କନେଷ୍ଟବଳ ଚାକିରି ରୁ ୪ ଥର MLA ହେଲିଣି, ଆଉ କଣ ପ୍ରଧାନ ମନ୍ତ୍ରୀ ହୋଇଥାନ୍ତି ଏମିତି କହିଲେ ତାରାବାହିନୀ ପତି – ଦେଖନ୍ତୁ Video

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ପାୱାର ହାତ ରେ ରହିବା କେତେ ଆବଶ୍ୟକ । ତେବେ ସମସ୍ତେ ବର୍ତ୍ତମାନ ସମୟରେ ରାଜନୀତି ଆଡ଼େ ଆକର୍ସିତ ହେଉଛନ୍ତି । ବହୁତ ଲୋକ ଅଛନ୍ତି ଯେଉଁ ମାନେ ରାଜନୀତି କୁ ବହୁତ ପସନ୍ଦ କରନ୍ତି କିନ୍ତୁ ରାଜନୀତି ପସନ୍ଦ କରିବା ଆଉ ସେଥିରେ କାମ କରିବା ଭୀତ ରେ ବହୁତ ଫରକ ରହିଥାଏ ।

ସେତେ ସହଜ ହୋଇ ନଥାଏ ଯେତେ ଆମେ ରାଜନୀତି କୁ ସହଜ ଭାବି ଥାଉ । ତେବେ ରାଜନୀତି ଏପରି ଏକ ଶବ୍ଦ ଯାହା ସମସ୍ତେ ପସନ୍ଦ କରନ୍ତି କାରଣ ସବୁ କ୍ଷମତା ଏ ରାଜନୀତି ଆସନ ରେ ଥାଏ । ତେବେ ଓଡିଶା ମନ୍ତ୍ରୀ ଅଛନ୍ତି ଆଉ ସମସ୍ତ ଙ୍କ କାମ କିଛି ଅଲଗା ଅଲଗା ଥାଏ । ତେବେ ସବୁ ବିଭାଗ ର ଅଲଗା ଅଲଗା ମନ୍ତ୍ରୀ ରହି ଥାଏ । ଏବଂ ଆପଣ ମାନେ ସମସ୍ତେ ଜାଣନ୍ତି କ୍ୟାବିନେଟ ମନ୍ତ୍ରୀ ସବୁ ଏବେ ଅଦଳ ବଦଳ ମଧ୍ୟ ହେଇଛନ୍ତି ।

କିଛି କ୍ଷମତା ପାଇବା ବହୁତ ଛୋଟ କଥା କିନ୍ତୁ ସେ ଦାୟିତ୍ବ କୁ ଲିଭେଇବା ବହୁତ କଷ୍ଟ ଅଟେ । ତେବେ ଆପଣା ମାନେ ନିଶ୍ଚୟ ଭାବରେ ଜାଣିଥିବେ ଏବେ କଉ ମନ୍ତ୍ରୀ କାଉ ବିଭାଗ୍ ରେ ଅଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି ଜଣେ କନଷ୍ଟେବଳ ଚକିରିରୁ 4 ଥର ଏମ ଏଲ ଏ ହେଇ ଛନ୍ତି । ତେବେ ରାଜନୀତି ପାଦ ଦେବା ପାଇଁ ଲୋକ ମାନଙ୍କ ର ସମ୍ମତି ମଧ୍ୟ ବହୁତ ଅବଦାନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କ ରେ ।

ତେବେ ଏହି ଏମ ଏଲ ଏ କହୁଛନ୍ତି ସେ ଯେଉଁ ଜାଗା କୁ ଜାଅନ୍ତି ସେଥାରେ ଲୋକ ମାନେ କୁହନ୍ତି କିଛି ପରିବର୍ତ୍ତନ କରିବା ପାଇଁ । ତେବେ ସେ କହିଛନ୍ତି କି ଯଦି ଆମେ ମାନେ ସତ କୁ ନମାନିବା ତେବେ ଲୋକ ମାନେ ମଧ୍ୟ ଆମକୁ କ୍ଷମା ଦେବେ ନାହିଁ । ତେବେ ଘରୁ ଯେଉ ବୁଥ୍ କୁ ନେବା ପାଇଁ ବିଜୁ ଜନତା ଦଳ ଷ୍ଟଟେଜ୍ କରିଛି ତାଙ୍କ ର ବୁଥ ରୁ ବୁଥ କୁ ଲୋକ ଆଣିବା ପାଇଁ ନଥିଲେ ତେବେ ସେ କେବଳ ମାସ୍ ଅର୍ଗାନାଇଜେସନ କରୁଥିଲେ ଆଉ ବିଜେଡି ଅପେକ୍ଷା ତାଙ୍କ ର ରାଲି ବହୁତ ଭଲ ହେଉଥିଲା ।

କଂଗ୍ରେସ କର୍ମୀ ଅନ୍ୟ ଦଳ କୁ ଚାଲି ଗଲେ ଜେତେବେଳେ ବାଇ ଇଲେକ୍ସନ ଆସିଲା ସେତେବେଳେ ନୂଆ କର୍ମୀ ଖୋଜୁ ଖୋଜୁ ତାଙ୍କ ଟାଇମ୍ ପଳେଇଲା । ପୁରୁଣା କର୍ମୀ ଙ୍କୁ ଦେଖିଲା ବେଳକୁ ସେମାନେ ବିଜେପି ବିଜେଡ଼ି ଦଳ ରେ ଅଛନ୍ତି । ବିଜେପି ଓ ବିଜେଡି ଯେଉଁ ଭଳି ଟଙ୍କା ଖର୍ଚ୍ଚ କଲେ ସେହି ଭଳି ସେମାନେ ଖର୍ଚ୍ଚ କରି ପାରିଲେ ନାହିଁ ।

ତେବେ ଆସନ୍ତା ଥର ସେ ଚେଷ୍ଟା କରିବେ କଂଗ୍ରେସ ଦଳ କିପରି ହେବ । ସେ କାହାକୁ ଲେବି କରି ନାହାନ୍ତି ସେ ରହୁଳ ଗାନ୍ଧି ଙ୍କୁ କହିଥିଲେ କି ସେ କୌଣସି ଲୋକ ଙ୍କୁଙ୍କହି ନାହାନ୍ତି କି ତାଙ୍କୁ ପିଟି ସଭାପତି କରିବା ପାଇଁ । କଂଗ୍ରେସ ତାଙ୍କୁ ଯାହା କହିଥିଲେ କାମ କରିବାକୁ ସେ ତାହା ହିଁ କରୁଛନ୍ତି ଅଧିକ କିଛି କରନ୍ତି ନାହିଁ । ସେ କନେଷ୍ଟବଳ ଚାକିରୀ ରୁ ସେ ଚାରି ଥର ଏମ ଏଲ ଏ ହେଲେ ଆଉ ତାଙ୍କୁ କ’ଣ ଦରକାର ବୋଲି କହିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.