ଏହି ଲୋକପ୍ରିୟ ହିରୋଇନଙ୍କୁ ଏମିତି କହିଲେ ରାନୀ (Rani Panda), ଶୁଣିଲେ କାନରୁ ଧୂଆଁ ବାହାରିଯିବ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କାଲି ସରି ଯାଇଛି ସାବିତ୍ରୀ ଅମାବାସ୍ୟା , ତେବେ ଓଡ଼ିଆ ଘର୍ ର ବୋହୂ ମାନେ ନିଜ ସ୍ବାମୀ ପାଇଁ ଏହି ପର୍ବ ଟିକୁ ପାଳନ କରିଥାଆନ୍ତି । ତେବେ ସ୍ବାମୀ ଦୀର୍ଘାୟୁ ଓ ସଦା ସର୍ବଦା ଖୁସି ରେ ରହିବା ପାଇଁ ପତ୍ନୀ ମାନେ ବ୍ରତ ରଖି ଥାଆନ୍ତି । ତେବେ ବ୍ରତ କରିବା ପଛର ରେ ପୌରାଣିକ ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।


ଯେ କେମିତି ସତ୍ୟବାନ୍ ଅଳ୍ପାୟୁ ଥିଲେ ବି ମୃତ୍ୟୁ କୁ ଜୟ କରି ପାରିଥିଲେ , ତେବେ ଏହି ଅସମ୍ଭବ କୁ ସମ୍ଭବ କରି ଦେଖାଇ ପାରିଥିଲେ ସାବିତ୍ରୀ ତାଙ୍କ ପତ୍ନୀ ସାବିତ୍ରୀ , ତେବେ ଆଜି ଭଳି ଏହି ଦିନ ରେ ସାବିତ୍ରୀ ଯମରାଜ୍ ଙ୍କ ଠାରୁ ନିଜ ସ୍ବାମୀ ଜୀଵନ କୁ ଛଡ଼ାଇ ଆଣି ଥିଲେ । ତେବେ ସେହି ଦିନ ଠାରୁ ସମସ୍ତେ ଏହି ଦିନ ରେ ସାବିତ୍ରୀ ବ୍ରତ କରି ଆସୁଛନ୍ତି ନିଜ ସ୍ବାମୀ ର ମଙ୍ଗଳ ପାଇଁ ।


ତେବେ ବନ୍ଧୁଗଣ ନିଜ ସ୍ବାମୀ ଙ୍କ ପାଇଁ ସାବିତ୍ରୀ ବ୍ରତ ରଖି ଥାଆନ୍ତି ପତ୍ନୀ ମାନେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ପତ୍ନୀ ମାନେ ସାବିତ୍ରୀ ବ୍ରତ ପାଳନ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥାଆନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ମହିଳା ମାନେ ନିଜ ସେଲେବ୍ରେଟି ବୋଲି ମନେ କରୁଛନ୍ତି କାରଣ ଯାହା ବି କାର୍ଯ୍ୟ କରୁଛନ୍ତି ସେ ତାଙ୍କ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଜଣାଇ ଥାଆନ୍ତି ।

ତେବେ ବନ୍ଧୁଗଣ ଏହାରି ଭିତରେ ରାନୀ ପଣ୍ଡା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଭିଡିଓ ରେ ରାନୀ ପଣ୍ଡା ଅନେକ କଥା କହିଛନ୍ତି । ତେବେ ସେ କହିଛନ୍ତି ଏହି ସାବିତ୍ରୀ ବ୍ରତ ରେ କିଛି ସ୍ବାମୀ ଛାଡିଥିବା ପତ୍ନୀ ମାନେ ଓ ସ୍ତ୍ରୀ କୁ ଛାଡ଼ି ଥିବା ସ୍ବାମୀ ମାନେ ସତ୍ୟବାନ ଓ ସାବିତ୍ରୀ ହୋଇଯିବେ ।

ତେବେ ଏହି ଭଳି କିଛି କହିବା ପରେ ସେ କହିଛନ୍ତି ଆମ ଓଡିଆ ଚଳଚ୍ଚିତ୍ର ଧାରାବାହିକ ଜଗତ ରେ ସୁନ୍ଦର ସୁନ୍ଦର ପ୍ରଡକ୍ଟ କେଉଁଠି ପାଉଛନ୍ତି ସୁନ୍ଦର ଅଭିନୟ ଦେଖିବାକୁ ମଧ୍ୟ ସୁନ୍ଦର । ଚମତ୍କାର ଅଭିନୟ ଯେଉଁଥି ପାଇଁ କି ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ବାଦ ହୋଇ ଗଲାଣି । ତେବେ ଆଗକୁ ଏମିତି କଥା କହିବେ କେହି ଶୁଣି ପାରିବେ ନାହିଁ ଠିକ୍ ଜାଗା କୁ ବାଜିବ , ତେବେ ଏହି ଭଳି କିଛି କହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.