କେଉଁ କେଉଁ ଓଡିଆ ସିରିଏଲ ହିରୋଇନମାନଙ୍କର ସବୁଠୁ ଅଧିକ ଫାଲୋର ଅଛନ୍ତି ?

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡିଆ ଧାରାବାହିକ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେ ସେମାନ ଙ୍କ ଇନିଷ୍ଟାଗ୍ରାମ ରେ କେତେ ଫଲୋର୍ଷ ଅଛନ୍ତି , ତେବେ ଆସନ୍ତୁ ଜାଣିବା ।

ସୁମନ – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ ବର୍ତ୍ତମାନ୍ ସମୟ ରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରିଣି ଆଖି ରେ ତାରା ଅଭିନୟ କରୁଛନ୍ତି , ତେବେ ତାଙ୍କ ଇନିଷ୍ଟାଗ୍ରମ ରେ ୮୫ ହଜାର ଫଲୋର୍ଶ ଅଛନ୍ତି ।

ଜେଶୀ – ଦର୍ଶକ ବନ୍ଧୁ ଆପଣ ଅଭିନେତ୍ରୀ ଜେଶି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସେ ଜୀଵନ ସାଥୀ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଥିଲା , ତେବେ ତାଙ୍କ ଇନିଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ୯୨ ହଜାର ଫଲୋର୍ଷ ଅଛନ୍ତି।


ଲୁମ୍ରାଇନା – ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣ ତାଙ୍କୁ ବହୁ ସାରା ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ । ତେବେ ତାଙ୍କ ଇନୀଷ୍ଟାଗ୍ରାମ ରେ ୧ ଲକ୍ଷ ୩୧ ହଜାର ଫୋଲର୍ଷ ଅଛନ୍ତି ।

ଜସ୍ମିନ୍ – ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ତେବେ ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ରେ ନଜର ଆସୁଥିଲେ । ତେବେ ତାଙ୍କ ଇନିଷ୍ଟାଗ୍ରାମ ରେ ୧ ଲକ୍ଷ ୬୦ ହଜାର ଫୋଲର୍ଷ ଅଛନ୍ତି ।


ଛନ୍ଦିତା – ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣ ତାଙ୍କୁ ବହୁ ସାରା ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ । ତେବେ ତାଙ୍କ ଇନୀଷ୍ଟାଗ୍ରାମ ରେ ୧ ଲକ୍ଷ ୭୦ ହଜାର ଫୋଲର୍ଷ ଅଛନ୍ତି ।

ଶ୍ରଦ୍ଧା – ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ମୋ ଦେହେ ବୋଲି ଦେହେ କଳା କରୁଥିବାର । ତେବେ ତାଙ୍କ ଇନିଷ୍ଟାଗ୍ରାମ ରେ ୨ ଲକ୍ଷ ୪୯ ହଜାର ଫୋଲର୍ଷ ଅଛନ୍ତି ।


ଲିପି – ତେବେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ରେ ଦେଖିଥିବେ । ତେବେ ତାଙ୍କ ଇନିଷ୍ଟାଗ୍ରାମ ଆକାଉଣ୍ଟ ରେ ୨ ଲକ୍ଷ ୮୦ ହଜାର ଫଲୋର୍ଷ ଅଛନ୍ତି ।


କୁକିଜ – ନଣନ୍ଦ ପୁଟୁଳି ରେ ଅଭିନୟ କରୁଥିବା କୁକୀଜ୍ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କ ଇନିଷ୍ଟାଗ୍ରାମ ରେ ୩ ଲକ୍ଷ ୩୦ ହଜାର ଫୋଲର୍ଷ ଅଛନ୍ତି ।

ଲିପ୍ସା – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ଇନିଷ୍ଟାଗ୍ରାମ ଆକାଉଣ୍ଟ୍ ରେ ୫ ଲକ୍ଷ ୫୨ ହଜାର ଫୋଲର୍ଶ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.