କନ୍ନଡ଼ ଫିଲ୍ମ ଅଭିନେତା ସତୀଶ ବଜ୍ର(Satish Vajra )ଙ୍କୁ ହ-ତ୍ୟା। ଭଉଣୀ ମୃ-ତ୍ୟୁର ପ୍ର-ତି-ଶୋ-ଧ ନେଲା କି ଶଳା?

ବିଶେଷ

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟ୍‌କା। ରାଇଜିଂ ଷ୍ଟାର ସତୀଶ ବଜ୍ରଙ୍କୁ ହତ୍ୟା। ର-କ୍ତ ଯୁ-ଡୁ-ବୁ-ଡୁ ଅବସ୍ଥାରେ ୩୨ ବର୍ଷ ବୟସ୍କ ଅଭିନେତାଙ୍କ ମୃ-ତ ଦେହ ଉଦ୍ଧାର ହୋଇଛି। ସତୀଶ ବେଙ୍ଗାଲୁରୁ ର ଆର ଆର ନଗରରେ ରହୁଥିବା ଘରୁ ଗତକାଲି ତାଙ୍କ ମୃ-ତ ଦେ-ହ-କୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ତା-ଙ୍କୁ ହ-ତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁଯାୟୀ ଏହି ଘଟଣାଟି ଗତ ରବିବାର ଦିନ ଘଟିଛି। ସତୀଶ ଙ୍କ ଘର ମାଲିକ ପୋଲିସକୁ ଏହି ଘଟଣା ନେଇ ସୂଚନା ଦେଇଥିଲେ।ସତୀଶ ରହୁଥିବା ଘ-ରୁ ର-କ୍ତ ବା-ହାରୁ-ଥି-ବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

ସିସିଟିଭି ଫୁଟେଜ ରୁ ଜଣାପଡିଥିଲା ଯେ ଯେତେବେଳେ ସତୀଶ ଘରେ ପ୍ରବେଶ କରିଥିଲେ ସେତେବେଳେ ଦୁଇ ଜଣ ଅଜଣା ଲୋକ ତା-ଙ୍କୁ ଧା-ରୁ-ଆ ଅ-ସ୍ତ୍ର-ରେ ଆ-କ୍ର-ମ-ଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରା-ଣ-ବା-ୟୁ ଉଡିଯାଇଥିଲା। ଘଟଣା ପରେ ସତୀଶଙ୍କ ହ-ତ୍ୟା-କା-ରୀ- ସେଠାରୁ ଫେରାର ହୋଇଯାଇଥିଲେ।ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ-ବ ଜ-ବ-ତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ୩ ମାସ ପୂର୍ବରୁ ହିଁ ସତୀଶ ବଜ୍ରଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ପୋଲିସ ସନ୍ଦେହ କରୁଛି କି ଭ-ଉ-ଣୀ-ର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସତୀଶଙ୍କ ଶଳା ହିଁ ତାଙ୍କ ଉ-ପ-ରେ ଆ-କ୍ର-ମ-ଣ କରି ତା-ଙ୍କ ହ-ତ୍ୟା କରିଛନ୍ତି। ସତୀଶ ବଜ୍ର ତାଙ୍କ ପରିବାରଙ୍କ ବିରୋଧରେ ଯାଇ ତାଙ୍କୁ ବିବାହ କରିଥିଲେ।

ତାଙ୍କ ବିବାହରେ ସତୀଶଙ୍କ ପରିବାର ଏବଂ ତାଙ୍କ ପତ୍ନୀଙ୍କ ପରିବାରଲୋକ ଖୁସି ନଥିଲେ। ତେଣୁକରି ଅଧିକାଂଶ ସମୟରେ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ପାରିବାରିକ କଳହ ହିଁ ସତୀଶଙ୍କ ପତ୍ନୀଙ୍କ ଆ-ତ୍ମ-ହ–ତ୍ୟା-ର କାରଣ ବୋଲି କୁହାଯାଉଛି। ତେବେ ସତୀଶଙ୍କ ହ-ତ୍ୟା-କା-ଣ୍ଡ ରେ ଶ୍ବ-ଶୁ-ର ଘର ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ସତୀଶଙ୍କ ଶଳା ଏବଂ ଶ୍ବଶୁର ଘର ଲୋକଙ୍କୁ ପୋଲିସ ଖୋଜାଖୋଜି କରୁଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.