କୁକୁର କୁ ବଞ୍ଚେଇବା ପାଇଁ ନିଜେ ଜେସିବି ମୁହଁ ରେ କୁକୁର ଟିକୁ ବଞ୍ଚେଇ ଦେଲେ, ଭାଇଙ୍କ ସାହାସ କୁ ସଲାମ – ଦେଖନ୍ତୁ ଭିଡିଓ

VIRAL

ଦୁନିଆ ରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । କଥାରେ ଅଛି ମାନବ ର ସେବା ହେଉଛି ମାଧବ ର ସେବା । ସେବା ଯାହାର ବି କର ନିଜ ର ସ୍ବଇଚ୍ଛା ଯଦି କରିବା ତାହେଲେ ତାହା ଭଗବାନ ଙ୍କ ସେବା ସହ ସମାନ ହୋଇଥାଏ । ବର୍ତ୍ତମାନ ସମୟରେ ଯେଉଁଠି ଯାହା ବି ହେଉଛି ଏବେ ତାହା ସବୁ ଆଡ଼େ ଭାଇରାଲ ହେଇ ସୋସିଆଲ୍ ମିଡ଼ିଆ ଜରିଆରେ ସମସ୍ତ ଙ୍କ ପାଖକୁ ଖବର ପହଞ୍ଚୁଛି ।


ତେବେ ଆଜି ବି ଏ ଦୁନିଆ ରେ ବହୁତ ଭଲ ଲୋକ ଅଛନ୍ତି ଯେଉଁ ମାନେ ନିଜ ଜୀବନ କୁ ତିଳେ ହେଲେ ଖାତିର ନ କରି ଅନ୍ୟ ର ଜୀବନ କୁ ବଞ୍ଚାଇ ବାକୁ ଚାହୁଁ ଛନ୍ତି । ତେବେ ଆଜି ଏପରି ଏକ ଭିଡିଓ ସାମ୍ନା କୁ ଆସିଛି ଯାହା ବିଷୟ ରେ ଆପଣ ମାନେ ଜାଣିଲେ ଆପଣ ମାନେ ମଧ୍ଯ କହିବେ କି ହଁ ଆଜି ବି ଏ ଦୁନିଆ ରେ ବହୁତ ଭଲ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରଥମେ ବାହାରକୁ ଆସୁଛନ୍ତି ।

ଆପଣ ମାନେ ଯଦି ଏହି ବିବରଣୀ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ପ୍ରଥମେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ରହି ଭିଡିଓ ସମ୍ପର୍କ ରେ । ଜଣେ ଏମିତି ଏକ ଭଲ ଲୋକ ଟେ ନଜର ରେ ଆସିଛନ୍ତି ଯିଏ ଏବେ ସୋସିଆଲ୍ ମିଡିଆରେ ରେ ଖୁବ ଭାଇରାଲ୍ ହେଇଛନ୍ତି ।

ତେବେ ଏହି ଲୋକ ଟି ଗୋଟିଏ କୁକୁର ର ଜୀବନ କୁ ବଞ୍ଚେଇଛନ୍ତି । ଜେସିବି ରେ ଲୋକ ଟି ଯାଇଥିଲ କୁକୁର ଟିକୁ ବଞ୍ଚେଇବା ପାଇଁ ତେବେ ସେଇ ଜେସିବି ରେ ସେ ନିଜେ ଭଲ ବସି ପଜ୍ଞ୍ରୁନଥିଲେ କି ଛିଡା ମଧ୍ୟ ହୋଇ ପାରୁ ନଥିଲେ । ଏହି ଲୋକ ତୀର ସାହସ କୁ ଦେଖି ସମସ୍ତେ ତାଳି ମାରି ଅସବାସ ମଧ୍ୟ ଜଣେଇବେ । ଏହି ଲୋକ ଟି ସିଧା ଯାଇ ବସି ପଡିଲେ ଜେସିପି ଭୀତରେ ତେବେ ସେହି କୁକୁର ଟି ଭାସି ଯାଉଥିଲେ ନାଳ ଭୀତ ରେ ତେବେ ସେହି ନାଳ ରେ ବହୁତ ପାଣି ଥିଲା ଆଉ ବହୁତ ଜୋରେ ସେହି ପାଣି ର ସୋ ଗୁଡିକ ଥିଲା ।

ସେହି ଜେସିପି ରେ ସେହି ଲୋକ ଟି ଅପେକ୍ଷା କରିଥିଲା ଆଉ ବହୁତ ଧ୍ୟାନ ର ସହ ସେହି କୁକୁର ଟିକୁ ବଞ୍ଚେଇ ଦେଇଥିଲେ । ସେ କୁକୁର ଟି ସେହି ନାଳ ରେ ଜୋରେ ଭାସି ଯାଉଥିଲା । କିନ୍ତୁ କୁକୁର ଟି ଜାଣି ପାରୁ ନଥିଲା କିପରି ଭାବରେ ତା ଜୀବନ କୁ ବଞ୍ଚେଇବେ । କଥା ରେ ଅଛି ଅରକ୍ଷିତ କୁ ଦଇବ ସାହା । ଆଉ ସେହି ଅରକ୍ଷିତ କୁ ଦଇବ ସାହା ହୋଇ ପହଞ୍ଚିଲେ ଏହି ଭାଇ ଜଣକ ।

ଏହି ଲୋକ ଟି ନିଜ ଜୀବନ କୁ ଟିକେ ମଧ୍ୟ ଭୟ ନକରି ସେହି ଜେସିବି ର ହାତ ରେ ବସିଗଲେ । ନିଜ ଜୀବନ ବିଷୟ ରେ ନଭାବି ସେହି କୁକୁର ର ଜୀବନ ବଞ୍ଚେଇବା କୁ ବାହାରିଥିଲେ । ସେ ନିଜ ଜୀବନ ବିଷୟ ରେ ନଭାବି ସେ ଲୋକ ଟି କୁକୁର ର ଜୀବନ ବଞ୍ଚାଇ ବାକୁ ବାହାରି ଗଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.