କଳିଯୁଗରେ -ଭୁଲରେବି କରନ୍ତୁ ନାହିଁ ଏହି ୪ଟି କାମ,ହନୁମାନ ଦାଣ୍ଡର ଭିକାରୀ କରିଦେବେ – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ପ୍ରଭୁ ହନୁମାନ ଏମିତି ଜଣେ ଦେବତା ଯିଏ କି ନିଜ ଭକ୍ତ ମାନ ଙ୍କ ରକ୍ଷା କରିବା ପାଇଁ ପହଞ୍ଚି ଥାଆନ୍ତି । ଭକ୍ତ ମାନ ଙ୍କ ସଙ୍କୋଟ ଦୂର କରି ଥାଆନ୍ତି ସଙ୍କଟ ମୋଚନ ହନୁମାନ । ଭକ୍ତ ମାନ ଙ୍କ ମନସ୍କାମନା ପୂରଣ କରି ଥାଆନ୍ତି । ଯେଉଁ ମାନେ ହନୁମାନ ଚାଳିଶା ସବୁଦିନ ପାଠ କରିବା ସହ ଶ୍ରୀରାମ ଜପ କରି ଥାଆନ୍ତି ।

ସେମାନ ଙ୍କ ଜୀବନ ରେ କୌଣସି ଖରାପ ଶକ୍ତି ପ୍ରଭାବ ପକାଇ ପାରେ ନାହିଁ । ହନୁମାନ ଚିରଞ୍ଜିବୀ ଅଟନ୍ତି । ଭଗବାନ ଶ୍ରୀରାମ ତାଙ୍କୁ କଳିଯୁଗ ପର୍ଯ୍ୟନ୍ତ ରହିବା ବର୍ ଦାନ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ହନୁମାନ ଜୀବିତ ଅଛନ୍ତି । ସଙ୍କଟ ମୋଚନ ହନୁମାନ ନିଜର କିଛି ଭକ୍ତ ମାନ ଙ୍କୁ ଦେଖା ଦେଇଛନ୍ତି । ଶ୍ରୀରାମ କଥା ଯେଉଁଠାରେ ଶୁଣା ଯାଇଥାଏ ସେହି ଠାରେ ହନୁମାନ ଆସି ଶୁଣି ଥାଆନ୍ତି ।

ନିଜ ଭକ୍ତ ମାନ ଙ୍କୁ ଯେମିତି ରକ୍ଷା କରି ଥାଆନ୍ତି ଠିକ୍ ସେହିଭଳି ଖରାପ ବ୍ୟକ୍ତି ଙ୍କୁ ଦଣ୍ଡ ଦେଇ ଥାଆନ୍ତି । ଏମିତି କିଛି କାର୍ଯ୍ୟ ରହିଛି ଯାହା ମଣିଷ କରିବା ଦ୍ୱାରା ବ୍ୟକ୍ତି ହନୁମାନ ଙ୍କ କୃପା ରୁ ବଞ୍ଚିତ ହୋଇ ଥାଆନ୍ତି ଯାହାକୁ କଳିଯୁଗ ର ପାପି ବୋଲି କୁହା ଯାଇଥାଏ । ଯେଉଁ ପୁରୁଷ କିମ୍ବା ନାରୀ ମାନେ ଏହି କାର୍ଯ୍ୟ କରି ଥାଆନ୍ତି ସେ କେବେ ହେଲେ ଭଗବାନ ହନୁମାନ ଙ୍କୁ ସନ୍ତୁଷ୍ଟ କରାଇ ପାରନ୍ତି ନାହିଁ ।

ଏମିତି କାର୍ଯ୍ୟ କରିବା ଦ୍ୱାରା ନା ଘରେ ଲକ୍ଷ୍ମୀ ରୁହନ୍ତି ନା ହନୁମାନ କୃପା ଦୃଷ୍ଟି ରଖି ଥାଆନ୍ତି । ରାବଣ ସଭା ରେ ଅଙ୍ଗଦ ଆସି ରାବଣ କୁ ବୁଝାଇ ଥିଲେ ।ଏହି କାରଣ ରୁ ହନୁମାନ ଲଙ୍କା ଛାଡ଼ିବା ପୂର୍ବ ରୁ ଏହା କୁ ନଷ୍ଟ କରି ଦେଇଥିଲେ ଅର୍ଥାତ୍ ଯେଉଁ ଘରେ ଏମିତି କିଛି କାର୍ଯ୍ୟ ହୋଇଥାଏ ସେଠାକୁ ପ୍ରଭୁ ହନୁମାନ ଚାଲି ଯାଇ ଥାଆନ୍ତି । ସେହି ସ୍ଥାନ ରେ ଦୁଃଖ ଓ ଦାରିଦ୍ର୍ୟ ଲାଗି ରହିଥାଏ ।

ଯେଉଁ ଘରେ ଆରାଧ୍ୟ ଦେବା ଦେବୀ ମାନ ଙ୍କୁ ପୂଜା କରନ୍ତି ନାହିଁ କି ବିଶ୍ୱାସ କରନ୍ତି ନାହିଁ , ଠାକୁର ଙ୍କ ନାମ ଧରି ମଜାକ କରି ଥାଆନ୍ତି , ଅପମାନ ଦିଅନ୍ତି । ଭଗବାନ ହନୁମାନ କେବେ ବି କୃପା ଦୃଷ୍ଟି ରଖି ନ ଥାଆନ୍ତି , ପ୍ରଭୁ ଶ୍ରୀ ରାମ ଙ୍କୁ ଯିଏ ଅପମାନିତ କରି ଥାଆନ୍ତି ତାକୁ ଦୋଷୀ ଭାବି ହନୁମାନ ଦଣ୍ଡ ଦେଇ ଥାଆନ୍ତି ।

ଯେଉଁ ଘରେ ପ୍ରତ୍ୟେକ ଦିନ ଆମିଷ ହୋଇଥାଏ , ପ୍ରତ୍ୟେକ ଦିନ ନିଶା ପାନ ହୋଇଥାଏ ସେଠାରେ ମାତା ଲକ୍ଷ୍ମୀ ରହି ନ ଥାଆନ୍ତି । ମଦ ଓ ମାଂସ ଖାଉଥିବା ଲୋକ ଙ୍କ ଉପରେ କେବେ ହେଲେ ପ୍ରଭୁ ହନୁମାନ କୃପା ଦୃଷ୍ଟି ପକାଇ ନ ଥାଆନ୍ତି । ଯେଉଁ ଘରେ ମହିଳା ମାନ ଙ୍କ ଉପରେ ହାତ ଉଠା ଯାଇଥାଏ , ପୁରୁଷ ମରଦ ପଣିଆ ଦେଖାଇ ବାକୁ ମହିଳା ଙ୍କୁ ମାଡ ମାରି ଥାଆନ୍ତି ।

ପ୍ରତ୍ୟେକ ଦିନ ତାଙ୍କ ସହ ଝଗଡ଼ା କରି ଥାଆନ୍ତି , ଏହି ଭଳି ଲୋକ ଙ୍କୁ ପ୍ରଭୁ ହନୁମାନ ଦଣ୍ଡ ଦେଇ ଥାଆନ୍ତି । ମୃତ୍ୟୁ ପରେ ଏହି ଲୋକ ନର୍କ ଯାଇ ଥାଆନ୍ତି ମୃତ୍ୟୁ କରିବା ପରେ ନର୍କ ରେ ମଧ୍ୟ ଦଣ୍ଡ ପାଇ ଥାଆନ୍ତି । ଗୋଟିଏ ଘରେ ରହି ଭାଇ ଭାଇ ଭିତରେ ଝଗଡ଼ା ହେବା ଦ୍ଵାରା ଭଗବାନ ହନୁମାନ ଙ୍କ କୃପା ରହି ନ ଥାଏ । ଘର ଅସନା ହେଲେ ମାଆ ଲକ୍ଷ୍ମୀ ସେହି ଘରେ ରହି ନ ଥାଆନ୍ତି ।

ଯେଉଁ ଘରେ ପଶୁ ମାନ ଙ୍କୁ ହ-ତ୍ୟା କିମ୍ବା କଷ୍ଟ ଦେଲେ ହନୁମାନ ରା-ଗିକି ଦ-ଣ୍ଡ ଦେଇଥାନ୍ତି । ସାଧୁ ସନ୍ଥ ମାନ ଙ୍କ ଅପମାନିତ କରି ଥାଆନ୍ତି ହନୁମାନ କେବେ ହେଲେ କୃପା ଦୃଷ୍ଟି ରଖି ନ ଥାଆନ୍ତି । ଚରିତ୍ର ହିନ ଲୋକ ମାନ ଙ୍କ ପାଇଁ ମୃତ୍ୟୁ ପରେ ନର୍କ ରେ ଦଣ୍ଡ ଭୋଗିବେ ।।

 

Leave a Reply

Your email address will not be published.