ଓଡିଆ ଷ୍ଟାର ସମ୍ବିତ (Sambeet) ରିୟାଲିଟ ଶୋ ର ବିବାଦୀୟ ପ୍ରଶ୍ନ ଚକୁଳିରେ କେତେ ଟା କଣା କୁ ନେଇ ମୁହଁ ଖୋଲିଲେ, ସେ ଏମିତି କିଛି କହିଲେ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି I ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ଭାଇ ପରିମାଣ ରେ ଟ୍ରୋଲ୍ ହେଉଛନ୍ତି ।


ହଁ ବନ୍ଧୁ ବହୁ ପରିମାଣ ରେ ଅଭିନେତା ସମ୍ବିତ ଓ ଜ୍ୟୋତି ବେଶ୍ ଟ୍ରୋଳ ହେଉଛନ୍ତି । ତେବେ ରଜ କୁଇନୀ ଜଜ୍ ହିସାବ ରେ ଉଭୟ ନଜର ଆସୁଛନ୍ତି ଓ ନିଜର ଅଜବ ପ୍ରଶ୍ନ ପାଇଁ ସେ ଟ୍ରୋଲ ହେଉଛନ୍ତି , ଯେମିତି କି ବେଶ୍ ଚର୍ଚ୍ଚା ରେ ଥିବା ପ୍ରଶ୍ନ ଚକୁଳି ରେ କେତେଟା କଣା , ତେବେ ଏହାକୁ ନେଇ ସମ୍ବିତ କଣ କହିଛନ୍ତି ଆସନ୍ତୁ ଜାଣିବା ,

ତେବେ ସମ୍ବିତ କହିଛନ୍ତି ଚକୁଳି ରେ କେତେଟା କଣା ସେହି ପ୍ରଶ୍ନ ଟି ଜ୍ୟୋତି ପଚାରି ଥିଲେ ଓ ଏହି ଅଜବ ପ୍ରଶ୍ନ ଯେବେ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହେଲା ସେମାନେ ଯାଇ ଏହାର ଉତ୍ତର ଦେଖିଥିଲେ ଏହି ଅଜବ ପ୍ରଶ୍ନ ର ଉତ୍ତର ରେ ଲେଖା ହୋଇଥିଲା ପିଠା ଖାଇବା ଲୋକ ବିନ୍ଧ କାହିଁକି ଗଣୁଛ ।

ତେବେ ସମ୍ବିତ କହିଛନ୍ତି ଯେ ଆମେ ପଚାରୁ ଥିବାର ପ୍ରଶ୍ନ 70 ପ୍ରତିଶତ ଉତ୍ତର ଆମେ ଜାଣି ନ ଥାଉ । ତେବେ ଆମ କାହାକୁ ଖରାପ କଥା କହୁ ନାହୁଁ କାରଣ ସେମାନଙ୍କ ବାପା ମା ଆମ ପଛ ରେ ଥାଆନ୍ତି । ତେବେ ଯଦି ଆମେ କୌଣସି ଝିଅ କୁ ଇନିସର୍ଟ କରି ତେବେ ସେହି ଝିଅ ୩ ରୁ ୪ ରାଉଣ୍ଡ କୁ କେମିତି ଯାଇଥାଏ ।

ତେବେ ସେ କହିଛନ୍ତି ଯେ ଆମ ପାଖ ରେ ଗୋଟେ ୪ ରୁ ୫ ପୃଷ୍ଠା ର ବହି ଥାଏ ଓ ସେଥିରେ ଏହି ପ୍ରଶ୍ନ ଥାଏ । ତେବେ ସମୁଦ୍ର ମଝି ରେ କଣ ଅଛି ତେବେ ପ୍ରଶ୍ନ ର ଊତର ରେ ଯଦି ପ୍ରତିଭା କହନ୍ତି ପାଣି ଅଛି ତେବେ ଜର୍ଜ କହିବେ ସମୁଦ୍ର ମଝି ରେ ମୁ ଅଛି ଓ ଯଦି ମୁଁ କହିବେ ତେବେ ପାଣି ଅଛି ବୋଲି କହିବେ ।

ତେବେ ବନ୍ଧୁଗଣ ଅଭିନେତା ସମ୍ବିତ କହିଛନ୍ତି ଯେ କିଛି ୟୁଟବର୍ ମାନେ କିଛି ଟଙ୍କା ପାଇଁ ନିଜ ସ୍ବାର୍ଥ ପାଇଁ ଏହି ଭଳି ଟ୍ରୋଲ କରୁଛନ୍ତି , ତେବେ ସେହି you Tuber ମାନ ଙ୍କୁ ସେ କହିଛନ୍ତି ଏହି ଭଳି ଆଉ ନ କରିବା ପାଇଁ ଓ ଯେଉଁ ଭିଡିଓ କରିଛନ୍ତି ତାହା ଡିଲେଟ କରନ୍ତୁ ଓ ଯେଉଁ ମାନେ ପୁଣି ତାଙ୍କୁ ଟ୍ରୋଲ କରିବେ ସେମାନଙ୍କ ବିରୋଧ ରେ ସେ କାର୍ଯାନୁଷ୍ଠାନ ନେବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.