ଏହି ସବୁ ଥିଲେ ଆପଣଙ୍କ ଆବାସ ଘର ବାତିଲ ହେବ, ଫୁଣି ଆସିଲା ନୂଆ ଲିଷ୍ଟ – ଦେଖନ୍ତୁ

ବିଶେଷ

ବର୍ତ୍ତମାନ ସମୟରେ ସବୁ ଘୋଷଣା ହୋଇ ସାରିଛି କି କଣ ସବୁ ଥିଲେ ମିଳି ପାରିବ ନାହିଁ ଘର । ଆପଣ ମାନେ ସବୁ ଭଲ ଭାବରେ ଜାଣିଥିବେ ଏବେ ପ୍ରଧାନ ମନ୍ତ୍ରୀ ଆବସ୍ ଯୋଜନା ର ନୂଆ ଲିଷ୍ଟ ଆସି ସାରିଛି । ଆପଣ ମାନେ ମଧ୍ୟ ନିଜ ନିଜର ପଞ୍ଚାୟତ କୁ ଯାଇ ଦେଖି ପାରିବେ ।


ତେବେ ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ଯେଉଁ ଘର ଆସେ ତାହାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୁଇ ଜଣ ମିଶିକି ହିଁ ଦେଉଛନ୍ତି । ଯାହା କି 40ପ୍ରତିସତ ଓ 60 ପ୍ରତିଶତ ଭାବରେ ଆସେ । ତାହେଲେ ଏହାକୁ ଚେକ୍ କରିବାକୁ ହେଲେ ସରକାରୀ ଙ୍କ ୱେବସାଇଟ୍ rhodisha.gov. in ଏହି ସାଇଟ୍ କୁ ଯାଇ ମଧ୍ୟ ଆପଣ ଆପଣ ଙ୍କ ର ସବୁ ଅପଡେଟ୍ ଲିଷ୍ଟ୍ କୁ ଦେଖି ପାରିବେ ।


ଯେମିତି କି ମୋ ଘର ଅଭିଯୋଗ ଦାଖଲ ଅଜୋଗ୍ୟତା କାରଣ ଏହା ପୂର୍ବ ରୁ ନଥିଲା ଆଉ ଏବେ ଅପଡେଟ୍ ହୋଇ ସାରିଛି । ତେବେ ଆଜି ଆମେ ଜାଣିବା କଣ ଥିଲେ ଆମ ର ଆସିଥିବା ଘର ବି କଟି ଯିବ ଯାହାକି ଅଜୋଗ୍ୟତା ରେ ଯାଇ ଚେକ କରି ପାରିବ।
ତେବେ ଆସନ୍ତୁ ଜାଣିବା କଣ କଣ ଥିଲେ ଘର ମିଳିବ ନାହିଁ ।

ଯଦି ଆପଣ ଙ୍କ ଘରେ ଗାଡି ଯେପରି ମଟର ସାଇକେଲ୍ ହେଉ କି ବଡ଼ ଗାଡି ଯେମିତି କାର କିଛି ବି ଥିବ ତାହେଲେ ଆପଣ ଙ୍କୁ ଘର ମିଳି ପାରିବ ନାହିଁ । ଯଦି ଆପଣ ଙ୍କ ର କିସାନ କ୍ରେଡିଟ୍ କାର୍ଡ ଥିବା ସେଥିରେ 50 ହଜାର ପର୍ଯ୍ୟନ୍ତ ସୁବିଧା ଥାଏ ତାହେଲେ ମଧ୍ୟ ମିଳି ପାରିବ ନାହିଁ ଘର ।


ଯଦି ଆପଣ ଙ୍କ ର ଘରେ କାହାର ଗମେଣ୍ଟ ଚାକିରି କରି ଥିବେ ତାହେଲେ ମଧ୍ୟ ଘର ମିଳିବ ନାହିଁ । ଯଦି ଆପଣ ଙ୍କ ର କୌଣସି ପରିବାର ର ସଦସ୍ୟ ର ଦରମା 10 ହଜାର ଠାରୁ ଅଧିକ ମିଳି ଥିବା ତାହେଲେ ମଧ୍ୟ ଘର ମିଳିବ ନାହିଁ । ତା ପରେ ଯଦି କେହି ଇନକମ୍ ଟାକ୍ସ୍ ଦେଉ ଥିବେ ତାହେଲେ ବି ମିଳିବ ନାହିଁ ।

ଆଜି ଆପଣ ଙ୍କ ଘରେ ଫ୍ରିଜ୍ ଦେବ , ଯଦି ଲ୍ୟାଣ୍ଡ ଲାଇନ ଫୋନ ଥିବ , ଯଦି ଆପଣ ଙ୍କ ର 5 ଏକର ଜମି ଥିବ ଏମିତି ଯଦି ଆପଣ ଙ୍କ ର କିଛି ସୁବିଧା ଥିବ ତାହେଲେ ମଧ୍ୟ ଘର ମିଳି ପାରିବ ନାହିଁ । ।

Leave a Reply

Your email address will not be published.