କାଳିଆ ବରକୁ ଗୋରୀ କନିଆ, ବର କୁ ୬୦ ବର୍ଷ, କନିଆ କୁ ୨୫ ବର୍ଷ, ଚ-ଉ-ଠି ରାତିରେ ଏମିତି ହେଲା – ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରିୟ ହୋଇ ରହୁଛନ୍ତି ଆପଣମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ଭିଡିଓ ନିସ୍ଚୟ ଦେଖିଥିବେ ତେବେ ସବୁଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଳ ହୋଇଥାଏ ।

ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ବହୁ କମ୍ ମଜାଳିଆ ଭିଡିଓ ଦେଖିବାକୁ ପାଉଥିବେ , ତେବେ ଦର୍ଷକ ମାନ ଙ୍କୁ ଯେଉଁ ଭିଡିଓ ଟି ବହୁତ୍ ପସନ୍ଦ ଆସିଥାଏ ତାହା ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହୋଇଥାଏ । ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଭିଡିଓ ବିଷୟ ରେ କହିବୁ ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ ଘର୍ ହେଉଛି ସାତ ଜନ୍ମ ର ସମ୍ପର୍କ । ତେବେ ବର୍ ନିଜ ଇଚ୍ଛା ମୁତାବକ କନ୍ୟା କୁ ବିବାହ କରିଥାଏ ଓ କନ୍ୟା ମଧ୍ୟ ନିଜ ଇଚ୍ଛା ମୁତାବକ ବର୍ ବିବାହ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବେଳେ ବେଳେ କନ୍ୟା ନିଜ ମନ୍ ପସନ୍ଦ ର ଏମିତି ବର୍ ଖୋଜି ବିବାହ କରି ଥାଆନ୍ତି ଯାହାକି ବେଶ୍ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ଯୁବତୀ ଜଣେ ବୃଦ୍ଧ ଲୋକ କୁ ବିବାହ କରିଛନ୍ତି । ତେବେ ଏହି ଖବର ସମସ୍ତେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ,

ହଁ ବନ୍ଧୁ ବୁଢ଼ା ବର୍ କୁ ସୁନ୍ଦରୀ ସ୍ତ୍ରୀ , ବର୍ ଠାରୁ ୩୫ ବର୍ଷ ସାନ ହେଉଛି କନ୍ୟା । ତେବେ ବର୍ କୁ ୬୦ ବର୍ଷ ହୋଇଥିବା ସମୟ ରେ କନ୍ୟା କୁ ୨୫ ବର୍ଷ । ତେବେ ବୁଢ଼ା ବର୍ କୁ ସୁନ୍ଦରୀ କନ୍ୟା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ କହିଛନ୍ତି ବୁଢ଼ା ର କି ଭାଗ୍ୟ । ତେବେ ବୁଢ଼ା ବର୍ ଓ ସୁନ୍ଦରୀ କନ୍ୟା ଏକାଠି ହୋଇ ହସୁ ଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।

ତେବେ ଭିଡିଓ କରୁଥିବା ସମୟ ରେ କନ୍ୟା ଜଣକ କ୍ୟାମେରା ମ୍ୟାନ ଙ୍କୁ ଦେଖି ଲାଜେଇ ଯାଇଛନ୍ତି । ତେବେ ବର୍ କୁ ସମସ୍ତେ ବାବାଜୀ ବୋଲି ଡାକୁଛନ୍ତି , ତେବେ ବୃଦ୍ଧ ଙ୍କ ଦାଢ଼ି ଅଛି ଓ ଦାଢ଼ି ଚୁଟି ଧଳା ପଡି ଯାଇଛି ଓ ସେଥିପାଇଁ ତାଙ୍କୁ ସମସ୍ତେ ବାବାଜୀ ବୋଲି ଡାକୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.