏଲ ବାନାର୍ଜୀ ଙ୍କୁ ଭଲ ପାଇ ବିବାହ କରିଥିଲେ ।

ବିବାହ କରିବା ର ଏହି ସମ୍ପର୍କ ବେଶୀ ଦିନ ଯାଏ ରହି ନଥିଲା । ତେବେ ବବି ମିଶ୍ର ଓ କୋଏଲ ବାନାର୍ଜୀ ଅତି ନିକଟ ରେ ଅଲଗା ହୋଇ ଯାଇଛନ୍ତି ।ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ବବି ମିଶ୍ର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ବବି ମିଶ୍ର ଖୁସି ମଜାକରେ ଜୀବନ ଯାପନ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବବି ମିଶ୍ର କିଛି ଗୀତ ମଧ୍ୟ ଗାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ବବି ମିଶ୍ର ଏହି ଭିଡିଓରେ ଓଡିଶାର ଲୁଲୁଙ୍ଗ ପର୍ଯ୍ୟଟନର ମଜା ନେଇ ସେଠାରେ ଝରଣାର ଥଣ୍ଡା ଜଳ ରାଶିର ମଜା ନେଉଥିବାର ଦେଖିବା ପାଇଁ ମିଳୁଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.