ଓଡିଆ ଗାୟିକା ତପୁ ମିଶ୍ର (Tapu Mishra) ଙ୍କ ଶ୍ରାଦ୍ଧ ବାର୍ଷିକରେ ତାଙ୍କୁ ମନେ ପକାଇ କାନ୍ଦିଲେ ସିଙ୍ଗର ପମି (Pami) ଓ ଲୋପାମୁଦ୍ରା (Lopamudra) – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଗାୟିକା ଅଛନ୍ତି ଓ ଏହି ଗାୟିକା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ଗାୟିକା ପମି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଗାୟିକା ପମି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ସ୍ବର୍ଗତ ଲୋକ ପ୍ରିୟ ଗାୟିକା ତପୁ ମିଶ୍ର ଙ୍କ ସ୍ମୃତି କୁ ମନେ ପକାଇ ଅତୀତ ର କିଛି ଅନୁଭୂତି କୁ ଗାୟିକା ପମି କହିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ସ୍ବର୍ଗତ ଲୋକ ପ୍ରିୟ ଗାୟିକା ତପୁ ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଗାୟିକା ଓ ସମସ୍ତ ଙ୍କ ପ୍ରିୟ ମଧ୍ୟ । ତେବେ ତପୁ ଙ୍କ ସୂ ମଧୁର କଣ୍ଠ ରୁ ଆପଣ ମାନେ ବହୁ ସାରା ଗୀତ ନିସ୍ଚୟ ଶୁଣିଥିବେ , ତେବେ ତାଙ୍କ ଗୀତ ବେଶ୍ ହୃଦୟସ୍ପର୍ଶୀ ।


ତପୁ ମିଶ୍ର କୋଭିଡ ସମୟ ରେ ଆମ ମାନ ଙ୍କୁ ଛାଡି ସେ ସବୁ ଦିନ ପାଇଁ ଆର ପାରି କୁ ଚାଲି ଯାଇଥିଲେ , ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ସ୍ତବ୍ଦ ହୋଇ ଯାଇଥିଲେ ଓ ଅନେକ ଦୁଃଖ କରିଥିଲେ । ତେବେ ତପୁ ମିଶ୍ର ମୃତ୍ୟୁ କରିବା ର ଅନେକ ଦିନ ହୋଇ ଯାଇଛି । ତେବେ ଏହାରି ଭିତରେ ଗାୟିକା ପମି ତପୁ ମିଶ୍ର ଙ୍କ ସ୍ମୃତି କୁ ମନେ ପକାଇ କହିଛନ୍ତି ଯେ


ତେବେ ବନ୍ଧୁଗଣ ଗାୟିକା ପମି କହିଛନ୍ତି ଯେ ତାଙ୍କ ଶେଷ ଥର ଫୋନ ରେ କଥା ହେଉଥିଲେ ଫେବୃଆରୀ ମାସ ୨୦୨୧ ରେ , ତେବେ ସେହି ସମୟ ରେ କିଛି ମହଲ ଖୋଲିଥିଲା ଓ ତପୁ ପମି ଙ୍କୁ ଫୋନ କରି କହିଥିଲେ ଘରେ ବସି ବସି ବୋର୍ ଲାଗିଲାଣି ପିତ୍କର ଦେଖିଯିବା ପାଇଁ କହିଥିଲେ ।

ତେବେ ପରେ ଜାଣିବାକୁ ପାଇଥିଲେ ସେ ହସ୍ପିଟାଲ୍ ରେ ଗୁରୁତର ଅଵସ୍ଥା ରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଭଳି ଅନେକ କଥା କହିବା ପରେ ପମି କହିଥିଲେ ଯେ ତପୁ ଭଳି କଣ୍ଠ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ କାହାର ବି ନାହିଁ , ତେବେ ଏହି ଭଳି ଅନେକ କଥା କହିଥିଲେ ଗାୟିକା ପମି ତପୁ ଙ୍କ ସ୍ମୃତି କୁ ମନେ ପକାଇ ।

ତେବେ ବନ୍ଧୁଗଣ ଆପଣ ମାନେ ଗାୟିକା ପମି ଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ ଓ ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟିକା । ତେବେ ଆପଣ ମଧ୍ୟ ତାଙ୍କ ସୂ ମଧୁର କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚୟ ଶୁଣିଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.