କି ଯୁଗ ହେଲାରେ !! ପ୍ରେମ କରି ଆଜି କାନ୍ଦୁଛି ! ସୁନ୍ଦର ଟୋକା ଦେଖି ଚାଲିଗଲା ମୋ ସ୍ତ୍ରୀ ଆଉ ଟଙ୍କା ବି – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ରେ ଆମେ ଅନେକ ଭିଡିଓ ଦେଖିଥାଉ ଓ ଏହି ଭିଡିଓ ମଧ୍ୟ ରୁ ଅନେକ ଭିଡିଓ ରହିଛି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ଭଳି ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାଏ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯାହାକି ଲଜ୍ୟା ଜନକ ଅଟେ।

 

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଖବର ଦେଖିବାକୁ ମିଳିଛି ଓ ଏହି ଖବର ଟି ହେଉଛି ଯେ ଜଣେ ବିବାହିତ ମହିଳା ନିଜ ସ୍ବାମୀ କୁ ଛାଡ଼ି ପର ପୁରୁଷ ସହ ଫେରାର , ହଁ ବନ୍ଧୁ ଏହି ମହିଳା ଙ୍କୁ କେବଳ ସୁନ୍ଦର୍ ଟୋକା ଓ ଟଙ୍କା ଦରକାର ବୋଲି ସ୍ବାମୀ ଜଣକ କହିଛନ୍ତି । ସ୍ବାମୀ ଜଣକ କହିଛନ୍ତି ସେ ଭଲ ପାଇ କୋର୍ଟ ମ୍ୟାରେଜ କରିବା ପରେ ଭୁବନେଶ୍ବର ଚାଲି ଆସିଥିଲେ ।

ବିବାହ ର ଦେଢ଼ ବର୍ଷ ହେବ ପରେ ସେ ଅଲଗା ପୁରୁଷ ଙ୍କ ସହ ଫୋନ ରେ କଥା ହେଉଥିବାର ସେ ଜାଣିଥିଲେ । ଯାହା ଫଳରେ କି ସେ ନିଜ ସ୍ତ୍ରୀ କୁ ଗାଆଁ କୁ ପଠାଇ ଦେଇଥିଲେ ଓ ପତ୍ନୀ ଗାଁ କୁ ଆସିବା ପରେ ଝିଅ ଟିଏ ହେଲା । ଝିଅ ଟି ବର୍ଷକ ର ହେବା ପରେ ସ୍ତ୍ରୀ ଭୁବନେଶ୍ଵର ଆସିବା ପାଇଁ ଜିଦି କଲେ ଓ ଭୁବନେଶ୍ବର ନ ନେଲେ ସେ ସୁଈ ସାଇଟ କରିଦେବେ ।

ଭୁବନେଶ୍ଵର ଯିବା ପୁର୍ବ ରୁ ନିଜ ସ୍ବାମୀ କୁ କହିଥିଲେ ସେ ଯେଉଁ ଭୁଲ ପାଇଁ ଗାଁକୁ ଆସିଥିଲେ ସେ ସେହି ଭୁଲ ଆଉ ଆଦୌମ କରିବେ ନାହିଁ । ପତ୍ନୀ ଭୁବନେଶ୍ଵର ଆସିବା ପରେ ସେହି ଭୁଲ କଲେ ଯାହା ସେ ପୂର୍ବ ରୁ କରିଥିଲେ । ସ୍ବାମୀ ଜଣକ ଜାଣିବା ପରେ ନିଜ ପତ୍ନୀ ମାଡ ମାରିବା ସହ ତାଗିଦ୍ କରିଥିଲେ । ଦ୍ବିତୀୟ ବାର ଭୁଲ କରି ମଧ୍ୟ ରାଣ ନିୟମ ପକାଇଲେ ଆଉ ଭୁଲ କରିବେ ନାହିଁ ବୋଲି ।

 

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ତାଙ୍କ ପତ୍ନୀ ଫେରାର ହୋଇ ଯାଇଛନ୍ତି ଓ ସାଥିରେ ତାଙ୍କ ସହିତ ନିଜ ଝିଅ କୁ ମଧ୍ୟ ନେଇ ଯାଇଛନ୍ତି । ସ୍ବାମୀ ଜଣକ ବର୍ତ୍ତମାନ୍ ସମୟ ରେ ପାଗଳ ହେଉ ଯାଉଛନ୍ତି ନିଜ ଝିଅ ଝିଅ କୁ ଝୁରି । ତାଙ୍କୁ ତାଙ୍କର ଝିଅ ଦରକାର୍ କାରଣ ଝିଅ ନିଜ ବାପା କୁ ବହୁତ୍ ଭଲ ପାଉ ଥିଲା ।

 

ବାପା ଝିଅ ଙ୍କ ଏହି ଭଲ ପାଇବା ସମ୍ପର୍କ କୁ ଭାଙ୍ଗି ଦେଇଛନ୍ତି ମହିଳା ଜଣକ । ଝିଅ କୁ ବାପା ଖୋଜୁଛି , ଏହି ଭଳି ସମାଜ ରେ ଏହି ଭଳି ଘଟଣା ଦିନ କୁ ବୃଦ୍ଧି ପାଇବା ରେ ଲାଗୁଛି । ଏହି ବ୍ୟକ୍ତି ଜନକ ମିଡ଼ିଆ ସାମ୍ନା ରେ ଅନୁରୋଧ କରି କହିଛନ୍ତି ତାଙ୍କ ଝିଅ କୁ ଫେରାଇ ଦେବା ପାଇଁ ।।

Leave a Reply

Your email address will not be published.