ଓଡିଆ ଅଭିନେତ୍ରୀ ନୈନା ଦାସ (Naina Das) ଓ ତାଙ୍କ ପୁଅର ମସ୍ତି , ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଧାରାବାହିକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକ ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।


ତାହେଲେସେ ସୁଟିଂ ସେଟ ରେହେଉ ବା ବ୍ୟକ୍ତିଗତ ଜୀଵନକୁ ନେଇ ହେଉ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଠିକ୍ ସେହି ଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ନୈନା ଦାସ । ଆପଣ ମାନେ ଅଭିନେତ୍ରୀ ନୈନା ଦାସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଧାରାବାହିକ ରେ । ଏହି ଜବରଦସ୍ତ ଅଭିନୟ ତାଙ୍କୁ ଆଜି ବେସ ଲୋକ ପରିଚିତ କରାଇ ପାରିଛି ଓ ଏହି ଅଭିନୟ ପାଇଁ ସେ ଅନେକ ନାମ ଅର୍ଜନ କରିଛନ୍ତି ।

ତାହେଲେ ବନ୍ଧୁଗଣ କହିବାକୁ ଗଲେ ଏହି ଅଭିନେତ୍ରୀ ଜଣକ କେବଳ ଧାରାବାହିକ ରେ ନୁହଁନ୍ତି ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର, ଧାରାବାହିକ ଓ ଅନେକ ଆଲବମ୍ କରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବା ସହ ସାଉଥ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ଛାଡ଼ିବା ପରେ

ସାଉଥ୍ ଇଣ୍ଡଷ୍ଟ୍ରି ରେ କାମ କରୁଥଲେ ଓ ବର୍ତ୍ତମାନ୍ ସମୟ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରି ଆସି ଏକ ଲୋକ ପ୍ରିୟ ଧାରାବାହିକ ରେ ନଜର ଆସୁଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ରେ ନୈନା ଦାସ ତାଙ୍କ ପୁଅ ସହ ନଜର ଆସିଛନ୍ତି ଓ ନିଜ ପୁଅ ସହିତ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତାହେଲେ ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଆପଣ ମାନେ ମଧ୍ୟ ଏହି ଦୃଶ୍ୟ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.