ଏହି ଗାଉଁଳି ଝିଅର ଗୀତ ଶୁଣିଲେ ଆପଣଙ୍କର ମନେ ପଡିଯିବ ଲତା ମଙ୍ଗେସ୍କର (Lata Mmangeshkar) ଙ୍କ ଗୀତ, ଆପଣ ବି ତାରିଫ କରିବେ – ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ଗାୟିକା ଲତା ମଙ୍ଗେସକର ଙ୍କ ମାତ୍ର 92ବର୍ଷ ରେ ପରଲୋକ, ତେବେ ବନ୍ଧୁଗଣ ଲତା ମଙ୍ଗେସକର ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲତା ମଙ୍ଗେସକର କରୋନା ରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ।

ତେବେ ବନ୍ଧୁଗଣ ୧୯୨୯ ମସିହା ସେପ୍ଟେମ୍ବର ୨୮ ରେ ଜନ୍ମ ଗ୍ରହଣ କରିଥିଲେ ଲତା । ତେବେ ମାତ୍ର ୧୩ ବର୍ଷ ବୟସ ରେ ଅର୍ଥାତ୍ ୧୯୪୨ ମସିହା ରେ ନିଜ କ୍ୟାରିୟର ଆରମ୍ଭ କରିଥଲେ ।ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହଜାର ରୁ ଅଧିକ ଗୀତ ଗାଇଛନ୍ତି । ତେବେ ଦେଶ ଭିତରେ ଅନେକ ଗୀତ ଗାଇବା ସହ ବିଦେଶ ରେ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ତାଙ୍କୁ ଭାରତ ରତ୍ନ ମିଳିଥିଲା ୨୦୦୧ ରେ , ତେବେ ଏହି ସମ୍ମାନ ପାଇବା ର ସେ ଦ୍ବିତୀୟ କଣ୍ଠ ଶିଳ୍ପୀ ଅଟନ୍ତି କାରଣ ପ୍ରଥମେ ଏମଏସ ସୁବଲକ୍ଷ୍ମି ଙ୍କୁ ମିଳିଥିଲା । ତେବେ ବନ୍ଧୁଗଣ ସେ ତାଙ୍କ ଜୀବନ ରେ ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ମଧ୍ୟ ଲତା ମଙ୍ଗେସକର ଗୀତ ସମସ୍ତ ଙ୍କୁ ବେଶ୍ ପସନ୍ଦ ଆସିବା ସହ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ତେବେ ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ୨ ଟି ଗୀତ ଗାଇଛନ୍ତି ୧ ଟି ହେଉଛି ସୂର୍ଯ୍ୟମୁଖୀ ଚଳଚ୍ଚିତ୍ର ରେ ସେ ଚୁନା ଚୁନା ତାରା ଫୁଲ ଆଜି ଓ ୨ ଟି ଅରୁନ୍ଧତୀ ଚଳଚ୍ଚିତ୍ର ର ଆଜି ମୁଁ ଶ୍ରାବଣୀ ଲୁହ ର ହରିଣୀ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ସେ ଆଉ ଆମ ଗହଣ ରେ ନାହାଁନ୍ତି । ତେବେ ବନ୍ଧୁଗଣ ଜଣେ ୟୁ ଟ୍ୟୁବର ଯାହାଙ୍କ ନମଂହେଉଛି ଅଞ୍ଜୁ , ସେ ଉତ୍ତର ପ୍ରଦେଶର ଅଟନ୍ତି

ତେବେ ଲତା ମଙ୍ଗେସକର ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ର ଏକ ଗୀତ ଗାଇଛନ୍ତି ଓ ଲତା ମଙ୍ଗେସକର ଙ୍କ ସାନ ଭୂଆନି ଆଶା ଙ୍କ ର ମଧ୍ୟ ଏକ ଗୀତ ଗାଇଛନ୍ତି । ତେବେ ଏହି ଗୀତ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା ଓ ଯାହାକୁ ସମସ୍ତେ ଦେଖିବା ପରେ ଦ୍ୱିତୀୟ ଲତା ମଙ୍ଗେସକର ବୋଲି କହିଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.