ଓଡିଶାର ଲୋକପ୍ରିୟ ଯୋଡି ରୂପା ଓ ପିଣ୍ଟୁ(rupa- pintu), ରାଇମୋହନ ପରିଡାଙ୍କ ସହ ମିଶି ଏକାଠି ଖାଇବା ଖାଇଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣମାନେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ଆମ ମାନ ଙ୍କ ପାଇଁ ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ତେବେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧି ଲୋକ। ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବର୍ତ୍ତମାନ୍ ଯୁଗର ଯୁବତୀ ଓ ଯୁବକ ମାନେ ଏହା କୁ ନିଜ ରୋଜଗାର ପନ୍ଥା ଭାବ ରେ ବାଛି ନେଇଛନ୍ତି

ତେବେ ବନ୍ଧୁଗଣ କହିବାକୁ ଗଲେ ଅଧିକାଂଶ ବ୍ୟକ୍ତି you tube ରେ ଚ୍ୟାନେଲ ଖୋଲି ଭଲ ଅର୍ଥ ଉପାର୍ଜନ କରୁଛନ୍ତି । ତେବେ ବର୍ତ୍ତମାନ୍ you tube ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ବର୍ତ୍ତମାନ୍ ସମୟ ରେ ଲୋକ ମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଭଲ ଅର୍ଥ ଉପାର୍ଜନ କରୁଛନ୍ତି ।

ସମସ୍ତ ଙ୍କୁ you tube ବେଶ୍ ଲୋକ ପ୍ରିୟ କରାଇ ପାରିଛି , ତେବେ ଦିନ ଥିଲା ମଣିଷ ପରିଶ୍ରମ କରୁଥିଲା କିନ୍ତୁ ପରିଶ୍ରମ ଅନୁଯାୟୀ ଭଲ ପାରିଶ୍ରମିକ ମିଳୁ ନ ଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବିନା ପରିଶ୍ରମ ରେ ଭଲ ଟଙ୍କା ରୋଜଗାର ହେଉଛି । ତେବେ ଆପଣ ମାନେ ଜାଣିଥିବେ ଆମ ଓଡ଼ିଶା ରେ ଅନେକ ଲୋକ ପ୍ରିୟ you tube ଚ୍ୟାନେଲ ରହିଛି। ତେବେ ସେଥି ମଧ୍ୟରୁ ଗୋଟିଏ ଲୋକ ପ୍ରିୟ ଚ୍ୟାନେଲ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ।

ତେବେ ବନ୍ଧୁଗଣ ଆପଣ ମାନେ ରୂପା ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଉଭୟ you tube ଚ୍ୟାନେଲ ଖୋଲିବା ପୂର୍ବରୁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।ତେବେ ସେ ପ୍ରଥମେ ସର୍ଟ ରିଲ୍ସ ଭିଡିଓ କରି ବେସ୍ ଲୋକ ପ୍ରିୟ ହେବାପରେ ,

ନିଜର you tube ଚ୍ୟାନେଲ ଖୋଲି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବ୍ଲଗିଂ କରି ଅପଲୋଡ଼ କରି ଥାଆନ୍ତି । ତେବେ ଏହି ଚ୍ୟାନେଲ ଟି ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ଆପଣ ମାନେ ତାଙ୍କ ଚ୍ୟାନେଲ ରେ ଅନେକ ବ୍ଲଗୀଙ୍ଗ ଭିଡିଓ ନିଶ୍ଚୟ ଦେଖିଥିବେ , ତେବେ ନିଜ ଚ୍ୟାନେଲ ରେ ସେ କିଛି ଆଲବମ୍ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୂପା ପିଣ୍ଟୁ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ପିଣ୍ଟୁ ଓ ଖୁସି ଅଭିନେତା ରାଇ ମୋହନ ଙ୍କ ମିଶି ଖାଉ ଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଟି ବର୍ତ୍ତମାନ୍ ସମୟ ର ନୁହେଁ ଏହି ଭିଡିଓ ଟି ୮ ମାସ ତଳ ର ଭିଡିଓ ଯେବେ ରୂପା ପିଣ୍ଟୁ ଙ୍କ ଏକ ଚଳଚ୍ଚିତ୍ର ର ସୁଟିଂ ସେଟ ଚାଲିଥିଲା ତେବେ ଏହି ସୁଟିଂ ସେଟ ର ଭିଡିଓ ରେ ରୂପା ପିଣ୍ଟୁ ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.