କୁଆଡେ ଗଲେ ପ୍ରକୃତିଙ୍କ (Prakruti) ବୟଫ୍ରେଣ୍ଡ ରାତୁଲ ଦୁଇଜଣଙ୍କ ଭରପୁର ରୋମାନ୍ସ ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ର ପ୍ରେମ ସମ୍ପର୍କ ଏବେ ଭାଇରାଲ ହେଲା ପରେ ଏବେ ବହୁତ ପ୍ରଶ୍ନ ଉଠୁଛି କୁଆଡେ ଗଲେ ପ୍ରକୃତି ମିଶ୍ର ଙ୍କ ର ପୂର୍ବତନ ପ୍ରେମିକ ରାତୁଲ୍ । ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠିଛି ଯେ ରାତୁଲ୍ ଙ୍କ ସହ ଅନେକ ସମୟ ରେ ଲୋକ ନଜର ରେ ଆସିଥିଲେ ପ୍ରକୃତି ମିଶ୍ର । ଏବେ ପ୍ରକୃତି ମିଶ୍ର ଙ୍କ ଆକାଉଣ୍ଡ୍ ରେ କୌଣସି ଭାବରେ ରାତୁଲ୍ ଙ୍କ ଫୋଟ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳୁନାହିଁ । ସେଇଠି ପାଇଁ ପ୍ରଶ୍ନ ଉଠୁଅଛି କି କୁଆଡେ ଗଲେ ପୂର୍ବତନ ପ୍ରେମିକ ରାତୁଲ୍ ।


ରାତୁଲ୍ ଙ୍କ ସହ ସମ୍ପର୍କ ଥିବାର୍ ଭିଡିଓ ଗୁଡିକୁ ପୋଷ୍ଟ୍ କରିଥିଲେ ନିଜେ ପ୍ରକୃତି ମିଶ୍ର । ତେବେ ପ୍ରକୃତି ମିଶ୍ର ନିଜେ କହି ଥିଲେ ସେ ତାଙ୍କ ର ବଏଫ୍ରେଣ୍ଡ ବୋଲି ତାର ସବୁ ଫୋଟ ଓ ଭିଡିଓ ଗୁଡିକ ସେୟା ର କରିଥିଲେ ସୋସିଆଲ୍ ମିଡ଼ିଆ ରେ । କିଛି ଦିନ ହେବ ଦେଖିବାକୁ ମିଳୁଛି କି ତାଙ୍କ ପୂର୍ବତନ ପ୍ରେମିକ ଙ୍କ ସବୁ ଫୋଟ ଓ ଭିଡିଓ ଉଡି ଯାଇଛି ପ୍ରକୃତି ମିଶ୍ର ଙ୍କ ଆକଉଣ୍ଡ ରୁ । ପ୍ରକୃତି ମିଶ୍ର ଙ୍କ ଆକାଉଣ୍ଡ୍ ରେ କେବଳ ପ୍ରକୃତି ମିଶ୍ର ଙ୍କ ଭିଡିଓ ଓ ଫୋଟ ଗୁଡିକୁ ଦେଖିବାକୁ ମିଳୁଛି ।


ଆକାଉଣ୍ଡ୍ ରେ ତାଙ୍କ ପୂର୍ବତନ ପ୍ରେମିକ ଙ୍କ ର କିଛି ବି ଭିଡିଓ ଓ ଫୋଟ ନାହିଁ ତେବେ କ’ଣ ପ୍ରକୃତି ମିଶ୍ର ଭୁଲି ଗଲେ ତାଙ୍କ ବଏଫ୍ରେଣ୍ଡ ଙ୍କୁ ଆଉ ସେ ଏବେ ଅଲଗା ହେଇ ଯାଇଛନ୍ତି ଦୁହେଁ ଦୁହିଁଙ୍କର ଠାରୁ । ବର୍ତ୍ତମାନ ସମୟରେ ସବୁ ଚର୍ଚ୍ଚା ଏବେ ଜୋର ଧରୁଛି । ତାହା ସହ ଦୁଇ ଜଣ ଯାକ ବମ୍ବେ ରେ ମଧ୍ୟ ରହିଥିଲେ ଏବଂ ତାଙ୍କ ସାଙ୍ଗ ମାନେ ମଧ୍ୟ ତାଙ୍କ ସହ ରହୁ ଥିବାର ଜଣା ପଡିଛି ।

ରାତୁଲ୍ ଓ ପ୍ରକୃତି ମିଶ୍ର ପରସ୍ପର ଙ୍କୁ ବହୁତ ଭଲ ପାଉଥିଲେ । ରାତୁଲ୍ ଙ୍କ ଆକଉଣ୍ଡ ରୁ ମଧ୍ୟ ପ୍ରକୃତି ମିଶ୍ର ଙ୍କ ର କୌଣସି ଫୋଟ ନାହିଁ । ପ୍ରକୃତି ମିଶ୍ର ଓ ରାତୁଲ୍ ଦୁହେଁ ଲିଭ ଇନ ରିଲେସନସିପ୍ ରେ ରହୁଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା । ଦୁଇ ଜଣ ଙ୍କ ମଧ୍ୟ ପ୍ରାୟ ହୋଟେଲ ରେ ହିଁ ଦେଖିବାକୁ ମିଳି ଥିଲା । ଏ ସବୁ ଘଟଣା ଜଣା ପଡିଲା ଯେତେବେଳେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ କଥା ଉଠିଲା ତେଣୁ ପ୍ରକୃତି ମିଶ୍ର ଙ୍କ ଆକଉଣ୍ଡ ଚେକ କଲା ବେଳେ ପ୍ରକୃତି ମିଶ୍ର ଙ୍କ ଆକଉଣ୍ଡ ରେ କିଛି ବି ରାତୁଲ୍ ଙ୍କ ର ଫୋଟ ନଥିଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.