ଓଡିଆ ସିରିଏଲ ଝିଲିର ଶୁଟିଙ୍ଗ ସେଟରେ କଳକାର ମାନେ ପାଖଳ ଖାଇଲେ, ଏହି ପାଖାଳ ଖିଆ ଭିଡିଓ ହେଲା ଭାଇରାଲ ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରୁହନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ପିଲା ଟି ଦିନ ରେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ସେ ଶିଶୁ କଳାକାର ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବେଶ୍ ପରିଚିତ । ତେବେ ଏହି ଅଭିନେତ୍ରୀ ତାଙ୍କ ପିଲା ଦିନେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହେବା ପରେ ସେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ ।


ତେବେ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଏକ ଲୋକ ପ୍ରିୟ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜନକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର । ତେବେ ଆପଣ ମାନେ ନିକିତା ମିଶ୍ର ଙ୍କୁ ବର୍ତ୍ତମାନ୍ ସମୟ ରେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ଝିଲି ରେ ନିସ୍ଚୟ ଦେଖୁଥିବେ ।

ତେବେ ଏହି ଧାରାବାହିକ ଟି ରେ ନିକିତା ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଜବରଦସ୍ତ ଅଭିନୟ କରୁ ଥିବାର ଆପଣ ମାନେ ଦେଖିବାକୁ ପାଇବେ। ତେବେ ନିକିତା ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି ଓ ନିକିତା ମଧ୍ୟ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ ।

ତେବେ ବନ୍ଧୁଗଣ ଆମ ଓଡ଼ିଆ ଚ୍ୟାନେଲ ରେ ଅନେକ ଧାରାବାହିକ ପ୍ରସାରିତ ହୋଇଥାଏ କିନ୍ତୁ ସବୁ ଧାରାବାହିକ ଲୋକ ପ୍ରିୟ ହୋଇ ନ ଥାଏ । ବହୁତ୍ କମ୍ ଧାରାବାହିକ ଅଛି ଯାହାକି ବହୁତ୍ କମ ଦିନ ରୁ ବେଶ୍ ଲୋକ ପ୍ରିୟ ହୋଇଥାଏ , ଠିକ୍ ସେହିପରି ଝିଲି ଧାରାବାହିକ ଟି ବେଶ୍ ଲୋକ ପ୍ରିୟ ହୋଇ ପାରିଛି ବହୁତ୍ କମ୍ ଦିନ ରେ ।ତେବେ ଏହି ଧାରାବାହିକ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ପାଇଁ ଆଜି ଏହି ଧାରାବାହିକ ଟି ବେଶ୍ ଲୋକ ପରିଚିତ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଝିଲି ଧାରାବାହିକ ଏକ ସୁଟିଂ ସେଟ ର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଚର୍ଚ୍ଚା ରେ ଅଛି । ତେବେ ଏହି ଭିଡିଓ ଟି ବିଷୟ ରେ ଆସନ୍ତୁ ଜାଣିବା ,ତେବେ ବନ୍ଧୁଗଣ ଏହି ଭିଡିଓ ଝିଲି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନେ ପଖାଳ ଖାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଝିଲି ମଧ୍ୟ ପଖାଳ ଖାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.