କଳିଯୁଗର ବାବା, ଗାୟତ୍ରୀ ମନ୍ତ୍ର ଜାଣିନାହାଁନ୍ତି ଏ କି ବାବା! ୧୦ ଟଙ୍କାରୁ କମ ଦେଲେ ଦେଉଛନ୍ତି ଅଭିଶାପ… ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଭାରତ ରେ ଅନେକ ସାଧୁବାବା ମାନେ ଅଛନ୍ତି ଓ ଏହି ସାଧୁ ବାବା ମାନେ ଧର୍ମ ଓ ଗ୍ରନ୍ଥ ବିଷୟ ରେ ବେଶ୍ ପାରଙ୍ଗମ । ତେବେ ବନ୍ଧୁଗଣ ଆମ ଭାରତ ରେ ସାଧୁ ବାବା ମାନ ଙ୍କୁ ସମ୍ମାନ ଦିଆ ଯାଇଥାଏ ଓ ସାଧୁ ବାବା ମାନେ ଭିକ୍ଷା ମଧ୍ୟ କରି ଥାଆନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ଆମ ଏହି ଭାରତ ରେ ଅନେକ ଭଣ୍ଡ ବାବା ବାହାରି ଛନ୍ତି ।

ତେବେ ଏହି ବାବା ମାନେ କର୍ମ ନ କରି ଭିକ୍ଷା କୁ ଆପଣାଇ ଭଲ ଟଙ୍କା ରୋଜଗାର କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ସାଧୁ ପରି ଦେଖା ଯାଉଥିବା ବାବା ବେଦ କେତେ ପ୍ରକାର ଜାଣି ନାହାଁନ୍ତି ।

ତେବେ ଗାୟତ୍ରୀ ମନ୍ତ୍ର ମଧ୍ୟ ତାଙ୍କୁ ଜଣା ନାହିଁ, ତେବେ ସାଧୁ ଜଣକ ବ୍ୟକ୍ତି ଙ୍କୁ କହୁଛନ୍ତି ନିଜେ ଯଦି ଜାଣିଛୁ ଗାଇଦେ ମୁଁ ଗାୟତ୍ରୀ ମନ୍ତ୍ର କହି ପାରିବି ନାହିଁ । ତେବେ ବ୍ୟକ୍ତି ଜଣକ କହୁଛନ୍ତି ବାବା ଙ୍କୁ ଯେ ତୁମେ ବଙ୍ଗଳାଦେଶ ରୁ ଆସି ଆମ କୁ ଏଠି ଠକିବା ରେ ଲାଗିଛ । ତେବେ ବନ୍ଧୁଗଣ ସବୁଠୁ ବଡ ଖବର ହେଲା ଯେ ବାବା ଜଣକ ଚାଉଳ କିମ୍ୱା କମ୍ ପଇସା ଦେଲେ ନେଉ ନାହାନ୍ତି ।

ତେବେ ୧୦ ଟଙ୍କା ଉପର କୁ ନେଇ ଥାଆନ୍ତି ଓ ଆର୍ଶୀବାଦ ଦେଇ ଥାଆନ୍ତି । ତେବେ ଏହି ବାବା ଜଣକ ସତ୍ ରେ ଜଣେ ସାଧୁ ବୋଲି ପ୍ରମାଣ ନାହିଁ ।ତେବେ ସେଥିପାଇଁ ତ ବାବା ଜଣକ ନିଜ କୁ ପ୍ରମାଣ ଦେବା ପାଇଁ ଗାୟତ୍ରୀ ମନ୍ତ୍ର ଟିକେ ଗାଇ ଦିଅନ୍ତୁ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

ତେବେ ସୂଚନା ମିଳିଛି ଯେ ବଲାଙ୍ଗୀର ଜିଲ୍ଲା ରେ ଏହି ଭଳି ଭଣ୍ଡ ବାବା ମାତିଛନ୍ତି । ତେବେ ନିଜ କୁ ବାବା କହି ଗାଆଁ ଗାଆଁ ରେ ବୁଲୁଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବହିଲି ଗ୍ରାମ ରେ ଦୁଇ ଜଣ ଭଣ୍ଡ ବାବା ନିଜ କୁ କାଶୀ ପଣ୍ଡିତ କହି ଘର୍ କୁ ଘର୍ ବୁଲି ଟଙ୍କା ଆଦାୟ କରୁଛନ୍ତି । ତେବେ ୧୦ ଟଙ୍କା ରୁ କମ୍ ଦେଲେ ନେଉ ନ ଥିଲେ ଓ ଅଭିଶାପ ଦେଉଥିଲେ । ତେବେ ସମସ୍ତ ଙ୍କୁ ଭୟବିତ କରାଉ ଥିବାର ଦେଖିବାକୁ ମିଳିଛି ।

ତେବେ ଲୋକ ମାନ ଙ୍କ ମନ୍ ରେ ଭୟ ଓ ଅଭିଶାପ ଦେଇ ଟଙ୍କା ନେଉଥିଲେ । ତେବେ ଏହି ଦୁଇ ଭଣ୍ଡ ବାବା ଙ୍କ ଆଚରଣ ଦେଖି ଗାଆଁ ର ଯୁବକ ମାନେ ଘେରି ଯାଇଥିଲେ ଓ ଗାୟତ୍ରୀ ମନ୍ତ୍ର ଓ ବେଦ ବିଷୟ ରେ କହିବାକୁ କହିଛନ୍ତି , ତେବେ କିଛି ନ କହି ବାରି ଦୁଇ ଭଣ୍ଡ ବାବା ତାଙ୍କ ଗାଆଁ ରୁ ତଡ଼ି ଦେଇଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.