କାହିଁକି ଲୁଚି ଲୁଚି ବିବାହ କରିଲେ ଗୌରୀ ସିରିଏଲ ହିରୋଇନ ନିଲାଖି (Nilakhi) – ଦେଖନ୍ତୁ Video

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଆମ ଓଡିଆ ଚ୍ୟାନେଲ ରେ ସବୁଦିନ ଅନେକ ଧାରାବାହିକ ପ୍ରସାରିତ ହୋଇଥାଏ ଓ ଆପଣ ନିଶ୍ଚୟ ଦେଖିଥିବେ ।


ତେବେ ଏହି ଧାରାବାହିକ ଗୁଡ଼ିକ ରେ ଅଭିନୟ କରୁଥିବା ସମସ୍ତ ଲୋକପ୍ରିୟ ଅଭିନେତ୍ରୀ ମାନ ଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଅଭିନେତ୍ରୀ ନିଲାଖିପାତ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ନିଲାଖି ପାତ୍ର ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ବିବାହ କୁ ନେଇ ଓ ଆଜି ଆମେ ସେହି ବିଷୟ ରେ ଜାଣିବା।

ତେବେ ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୂର ଅଧିକାର ନିଶ୍ଚୟ ଦେଖିଥିବେ । ତେବେ ଏହି ଧାରାବାହିକ ରେ ପୂର୍ବ ରୁ ନଜର ଆସୁଥିବା ମୁଖ୍ୟ ଅଭିନେତ୍ରୀ ନିଲାଖୀ ପାତ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଧାରାବାହିକ ରେ ସେ ଇତି ଚରିତ୍ର ରେ ନଜର ଆସୁଥିଲେ ।

ତେବେ ଦର୍ଶକ ମାନେ ଇତି ଓ ଆରବ ଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ତେବେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ତେବେ ବନ୍ଧୁଗଣ ଏହି କିଛି ଦିନ ହେବ ନୀଲାଖି ପାତ୍ର ଏହି ଧାରାବାହିକ ଟି କୁ ଛାଡ଼ି ଦେଇଛନ୍ତି । ତେବେ ଛାଡ଼ିବା ର କାରଣ ହେଲା ଯେ

ଲେଟ ନାଇଟ ସୁଟିଂ ଯୋଗୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ୍ ହେବା ରୁ ସେ ବାରମ୍ବାର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସା ହେଉଥିଲେ ଓ ଯେଉଁଥି ପାଇଁ ସେ ତାଙ୍କ ସୁଟିଂ ପାଇଁ ସମୟ ଦେଇ ପାରୁ ନ ଥିଲେ । ତେବେ ଏଥି ପାଇଁ ସେ ଏହି ଧାରାବାହିକ ଟି କୁ ଛାଡ଼ି ଦେଇଛନ୍ତି ।

ତେବେ ଦୁଇ ମାସ ରେଷ୍ଟ୍ ନେବା ପରେ ତରଙ୍ଗ ଟିଭି ର ଏକ ନୂଆ ଧାରାବାହିକ ଗୌରୀ ରେ ଗୌରୀ ଚରିତ୍ର ରେ ନଜର ଆସୁଛନ୍ତି । ତେବେ ଗତ କାଲି ଏହି ଧାରାବାହିକ ଟି ସୁଟିଂ ହୋଇଥିଲା ଓ ଏହି ଧାରାବାହିକ ନିଲାକ୍ଷୀ ହିରୋ ଙ୍କୁ ବିବାହ କରିବା କୁ ଯାଉଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.