କେବଳ ଏହି 2 ଶବ୍ଦ ସକାଳୁ ଉଠୁ ଉଠୁ ହିଁ ବୋଲନ୍ତୁ ବିନା ପୂଜାରେ ହେବ ସବୁ ମନୋସ୍କାମନା ପୁରା – ଦେଖନ୍ତୁ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଅନେକ ପରିବାର ରେ ଅର୍ଥ ଅଭାବ ଓ ଅଶୁଭ ହୋଇଥାଏ , କୌଣସି କାର୍ଯ୍ୟ କରିବା ପୂର୍ବ ରୁ କାର୍ଯ୍ୟ ସମ୍ପୂର୍ଣ ହୋଇ ପାରୁ ନାହିଁ । ଘର ଏ ପରି ନକାରାତ୍ମକ ହୋଇଥାଏ ଯେ ଅଣ ନିଃଶ୍ୱାସ ଭଳି ଲାଗିଥାଏ । ଏହି ଭଳି ଯଦି ନିଜ ଘରେ ଲାଗି ରହିଛି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁ ଛନ୍ତି ତାହେଲେ ଏହି ଉପାୟ ଆପଣାଉନ୍ତୁ ।

ଆଜି ଆପଣ ଙ୍କୁ ଏକ ଉପାୟ କହିବୁ ଯାହା କୁ ଆପଣ ମାନେ ସବୁ ଦିନ କରିବା ଦ୍ଵାରା ଜୀବନ ପରିବର୍ତ୍ତନ ହୋଇଯିବ । ଆଜି ଆମେ ସେହି ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ ଓ ସେଥିପାଇଁ ଆମ ପେଜ ଟି କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ବନ୍ଧୁଗଣ ଭଗବାନ ଙ୍କୁ ପ୍ରସନ୍ନ କରିବାକୁ ହେଲେ ଶାନ୍ତି ମନ ରେ ଭଗବାନ ଙ୍କୁ ଡାକନ୍ତୁ , ଭକ୍ତ କୁ ଚମତ୍କାରିତା ଦେଖାଇ ଥାଆନ୍ତି ।


ଆଜି ଆମେ ଆପଣ ଙ୍କୁ ଏମିତି ଏକ ଶବ୍ଦ କହିବୁ ଯାହାକୁ ଆପଣ ମାନେ ସକାଳେ କହିବା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇ ଥାଆନ୍ତି । ବିନା ପୂଜା ପାଠ ମଧ୍ୟ ରେ ଆପଣ ଙ୍କୁ ଭଲ ଫଳପ୍ରଦ ମିଳିବ । ଭୋଲେନାଥ ଓ ମାତା ଗୌରୀ ନିଜ ଭକ୍ତ ମାନ ଙ୍କ ଉପରେ କୃପା ବର୍ଷା କରି ଥାଆନ୍ତି । ଦୂହିଁ ଙ୍କ ମଧ୍ୟ ରୁ ଯାହାଙ୍କୁ ଜନକୁ ଖୁସି କରି ଦିଅନ୍ତି ।

ଭଲ ଫଳପ୍ରଦ ମିଳିବ , ଯଦି ଆପଣ ମାନେ ଜଣେ ବିଦ୍ୟାର୍ଥୀ ଅଟନ୍ତି ଜଣେ ଛୋଟ ବାଳକ ଅଟନ୍ତି ଆପଣ ଏହି ଉପାୟ କୁ ଆପଣାଅନ୍ତୁ । ଏହା କୁ କରିବା ଦ୍ୱାରା ମାନସିକ ବିକାଶ ଏତେ ମଜବୁତ୍ ହେବ ଯେ ପ୍ରତିଦିନ ପଢ଼ିବା କୁ ଆଗ୍ରହ ବଢ଼ି ବଢ଼ି ଚାଲିବ । ଘର ର ସ୍ତ୍ରୀ ମାନେ ଏହି ଉପାୟ କୁ ନିଶ୍ଚିନ୍ତ ଭାବରେ କରିବେ ।

ଏହା କରିବା ସକାଳୁ ସକାଳୁ ସ୍ନାନ ନ କଲେ ମଧ୍ୟ ଚଲିବ । ଘର ର ନୂଆ କରି ବିବାହ କରୁଥିବା ନବବଧୂ ମାନେ କରି ପାରିବେ । ଏହି ଶବ୍ଦ କହିବା ଦ୍ଵାରା ଆପଣ ଙ୍କ ଉତ୍ତମ ସନ୍ତାନ ଜନ୍ମ ଲାଭ କରିବ ଓ ଆପଣ ଙ୍କ ବୈବାହିକ ଜୀବନ ସୁଖମୟ ହେବ । ଏମିତି ଶୁଭ ଫଲ ମିଳିବ ଯେ ଯାହାର କଳ୍ପନା ଆପଣ ମାନେ କେବେ ବି କରି ନ ଥିବେ ।

ବୟସ୍ମ ଲୋକ ମାନେ ମଧ୍ୟ କରି ପାରିବେ । ଦୀର୍ଘାୟୁ ଏବଂ ଭଲ ସ୍ବାସ୍ଥ୍ୟ ପାଇଁ ଘର ର ଗୁରୁଜନ ମାନେ ଏହାକୁ ଆପଣାଇ ପାରିବେ । ଏହି ଶବ୍ଦ ତି ହେଉଛି ଓମ୍ ସଂଭବେ ନମଃ ଏହି ମନ୍ତ୍ର ଟି କୁ ଆପଣ ମାନେ ଜପ କରିବା ଦ୍ୱାରା ସବୁକିଛି ମଙ୍ଗଳ ହୋଇଥାଏ ଓ ଅସୁବିଧା ଦୂର ହୋଇଥାଏ ।।

Leave a Reply

Your email address will not be published.