ଏଇ ହେଉଛନ୍ତି ମୋ ଟୁଙ୍ଗୁର ଭୋଳ, ଗୋଲାପ ଫୁଲ ଦେଇ ଏମିତି ପ୍ରେମ କରିଲେ ଯେ, ମୁଁ ସ୍ଵାମୀ ଓ ପିଲାଙ୍କୁ ଛାଡି ଚାଲି ଆସିଲି – ଦେଖନ୍ତୁ Video

ରାଜ୍ୟ

ବର୍ତ୍ତମାନ ସମୟରେ ସତରେ ସମ୍ପର୍କ ର କିଛି ବି ମଧ୍ୟ ମୂଲ୍ୟ ନାହିଁ । ସମ୍ପର୍କ ଏବେ ଖେଳ ଘର ସାଜି ସାରିଛି । କାହା ପାଇଁ ଏବେ ସମ୍ପର୍କ ଖେଳ ଘର ସାଜି ସାରିଛି ତ କାହା ପାଇଁ ଟାଇମ୍ ପାସ । ତେବେ ସତରେ କ’ଣ ମଣିଷ ମାନ ରେ ଆଉ ନାହିଁ ମାନବିକତା । ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ କେହି ବି ବୁଝି ପାରୁ ନାହାନ୍ତି ।

ନିଜର ଖରାପ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଖ-ରା-ପ ସମ୍ପର୍କ ରଖିଥାନ୍ତି ନିଜର କିଛି ସୁଖ ପାଇଁ କିନ୍ତୁ ଏହା ଭୁଲି ଯାଆନ୍ତି କି ତାଙ୍କ ର ବି ନିଜ ପରିବାର ପାଇଁ କିଛି ଦାୟିତ୍ୱ ଆଛି ଆଉ ତାଙ୍କୁ ନେଇ ତାଙ୍କ ଘରେ ସମ୍ମାନ ରହୁଛି କିନ୍ତୁ ସବୁ ଭୁଲି ନିଜ ର ଖୁସି ପାଇଁ ସେ ପରିବାର ପାଇଁ ଆଣି ଦେଉଛନ୍ତି ଅ-ପ-ମା-ନ ଓ ସମ୍ମାନ ହାନି ।


ତେବେ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି କିପରି ଭାବରେ ସୋସିଆଲ୍ ମିଡିଆ ରେ ଭାଇରାଲ ହେଉଛି ଭିଡିଓ । ତେବେ ସବୁ ଭିଡିଓ ଏକା ଭଳି କିଏ ବେଦି ରୁ ଓ଼ଠି ଯାଉଛି ତ କିଏ ସ୍ବାମି ଓ ଛୁଆ ପରିବାର କୁ ଭୁଲି ଆଉ କାହା ସହ ଚାଲି ଯାଉଛି । ଆଉ କିଏ କହୁଛି କାହା ର ଦୁଇଟା ସ୍ତ୍ରୀ ଓ ଦୁଇଟା ସ୍ବାମି ଅଛି ସତରେ ସମ୍ପର୍କ କିଛି ମୂଲ୍ୟ ନାହିଁ । ଆଉ ସମ୍ପର୍କ ରେ ଭଲ ପାଇବା ନାହିଁ । ଯେଉଁ ଭଲ ପାଇବା କୁ ନେଇ ସମ୍ପର୍କ ଗଢି ଉଠେ ସେହି ସମ୍ପର୍କ ରେ ଆଉ ସେହି ଭଲ ପାଇବା ନାହିଁ ।

ତେବେ ଏପରି ଏକ ଭିଡିଓ ଆସିଛି ଯାହା ଆପଣ ମାନଙ୍କୁ ଅଶ୍ଚର୍ୟ୍ଯ କରିଦେବ ନିଶ୍ଚୟ । ଜଣେ ମହିଳା ତାଙ୍କର ସ୍ବାମି ଓ ଦୁଇଟା ପିଲା ଥିଲା ବେଳେ ମଧ୍ୟ ସେ ତାଙ୍କ ଦିଅର ପ୍ରେମ ରେ ଉବୁଟୁବୁ । କହୁଛନ୍ତି ଏ ହେଉଛନ୍ତି ମୋର ଟୁଙ୍ଗୁରୁ ଭୋଳ । ଦିନ କୁ ହଜାର ଥର ତାଙ୍କୁ ପ୍ରେମ ନିବେଦନ କରୁଥିଲା ଆଉ ତାହା ସହ ଦିନ ରାତି ଦେଉଥିଲା ଗୋଲାପ ଫୁଲ । ଫୁଲ ଦେଇ ଦେଇ ଏମିତି କରୁଥିଲା ପ୍ରେମ । ଦିନ କୁ ବାରବାର ପ୍ରେମ ନିବେଦନ କରି ଭଲ ପାଇବା ର ପ୍ରତୀକ ଗୋଲାପ ଫୁଲ ଦେଇ ନିଜର ପ୍ରେମ ନିବେଦନ କରୁଥିଲା ।

ସେ ଯୁବକ ପ୍ରେମ ପଡି ନିଜ ସ୍ବାମି ପରିବାର ଆଉ ନିଜ ଛୁଆ ଦୁଇଟା କୁ ମଧ୍ୟ ଛାଡିଦେଲେ । ଆଉ ତୁଙ୍ଗୁରୁ ଭୋଳ ପ୍ରେମ ରେ ହେଇଗଲେ ଉବୁଟୁବୁ ଆଉ ସବୁ କିଛି ଭୁଲିଗଲେ ତୁଙ୍ଗୁରୁ ପ୍ରେମ ରେ । ଆପଣ ମାନେ ଏ ଫୋଟ କୁ ତ ଦେଖି ପାରୁଥିବେ । ଆଉ କିପରି ଭାବରେ ନିଜ ପ୍ରେମ ରେ ଉଥେଇଛନ୍ତି ଫୋଟ ସବୁ । ଟୁଙ୍ଗୁରୁ ଭୋଳ ଅଧା ଦିନ ଭାଉଜ ଭାଉଜ ଡାକି ଲେ ଆଉ ଅଧା ଦିନ ପ୍ରେମ ରେ ପକେଇ ଦେଲେ ଆଉ ନିଜ ର ପ୍ରେମିକା ବନେଇ ଦେଲେ ।

ବଦଳି ଯାଇଥିଲା ଟୁଙ୍ଗୁରୁ ଭୋଳ ଙ୍କ ନଜର ତାଙ୍କ ଭାଉଜ ପାଇଁ । ଆଉ ତାଙ୍କ ଭାଉଜ ଅଖି ରେ ଆଖି ମିଶେଇ କରିଥିଲେ ପ୍ରେମ । ଏମିତି ପ୍ରେମ ରେ ପକାଇ ଦେଇ ଭାଉଜ କଲା ପ୍ରେମିକା ଆଉ ଶେଷ ରେ ତାଙ୍କୁ ଧୋକ୍କା ଦେଇଦେଲା । ତୁଙ୍ଗୁରୁ ଭୋଳ କରୁଥିଲା ତାଙ୍କ ଭାଉଜ ଙ୍କୁ ରାତି ଦିନ ପ୍ରେମ । ତେବେ ତାଙ୍କ ଭାଉଜ ତଥା ପ୍ରେମିକା ନାଁ ଥିଲା ବର୍ଷା । ଦିଅର ପ୍ରେମ ରେ ପଡିଗଲେ ଭାଉଜ ଆଉ ହେଇ ଗଲେ ଦିଅର ର ପ୍ରେମିକା ।

ବର୍ଷା ଙ୍କ ହୃଦୟ ସତରେ ବହୁତ ବଡ଼ ଯାହାର ସ୍ବାମି ଅଛି ଆଉ ଦୁଇଟା ପିଲା ଅଛି ତଥାପି ସେ ସବୁ ଭୁଲି ପଡିଗଲେ ଆଉ ଥରେ ପ୍ରେମ ରେ ଆଉ ତାଙ୍କ ଠାରୁ ବଡ଼ ହେଉଛୁ ତୁଙ୍ଗୁରୁ ଭୋଳ ସେ ସବୁ ଜାଣି ବି ସେ ବର୍ଷା ଙ୍କୁ ପ୍ରେମ କରିଥିଲେ ଆଉ ସମ୍ପର୍କ ରଖିଥିଲେ । ତେବେ ବର୍ତ୍ତମାନ ସମୟରେ ଜଣା ପଡିଛି ଯେ ସେ ବର୍ଷା ଙ୍କୁ ଧୋକ୍କା ଦେଇ ଆଉ ଜଣକୁ ପ୍ରେମ କରି କୋର୍ଟ ରେ ବିବାହ କରି ସାରିଛନ୍ତି ଆଉ ଏହା ବର୍ଷା ଙ୍କୁ ବହୁତ ବଡ଼ ଝଟକା ଲାଗିଛି ଆଉ ସେ ବାଟ ଚାହିଁ ବସିଛି ତାର ପ୍ରେମିକ ତୁଙ୍ଗୁରୁ ଭୋଳ କୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.