ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଅଛନ୍ତି କିନ୍ତୁ ବର୍ତମାନ ସମୟ ରେ ଆମେ କିଛି ଅଭିନେତା ଙ୍କୁ ଦେଖିବାକୁ ପାଉ ନାହୁଁ ।
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହେବା ସହ ଦର୍ଶକ ମାନ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି । ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।
ତାହେଲେ ବନ୍ଧୁଗଣ ଏହି ଅଭିନେତା ଜନକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ରାଜଦିପ , ତାହେଲେ ବନ୍ଧୁଗଣ ଏହି ଅଭିନେତା ନାମ କହିଲେ ବହୁତ୍ କମ୍ ଲୋକ ଜାଣିଥିବେ କିନ୍ତୁ ତାଙ୍କ ଚଳଚ୍ଚିତ୍ର ନାମ।କହିଲେ ତାଙ୍କୁ ସମସ୍ତେ ଜାଣିଛନ୍ତି । ଅଭିନେତା ରାଜଦିପ ଆଜି କୁ ପ୍ରାୟ ୧୭ ବର୍ଷ ତଳେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଓ ମାଇଁ ଲଭ୍ ।
ଓ ମାଇଁ ଲଭ୍ ରେ ମୂଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଜଣକ ଏହି ଚଳଚ୍ଚିତ୍ର ରେ ଅଭିନୟ କରି ବେସ୍ ଲୋକ ପ୍ରିୟ ହୋଇ ପାରିଥିଲେ । କେବଳ ଚଳଚ୍ଚିତ୍ର ରେ ନୁହେଁ ସେ କିଛି ଧାରାବାହିକ ରେ ନଜର ଆସୁଥିଲେ ।
ତାହେଲେ ବନ୍ଧୁଗଣ ଆପଣ ଅଭିନେତା ରାଜଦୀପ ଙ୍କ ଜବରଦସ୍ତ ଅଭିନୟ ଆଉ ଦେଖିବାକୁ ମିଲୁ ନାଇଁ ସେ ନିଜ ପରିବାର ଲୋକ ସହ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଏକ ଭିଡିଓ ରେ ନିଜ ବିଷୟ ରେ କହିବା ସହିତ ନିଜ ପତ୍ନୀ ଙ୍କୁ ଓ ପୁଅ ଦେଖାଇଛନ୍ତି ।
ଯେଉଁ ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜନକ ଅନେକ କିଛି କହିବା ପରେ କହିଛନ୍ତି ସେ ଖୁବ ଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବାକୁ ଯାଉଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।