ଆସିଲା ସ୍ପଷ୍ଟ ଚିତ୍ର, ବୋରୱେଲ ଭିତରୁ କୁ ଏମିତି ଖସି ପଡିଥିଲା ରାହୁଲ – ଦେଖନ୍ତୁ Video

ଖବର

ଦର୍ଶକ ବନ୍ଧୁ ଆପଣ ସାହସୀ ପିଲା ରାହୁଲ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ରାହୁଲ ପାଇଁ ଗତ କିଛି ଦିନ ତଳେ ସାରା ଭାରତ ବାସୀ ଭଗବାନ୍ ଙ୍କୁ ପ୍ରାର୍ଥନା କରିଥିଲେ ସେ ଉଦ୍ଧାର ହୋଇ ଯିବା ପାଇଁ । ତେବେ ରାହୁଲ୍ ଦୀର୍ଘ ୧୦୫ ଘଣ୍ଟା ଅଧିକ ସମୟ ଅପରେସନ ପରେ ଉଦ୍ଧାର ରାହୁଲ୍ ଉଦ୍ଧାର ହୋଇ ଥିଲା ।

ତେବେ ଛତିଶଗଡ ଜାଞ୍ଜଗିରି – ଚାମ୍ପା ରେ ବୋରାୱେଲ ଫସିଥିବା ରାହୁଲ୍ ଉଦ୍ଧାର ହୋଇଥିଲେ । ତେବେ ଆଜି ଯଦି ରାହୁଲ ଉଦ୍ଧାର ହୋଇ ନୂଆ ଜୀବନ ପାଇଛି ତେବେ ତାହା କେବଳ ସେଠାକାର ଥିବା NDRF SDRf ଯବାନ ମାନ ଙ୍କ ପାଇଁ ।


ତେବେ ସେମାନେ କେମିତି ନିଜ ଜୀବନ କୁ ବାଜି ରେ ଲଗାଇ ଦିନ ରାତି ଏକ କରି ରାହୁଲ୍ କୁ ଉଦ୍ଧାର କରିଛନ୍ତି । ତେବେ ରାହୁଲ୍ କୁ ବୋରୱେଲ୍ ଟାନେଲ ଙ୍କୁ ଅଣାଯିବା ପରେ ବାହାରକୁ ଅଣା ଯାଇଥିଲା ଓ ସଙ୍ଗେ ସଙ୍ଗେ ମେଡିକାଲ ସହାୟତା ପାଇଁ ମେଡିକାଲ୍ ଟିମ୍ ମଧ୍ୟ ସେଠାର ଉପସ୍ଥିତ ଥିଲେ । ତେବେ ୧୦ ବର୍ଷୀୟ ରାହୁଲ୍ ଗତ ୪ ଦିନ ଧରି ବୋରୱେଲ ଫସି ରହିଥିଲା ।

ତେବେ ଉଦ୍ଧାର ସମୟ ରେ ବାଧକ ସାଜିଥିବା ପଥର କାଟିବା ପାଇଁ ଅନେକ ସମସ୍ୟା ଥିଲା ତେବେ ଏହାକୁ କାଟିବା ପରେ ରାହୁଲ ଉଦ୍ଧାର ହୋଇଥିଲା । ତେବେ ବହୁ ସମୟ ପରେ ରାହୁଲ କୁ ଉଦ୍ଧାର କରା ଯାଇଛି । ମିଶନ ଟି କୁ ଜୋରଦାର କରା ଯାଇଥିଲା ।ତେବେ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, NDRF ଟିମ , ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ ।

ତେବେ ବନ୍ଧୁଗଣ ରାହୁଲ କୁ ଅନେକ ସମୟ ଅପରେସନ ପରେ ତାକୁ ଉଦ୍ଧାର କରା ଯାଇଥିଲା ଓ ସଙ୍ଗେ ସଙ୍ଗେ ନିୟୋଜିତ ଥିବା ମେଡିକାଲ୍ ଷ୍ଟାଫ୍ ତାର ଚିକିତ୍ସା କରାଇ ସ୍ଥାନୀୟ ଆପୋଲୋ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ରାହୁଲ ର ସାହସ ମଧ୍ୟ ମାନିବାକୁ ପଡିବ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାହୁଲ କୁ ନେଇ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ। ହେବା ରେ ଲାଗିଛି ତେବେ ଏହି ଭିଡିଓ ରେ ରାହୁଲ କେମିତି ବୋରାୱେଲ୍ ରେ ପଡ଼ିଥିଲା ତାହା ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ।

ହଁ ବନ୍ଧୁ ଏହି ଭିଡିଓ ରୁ ଯାହା ସ୍ପଷ୍ଟ ହେଉଛି ଯେ ରାହୁଲ ଖେଳି ଖେଳି ଦୌଡି କି ଯାଉଥିବା ସମୟ ରେ ହଠାତ୍ ସେହି ବୋରୱେଲ ରେ ପଡି ଯାଇଥିଲା ଓ ସେହି ବୋରୱେଲ ଫସି ଯାଇଥିଲା , ତେବେ ଆପଣ ମାନେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.