କାହିଁକି ଅଭିନେତା ହରିହର (Harihar Mohapatra) କହିଲେ ଏଇ ବୟସରେ ପିଲା ମାନେ ଏମିତି କରନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବର୍ତ୍ତମାନ ସମୟରେ ବହୁତ ଦୁର୍ନୀତି ହେଉଛି ଦେଖିବା ତ ଦୂରର କଥା ତାହା ବିସୟ୍ ରେ ଭାବିବା ଓ ଶୁଣିବା ବି ବହୁତ କଷ୍ଟ ହେଉଛି । ତେବେ ବର୍ତ୍ତମାନ ସମୟରେ ସୁରକ୍ଷା ବୋଲି କିଛି ଆଉ ଶବ୍ଦ ହିଁ ନାହିଁ । ତେବେ ଆପଣ ମାନେ ଜାଣିଛନ୍ତି ଯେଉଁଠି ଯାହା ବି କିଛି ହେଲେ ଏବେ ସୋସିଆଲ ମିଡ଼ିଆ ଅତି ସହଜ କରି ଦେଉଛି ଯାହା ପାଇଁ ଆମେ ବହୁତ ଶୀଘ୍ର ବହୁତ କିଛି ଖବର ବିଷୟ ରେ ଜାଣି ପାରୁଛେ ।

ତେବେ ଆପଣ ମାନେ ହରିହର ମହାପାତ୍ର ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ପରିଚିତ ଅଟନ୍ତି । ତେବେ ବର୍ତ୍ତମାନ ସମୟରେ ହରିହର ମହପାାତ୍ର କିଛି କହିଛନ୍ତି ଯାହା ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲଗୁଛି ।

ତେବେ ଆସନ୍ତୁ ଜାଣିବା ସେ କଣ୍ଟକ କହୁଛନ୍ତି ତେବେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବା ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।  ହରିହର ମହାପାତ୍ର କହିଛନ୍ତି କି ସରକାରି ଶିକ୍ଷ୍ୟାନୁଷ୍ଠାନ ରେ ସବୁ ଆଡେ ମୁକୁଳା ସବୁ ଆଡେ ଅଭାବ ବହୁତ ଜିନିଷ ର ।

ବୟସ ରେ ପିଲା ମାନେ ଏମିଟୁ ହେବେ ହେଲେ ତଥାପି ତାର ଉତ୍ତର ଦାୟୀତ୍ଵ ସବୁବେଳେ ବାପା ମାଆ ଆଉ ଶିକ୍ଷ୍ୟାନୁଷ୍ଠାନ ର କର୍ତ୍ରୁପକ୍ଷ ଙ୍କ ।  ଘରୋଇ ସ୍କୁଲ ହେଉ କଲେଜ୍ ରେ ସମାନେ ପିଲା ମାନଂକୁ ବହୁତ କେୟାର୍ ରେ ରଖୁଛନ୍ତି କିନ୍ତୁ ସରକାରୀ ଶିକ୍ଷ୍ୟାନୁଷ୍ଠାନ ରେ ଅଭୁତ୍ ଅଘଟଣ ଘଟୁଛି ।

ସରକାରୀ ସ୍କୁଲ ରେ ବହୁତ ଅଘଟଣ ଏହି ଥରେ ପ୍ରସସାନିକ ର ଅଭାବ ରହୁଛି ତେବେ ସବୁ ଅଭାବ ମିଶିକି ହିଁ ହେଉଛି ଅଘଟଣ ।  ସରକାର ଙ୍କୁ ଅନୁରୋଧ କରିବା ଦରକାର ଯେଉଁ ବାପା ମାଆ ଏତେ ବିଶ୍ବାସ ର ସହ ପିଲା ମାନଂକୁ ନେଇ ଛାଡ଼ୁଛନ୍ତି ତାଙ୍କ ବିଶ୍ବାସ ସରକାର ରଖିବା ଦରକାର । ଲୋକ ମାନେ ସରକାର ବାଛି ଛନ୍ତି ତେବେ ଲୋକ ଙ୍କ ସୁଖ ଦୁଃଖ ସରକାର ବୁଝିବା ଦରକାର ।

ଯେଉଁ ବାପା ମାଆ ପିଲା ମନକୁ ପଠାଉଛନ୍ତି ସେମାନେ ମଧ୍ୟ ତାଙ୍କ ପିଲା ମାନଂକୁ ଫୋନ ରେ ବହୁତ ଭଲ ମନ୍ଦ ପଚରାନ୍ତୁ ଓ ସେହି ପ୍ରସାସନ୍ କୁ ମଧ୍ୟ ଭଲ ମନ୍ଦ ପଚାରିବା ଦରକାର । ତେବେ ସରକାର ଉପରେ ପୁରା ବିସ୍ବାସ ରଖି ନିଜେ ଘରେ ବାସି ରହିବା ଠିକ ନୁହଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.