ଓଡ଼ିଆ ଅଭିନେତ୍ରୀ କାଜଲ ମିଶ୍ର (Kajal Misra) ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ଦେଖିନଥିବେ ….

ବିଶେଷ

ଆପଣ ମାନେ ଓଡ଼ିଆ ଅଭିନେତ୍ରୀ କାଜଲ ମିଶ୍ର ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ଓଡ଼ିଆ ଆଲବମ୍ ହିରୋଇନ କାଜଲ ମିଶ୍ର ବର୍ତ୍ତମାନ ସମୟରେ କଣ କରୁଛନ୍ତି ବା କେଉଁଠା ରେ ଅଛନ୍ତି ଆପଣ ମାନେ ଜାଣିବାକୁ ଚାହୁଁ ଛନ୍ତି କି ଯଦି ଜାଣିବାକୁ ଚାହୁଛନ୍ତି ତେବେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

କାଜଲ ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ବହୁତ ସାରା ଓଡ଼ିଆ ଆଲବମ୍ ରେ ସେ ନଜର ଆସି ଥିଲେ । ଓଡ଼ିଆ ଅଭିନେତ୍ରୀ କାଜଲ ମିଶ୍ର ଙ୍କ ଓଡିଆ ଆଲବମ୍ ଙ୍କୁ ମଧ୍ୟ୍ ଓଡ଼ିଆ ଲୋକ ମାନଂକୁ ବହୁତ ପସନ୍ଦ ଆସିଥିଲା । କାଜଲ ମିଶ୍ର ଙ୍କ ର ଅଭିନୟି ଯିବନି ଆରମ୍ଭ ହୋଇ ଥିଲା ପ୍ରଥମେ ଓଡ଼ିଆ ଆଲବମ ହିରୋଇନ ଭାବରେ ।

ପରେ ପରେ ସେ ବହୁତ ସାରା ଓଡ଼ିଆ ସିରିଏଲ ଓ ସିନେମା ରେ ଅଭିନୟ କରିଥିଲେ । 2011 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲା । ତାଙ୍କ ସ୍ବାମି ଙ୍କ ର ନାଁ ହେଉଛି ଦୁଷ୍ମନ୍ତ ପଣ୍ଡା । ଯିଏ କି ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତା ଅଟନ୍ତି । ସେ ମଧ୍ୟ ବହୁତ ଓଡ଼ିଆ ଆଲବମ୍ ସିନେମା ଆଉ ସିରିଏଲ ରେ ନଜର ରେ ଆସିଛନ୍ତି ।

ଆଉ ତାଙ୍କ ର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି । କାଜଲ ଆଉ ଦୁଷ୍ମନ୍ତ ଙ୍କ ଭଲ ପାଇବା ଆରମ୍ଭ ହୋଇ ଥିଲା ଆଲବମ୍ ଜଗତ ରୁ । ଏହା ପରେ ଦୁହେଁ ଦୁହିଁକୁ ପସନ୍ଦ କରିବାକୁ ଲାଗି ଥିଲେ । ଆଉ ପରେ ଦୁହେଁ ଦୁହିଁକୁ ଙ୍କୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।

କାଜଲ 200 ରୁ ଅଧିକ ଆଲବମ୍ ଗୀତ ରେ ଅଭିନୟ କରିଛନ୍ତି । ଏହା ପରେ ସେ 10 ରୁ ଅଧିକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ର ସୁନ୍ଦର ଅଭିନୟ କାରଣ ରୁ ଲୋକ ମାନଙ୍କ ପସନ୍ଦିତ୍ ହୋଇ ପାରି ଛନ୍ତି । ଏହା ସହିତ ସେ ବହୁତ ସାରା ସିରିଏଲ ରେ ମଧ୍ୟ ଲିଡ୍ ରୋଲ ରେ ଅଭିନୟ କରିଛନ୍ତି ।

ବାହାଘର ପରେ ଦୁହେଁ ଅଭିନୟ ଜଗତ ରୁ ଦୁରେଇ ରହି ଛନ୍ତି । ଦୁଷ୍ମନ୍ତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କିଛି ମାତ୍ରାରେ ନଜର ରେ ଆସୁଛନ୍ତି । କିନ୍ତୁ କାଜଲ ଅଭିନୟ ଠାରୁ ପୁରା ପୁରୀ ଦୁରେଇ ରହି ଛନ୍ତି । କାଜଲ ଙ୍କ ର ଗୋଟିଏ ଝିଅ ଅଛି । ଏବଂ ତାଙ୍କ ପରିବାର ସହ ଭୁବନେଶ୍ଵର ରେ ଅଛନ୍ତି ।

Leave a Reply

Your email address will not be published.