ଆସିଲା ଏକ ସା-ଙ୍ଘ-ତି-କ ତଥ୍ୟ, ପ-ରି-କୀ-ୟା ପ୍ରୀତି ରଖିବା ପାଇଁ ପୁରୁଷଙ୍କ ଠାରୁ ଅଧିକ ଆଗ୍ରହୀ ମହିଳା ମାନେ – ଦେଖନ୍ତୁ ଭିଡିଓ

ଖବର

ଦର୍ଶକ ବନ୍ଧୁ ପରକ୍ରୀୟା ପ୍ରୀତି ର ଡେଟିଂ ଆପ ଗ୍ଲିଡେନ , ଭିନ୍ନ ସଂପର୍କ ମାୟା ରେ ମହିଳା ଓ ପୁରୁଷ । ହଁ ବନ୍ଧୁ ଅ-ବୈ-ଧ ସଂପର୍କ ର ମୋହ ବଢୁଛି , ଏହି ଗ୍ଲିଡେନ ପୁରୁଷ ଙ୍କ ଅପେକ୍ଷା ମହିଳା ଅଧିକ । ବର୍ତ୍ତମାନ୍ ସମୟ ରେ ପ-ର-କୀ-ୟା ମୋହ ରେ ମଣିଷ । ତେବେ ଏହି ପ-ର-କୀ-ୟା କୁ ନେଇ ଏକ ବଡ ଖବର ଆସିଛି ଓ ଏହି ଖବର ଟି ଆଣିଛି ଗ୍ଲିଡେନ ଆପ ।


ଏକ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ , ଏହା ର ମାୟା ରେ ଅନେକ ପୁରୁଷ ଓ ମହିଳା । ଏହି ଆପ ଟି ଫ୍ରାନ୍ସ ଦୁଇ ଭାଇ ବିକଶିତ କରିଥିଲେ 2019 ରେ , ଏହି ଆପ ପ୍ରତିଷ୍ଠାତା ଙ୍କ ପରିଚୟ ଦିଏ ନାହିଁ ଏହା ସମ୍ପୂର୍ଣ ଭାବେ 20 ଜଣ ମହିଳା ଦଳ ଙ୍କ ଦ୍ଵାରା ପରିଚାଳିତ ହୁଏ । ନିଜ ବୈବାହିକ ଜୀବନ ଓ ପାରମ୍ପରିକ ସଂପର୍କ କୁ ନେଇ ଅସୁଖି ମାନେ ଗ୍ଲିଡେନେ ର ସଦସ୍ୟ ।

ସମଲିଙ୍ଗି ଏଵଂ ଅନାନ୍ୟ ଅ-ବୈ-ଧ ଓ ବିବାଦ ସଂପର୍କ କୁ ପସନ୍ଦ କରୁଥିବା ଏବଂ ସେଥିରୁ ମଜା ପାଉଥିବା ମହିଳା ଓ ପୁରୁଷ ଙ୍କୁ ସୁହାଏ ଗ୍ଲିଡେନ । ପରଷ୍ପର କୁ ପ୍ରତ୍ୟକ୍ଷ ଭାବରେ ନ ଭେଟି ସଦସ୍ୟ ମାନେ ଯୋଗାଯୋଗ ରଖି ପାରନ୍ତି । ଏହା ଶା-ରି-ରୀ-କ ସମ୍ପର୍କ ଠାରୁ ଅଧିକ ମାନସିକ ସୁଖ ଦେଇଥାଏ ।

ତାହେଲେ ବନ୍ଧୁଗଣ ଆମ ଭାରତ ରେ ଏହି ଗ୍ଲିଡେନ ଆପ ର ଅଭିବୃଦ୍ଧି ହାର ହେଉଛି 111% ବେଶୀ । କେବଳ ଭାରତ ନୁହେଁ ଏହା ଅନେକ ଦେଶ ରେ ରହିଛି । ଏଥିରେ ମହିଳା ମାନ ଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି , ଏହି ଆପ ରେ ମହିଳା ମାନ ଙ୍କ ଅଫର ରହିଛି , ହଁ ବନ୍ଧୁ ମହିଳା ଏଥିରେ ରେଜିଷ୍ଟ୍ରେସନ୍ କଲେ ମୁକ୍ତ ଅଟେ କିନ୍ତୁ

ପୁରୁଷ ମାନେ ରେଜିଷ୍ଟ୍ରେସନ୍ କଲେ ସେମାନ ଙ୍କୁ ଲାଗିଥାଏ ଦେୟ । ଭାରତ ରେ ଯଦି ଏହି ଗ୍ଲିଡେନ ଆପ କୁ ଅଧିକ ରେଜିଷ୍ଟ୍ରେସନ୍ କରିଥିବା ରାଜ୍ୟ ହେଉଛି ବାଙ୍ଗାଲୋର । ଭାରତ ର ଅଧିକାଂଶ ରାଜ୍ୟ ରେ ଏହି ଆପ କୁ ବ୍ୟବହାର କରୁଛନ୍ତି , ସବୁଠୁ ବଡ କଥା ହେଲା ଯେ ଭୁବନେଶ୍ଵର ରେ ମଧ୍ୟ ଏହାର ବ୍ୟବହାର ଅଧିକ ରହିଛି ।ସମଳୀଙ୍ଗି ସଂପର୍କ କୁ ସୁପ୍ରିମ କୋର୍ଟ ମାନ୍ୟତା ଦେବା ପରେ ଏହି ଆପ ର ବ୍ୟବହାର ଆହୁରି ବଢୁଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.