ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଓ ବର୍ତ୍ତମାନ ସମୟ ରେ ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କୁ ନେଇ ଏକ ବଡ ଖବର ଆସିଛି , ହଁ ବନ୍ଧୁ ଏହି ଖବର ଟି ଖୁସି ର ଖବର ଯାହାକି ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ରିଅଲ ଲାଇଫ ଘଟଣା କୁ ନେଇ । ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଏକ ଖୁସି ଖବର ବିଷୟ ରେ ଜଣାଇ ବେସ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶିମ୍ବା ବା ରାକେଶ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଶିମ୍ବା ବା ରାକେଶ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତା ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବହୁ ନାମ ଅର୍ଜନ କରିବା ସହିତ ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବହୁ ସାରା ଧାରାବାହିକ ରେ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ଆପଣ ଆନେ ଶିମ୍ବା ବା ରାକେଶ କୁ ଅତି ନିକଟ ରେ ଏକ ଲୋକ ପ୍ରିୟ ଧାରାବାହିକ ରେ ତାଙ୍କ ଅଭିନୟ ଦେଖିଥିବେ ଓ ଏହି ଧାରାବାହିକ ଟି ହେଉଛି ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ଯାହାକିବର୍ତ୍ତମାନ ସମୟ ରେ ଆଉ ପ୍ରସାରିତ ହେଉ ନହିଁ , ତେବେ ଏହି ଲୋକ ପ୍ରିୟ ଧାରାବାହିକ ରେ ଆପଣ ମାନେ ରାକେଶ ଙ୍କୁ ପୋଲିସ ଚରିତ୍ର ରେ ଅଭିନୟ କରୁଥିବାର ଦେଖିଥିବେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଅଭିନେତା ଶିମ୍ବା ବା ରାକେଶ ଙ୍କୁ ନେଇ ଏକ ବଡ ଖବର ଆସି ଯାଇଛି ଯାହାକି ଏକ ଖୁସି ଖବର , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ରାକେଶ ଏକ ପୁତ୍ର ସନ୍ତାନ ର ପିତା ହୋଇଛନ୍ତି ଓ ଏହି ଖବର ଟି ରାକେଶ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି ନିଜ ପୁତ୍ର ସନ୍ତାନ ଫଟୋ ପୋଷ୍ଟ କରି ଓ ଯାହାକି ଆପଣ ମାନେ ଆମର ଏହି ମାଧ୍ୟମ ରେ ଦେଖିବାକୁ ପାଉଥିବେ ॥
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।