ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।
ତେବେ ବନ୍ଧୁଗଣ ବନ୍ଧୁଗଣ ଆପଣ ନିଶ୍ଚୟ ଆମ ଓଡିଆ ଧାରାବାହିକ ଦେଖିଥିବେ ଓ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଲୋକପ୍ରିୟ ଅଭିନେତ୍ରୀ ମାନ ଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କୁ ନେଇ ବର୍ତ୍ତମାନ ସମୟ ରେ ଏକ ଖୁସି ର ଖବର ଆସି ଯାଇଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ବର୍ତ୍ତମାନ ସମୟ ର ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହିଁ କିନ୍ତୁ ବର୍ତ୍ତମାନ୍ ମଧ୍ୟ ଦର୍ଶକ ମାନେ ତାଙ୍କୁ ଓ ତାଙ୍କ ଅଭିନୟ କୁ ଅଦୌମ ଭୁଲି ନାହାଁନ୍ତି ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ସୈଲୋଜା ରାଓ । ତେବେ ଆପଣ ମାନେ ଅଭିନେତ୍ରୀ ଆସୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ତରଙ୍ଗ ଟିଭି ରେ କିଛି ଦିନେ ପୂର୍ବେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ଆମ ଘର ଲକ୍ଷ୍ମୀ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ।
ତେବେ ସେ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ନଜର ଆସୁଥିଲେ । ତେବେ ବନ୍ଧୁଗଣ ଆପଣ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ନିଜ ଅଭିନୟ ପାଇଁ ସେ ଆଜି ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ଛନ୍ତି । ତେବେ ସେଥିପାଇଁ ତାଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ବେଶ୍ ଲୋକ ପ୍ରିୟ ।
ଅଭିନେତ୍ରୀ ସୈଲୋଜା ରାଓ ନିଜ ଜବରଦସ୍ତ ପାଇଁ ସେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ଠାରୁ ସେ ଦୂରେଇ ରହିଛନ୍ତି । ତେବେ ସୈଲୋଜା ଙ୍କ ସ୍ଵାମୀ ଜଣେ ବ୍ୟବସାୟୀ ସହ ଜଣେ ବ୍ୟାଙ୍କ କର୍ମଚାରୀ । ତେବେ ସ୍ଵାମୀ ଙ୍କ ବ୍ୟବସାୟ ରେ ସୈଲୋଜା ସାହାର୍ଯ୍ୟ କରି ଥାନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି ଯେ ଏହି ଅଭିନେତ୍ରୀ ଜଣକ ଏକ କନ୍ୟା ସନ୍ତାନ ର ମା ହୋଇଛନ୍ତି , ହଁ ବନ୍ଧୁ ସୈଲୋଜା ରାଓ ଏକ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।