ଏଥର ରଜରେ ଆପଣଙ୍କ ପ୍ରିୟ ତାରିଣୀ (Suman) ଙ୍କୁ ଏହି ସ୍ଥାନରେ ଭେଟନ୍ତୁ ଓ ତାଙ୍କ ସହ ଦୋଳି ଖେଳନ୍ତୁ, ସ୍ଥାନ ନାମ ଜାଣିବା ପାଇଁ ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ବେସ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।


ତେବେ ତାହା ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ବା ସୁଟିଂ ସେଟ କୁ ନେଇ ହେଉ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ତାରିଣୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା । ତେବେ ତାରିଣୀ ଙ୍କ ପ୍ରକୃତ ନାମ ହେଉଛି ସୁମନ ।

ତେବେ ୨୦୧୮ ରେ ସୁମନ ରଜ କୁଇନି ରେ ୱିନର ହବା ପରେ ସେ ଅନେକ ଧାରାବାହିକ ରେ ନଜର ଆସିଥିଲେ, ତେବେ ସେ ପ୍ରଥମ ଥର ପାଇଁ ଏକ ଧାରାବାହିକ ରେ ଅଭିନୟ କରିଥିଲେ ସେ ଧାରାବାହିକ ଟି ର ନାମ ହେଉଛି ମୁ ବି ଅର୍ଦ୍ଧାଙ୍ଗିନୀ । ତେବେ ଏହି ଧାରାବାହିକ ଟି ପରେ ସେ ଅଭିନୟ କରି ଥିଲେ ଜି ସାର୍ଥକ ର ଆଉ ଏକ ଧାରାବାହିକ ସୁଭଦ୍ରା ରେ ।

ତେବେ ବର୍ତମାନ ସମୟ ରେ ଆପଣ ସୁମନ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରିଣୀ ଆଖିରେ ତାରା ରେ ମୁଖ୍ୟ ଚରିତ୍ର ତାରିଣୀ ରେ ଅଭିନୟ କରୁଛନ୍ତି ।ତେବେ ବନ୍ଧୁଗଣ ତାରିଣୀ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।

ତେବେ କହିବାକୁ ଗଲେ ତାରିଣୀ ବା ସୁମନ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ପରିଚୟ ପାଇବା ସହିତ ଓଡିଶା ର ଘର ଘରେ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ସୁମନ ଙ୍କୁ ଏହି ରଜ ରେ ଭେଟିବାକୁ ଚାହୁଁ ଛନ୍ତି କି , ତେବେ ଆଜି ଆମେ ଆପଣ ଙ୍କୁ ଜଣାଇବୁ ଆପଣ ମାନେ କେଉଁଠି ଓ କେଉଁ ଦିନ ତାଙ୍କୁ ସାକ୍ଷାତ କରି ପାରିବେ ।

ତେବେ ଜୁନ ୧୫ ତାରିଖ ରେ ଅଭିନେତ୍ରୀ ସୁମନ ଅଳତୁମା କାମାକ୍ଷାନଗର କୁ ଆସିବେ , ତେବେ ଏହି କଥା ଟି ନିଜେ ସୁମନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଜଣାଇଛନ୍ତି ଓ ଯାହାକୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.