ଏଡିକି ଏଡିକି ପିଲା ଏଠି ସବୁ ପ୍ରେଗନାଣ୍ଟ ..ବଡ଼ ବଡ଼ ଲୋକଙ୍କୁ ବି ପଛରେ ପକେଇବେ … ଦେଖନ୍ତୁ

ବିଶେଷ ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏମିତି ଭାବରେ ଭିଡିଓ ଗୁଡିକ ଭାଇରାଲ୍ ହେଉଛି ଯାହା ଆପଣ ଙ୍କୁ ଆଶ୍ଚର୍ୟ୍ଯ କରୁଥିବ ନିଶ୍ଚିତ । ଆଉ ଏହି ଭିଡିଓ ଦେଖିବା ସହ ନିଜ ମନ ଭୀତ ରେ ଅନେକ ଗୁଡିଏ ପ୍ରଶ୍ନ ବି ଉଠୁ ଥିବ । କାରଣ ଦିନ କୁ ଦିନ ଏମିତି ସବୁ ଭିଡିଓ ଆସୁଛି ଯାହା କି ଗୋଟିଏ ସମ୍ପର୍କ ଉପରୁ ଭରସା ଉଠୁଛି ତାହା ସହ ମାନବିକତା ଲୋପ୍ ପାଇଲା ଭଳି ବି ଲାଗୁଛି ।

ଦିନ ଥିଲା ସମ୍ପର୍କ ସୃଷ୍ଟି ହେଉଥିଲା ଭଲ ପାଇବା ରୁ କିନ୍ତୁ ବର୍ତ୍ତମାନ ସମୟରେ ସମ୍ପର୍କ ସୃଷ୍ଟି ହେଉଛି ସ୍ବାର୍ଥ ଓ ନିଷ୍ଟୁର୍ ଭାବ୍ ରୁ ଯାହା ଦ୍ବାରା କି ବହୁତ ଲୋକ ଏଇଠି ପାଇଁ ଭାଙ୍ଗି ପଡୁଛନ୍ତି । ଆଉ ଯାହା ର ଖରାପ ପ୍ରଭାବ ଆମ ସମାଜ ଉପରେ ପଡୁଛି

ଆପଣ ମନେ ଜାଣିଛନ୍ତି କି ସୋସିଆଲ୍ ମିଡ଼ିଆ ଦ୍ବାରା ଆମ ର ବହୁତ ସୁବିଧା ଓ ସୁଯୋଗ କରୁଛି କିନ୍ତୁ କିଛି ଏମିତି ୟ୍ୟୁଜର୍ ମାନେ ଅଛନ୍ତି ଯେଉଁ ମାନେ ଏହି ସୋସିଆଲ୍ ମିଡ଼ିଆ କୁ ଅପବ୍ୟବହାର ଭାବରେ ବ୍ୟବହାର କରୁଛନ୍ତି ଏହା ଦ୍ବାରା କିଛି ନିରୀହ ଫସି ଯାଉଛନ୍ତି । ତେବେ ଏବେ ଏକ ଭିଡିଓ ବହୁତ ମାତ୍ରା ରେ ଅଥବା ନିଆଁ ଭଳି ଭାଇରାଲ୍ ହେଉଛି । ଗୋଟିଏ ମାଆ ତା ପୁଅ ବିଷୟ ରେ କହି କାନ୍ଦୁଚି କିପରି ଭାବରେ ତାଙ୍କୁ ଫସା ଯାଉଛି ।

ଆପଣ ମାନେ ଜାଣିଥିବେ ଏବେ ଏକ ଭିଡିଓ ଭାଇରାଲ୍ ହେଉଥିଲା ଜଣେ ମହିଳା ଜଣଙ୍କ ପ୍ରେଗନେଣ୍ଟ୍ ହେଇ ତାକୁ ପ୍ରେଗନେଣ୍ଟ୍ କରିଥିବା ପୁଅ ଦୁଆର ଜଗିଛି ତାଙ୍କୁ ବାହା ହେବା ପାଇଁ । ଆଉ ଏପଟେ ଏକ ଭିଡିଓ ଭାଇରାଲ୍ ହେଉଛି କି ଜଣେ ମହିଳା କହୁଛି ଛୋଟ ଛୋଟ ଝିଅ ପିଲା ଗୁଡାକ ପ୍ରେଗନେଣ୍ଟ୍ ଥିବେ ଏହା କିପରି ସମ୍ଭବ ହୋଇ ପାରିବ ।

ସେମାନେ ଝିଅ ହୋଇ ଥିଲା ମଧ୍ୟ ତାଙ୍କୁ ଖରାପ ଲାଗୁ ନାହିଁ କି ଗୋଟିଏ ଝିଅ ହୋଇ ପୁରୁଷ କୁ କିପରି ଭାବରେ ମେସେଜ କରୁଛନ୍ତି । ସେମାନଙ୍କ ହାତ ରେ ବଡ଼ ବଡ଼ ଲୋକ ହାତ ରେ ଥିବାରୁ ସେମାନେ ସେମାନ ଙ୍କୁ ବ୍ୟବହାର କରି ଏମିତି ସବୁ ଖରାପ କାମ କରୁଛନ୍ତି । ସେହି ଝିଅ ମାନେ ମାନେ ସେହି ମହିଳାଙ୍କ ପୁଅ କୁ ଫସେଇ ମାରି ଦେଇଥିବାର ମହିଳା ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି ।ଯେଉଁ ମାନେ ତାଙ୍କ ପୁଅ କୁ ମାରିଛନ୍ତି ସେମାନଙ୍କ ର ହାତ ବହୁତ ବଡ଼ ବଡ଼ ଲୋକ ଙ୍କ ପାଖରେ ହାତ ଅଛି ସେମାନେ ମଦ ବିକି ବି ଆଉ ଭଲ ଲୋକ କୁ ଫସେଇ ମାରି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *