କେମିତି କହିବି କହ ସିରିଏଲ ଅଭିନେତ୍ରୀ ରଶ୍ମିରେଖା (Rasmirekha) ଙ୍କ ମୃ-ତ୍ୟୁ ନେଇ ବାଢୁଛି ସସପେନ୍ସ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା – ଦେଖନ୍ତୁ Video

ମନୋରଞ୍ଜନ ରାଜ୍ୟ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏହି କିଛି ଦିନ ତଳେ ଏକ ଧାରାବହିକ ଆସିଥିଲା ଜି ସାର୍ଥକ ରେ । ଯାହାର ନାଁ ହେଉଛି କେମିତି କହିବି କହ । ଏହି ଧାରାବାହିକ ଟି ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା । ଏହି ଧାରାବାହିକ ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ କରିଥିଲେ ସେଇଠି ପାଇଁ ସବୁ ଦର୍ଶକ ମାନେ ଏହି ଓଡ଼ିଆ ଧାରାବହିକ ଟି କୁ ପସନ୍ଦ କରିଥିଲେ ।

ତେବେ ଏବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଏକ ବହୁତ ଦୁଃଖ ଖବର ଆସିଛି । ତେବେ ଏହି ବିବରଣୀ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପାଢନ୍ତୁ ତାହେଲେ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ।

ତେବେ ଲୋକପ୍ରିୟ ଜୀ ସାର୍ଥକ ରେ ପ୍ରସାରିତ ହେଉଥିଲା କେମିତି କହିବି କହ । ଯାହାକି ଏହି ସିରିଏଲ ଟି ଆଉ ପ୍ରସରିତ୍ ହେଉ ନାହିଁ । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ହେଉଛନ୍ତି ରଶ୍ମିରେଖା ଯିଏ କି କେମିତି କହିବି କହ ଧାରାବହିକ ରେ ରୁପାଲୀ ଭୂମିକା ରେ ଅଭିନୟ କରୁଥିଲେ ।

ତେବେ ତାଙ୍କ ର ଏବେ ମୃ-ତ ଦେହ ଉଦ୍ଧାର ହୋଇଛି ଆଉ ଲେଖି ଯାଇଛନ୍ତି ଏକ ଚିଠି ଯେଉଁଠିରେ ଲେଖା ହୋଇଛି ମୋ ମୃତ୍ଯୁ ପାଇଁ କେହି ଦାୟୀ ନୁହଁ । ଏମିତି କିଛି ଶେଷ କଥା ଲେଖି ନିଜ ଜୀବନ ହାରି ଦେଲେ ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା ଓଝା । ଭୁବନେଶ୍ଵର ର ନୟାପଲ୍ଲୀ ଗଡ଼ ସହି ଭଡା ଘରୁ ସଂନ୍ଦେହ ଜନକ ରଶ୍ମିରେଖା ଙ୍କ ମୃ-ତ ଦେହ ଉଦ୍ଧାର ହେଇଛି ।

କିନ୍ତୁ ମୃତ୍ଯୁ କୁ ନେଇ ବହୁତ ସନ୍ସପେନ୍ସ୍ ଜାରି ରଖିଛି । ରଶ୍ମିରେଖା କୁ କିଏ ମା-ରି ଦେଇଛି ନା ସେ ନିଜେ ଜୀବନ ହାରି ଦେଇଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଘର ମାଲିକ ରଶ୍ମିରେଖା ଙ୍କ ମୃତ୍ଯୁ ଖବର ପୋଲିସ କୁ ଦେଇଥିଲେ । ପୋଲିସ୍ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ମୃ-ତ ଦେ-ହ କୁ ଉଦ୍ଧାର କରିଛନ୍ତି ।

ଏହା ସହ ଘରୁ ଏକ ଚିଠି ମଧ୍ୟ ପାଇଛନ୍ତି । ଯେଉଁଠିରେ ରଶ୍ମିରେଖା ଲେଖିଛନ୍ତି ତାଙ୍କ ମୃତ୍ଯୁ ପାଇଁ କେହି ମଧ୍ୟ ଦାୟୀ ନୁହନ୍ତି । ତେବେ ଗତ କିଛି ଦିନ ହେବ ରଶ୍ମିରେଖା ନୟାପଲ୍ଲୀ ରେ ଜଣେ ପୁରୁଷ ବନ୍ଧୁ ସହ ରହି ଆସୁଥିଲେ କିନ୍ତୁ କେଉଁ ପରିସ୍ଥିତି ରେ ରଶ୍ମିରେଖା ଙ୍କ ମୃତ୍ଯୁ ହେଲା ତାହା ଏପର୍ୟ୍ଯନ୍ତ ଜଣା ପଡି ନାହିଁ । ଯଦି ବି ସେ ଜୀବନ ହାରିଛନ୍ତି ତାହେଲେ କାହିଁକି ସେ ଏମିତି ଚରମ ପଦକ୍ଷେପ ନେଲେ ତାହା ମଧ୍ୟ ଜଣା ନାହିଁ ।

କେହି କେହି କହୁଛନ୍ତି ଲିଭି ଇନ ରିଲେସନସିପ୍ କୁ ନେଇ ସେ ମାନସିକ ଚାପ ରେ ଥିଲେ ତେବେ ଏହି ସବୁ ଦିଗ କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏବେ ବର୍ତ୍ତମାନ ସମୟ ରେ ପୋଲିସ ତଦନ୍ତ ପରେ ଜଣା ପଡିବ ରଶ୍ମିରେଖା ମୃତ୍ଯୁ ର କାରଣ କ’ଣ ରହିଛି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.