ଆଶ୍ଚର୍ଯ୍ୟକର ଖବର – ଶାଶୂ କୁ ନେଇ ଜ୍ଵାଇଁ ଫେରାର ତାପରେ ଯାହା ହେଲା- ଦେଖନ୍ତୁ ଭିଡିଓ

VIRAL

ବର୍ତ୍ତମାନ ସମୟରେ ଯାହା ବି ସୋସିଆଲ୍ ମିଡ଼ିଆ ରେ ଭିଡିଓ ଆସୁଛି ତାହା ସବୁ ଆଶ୍ଚର୍ୟ୍ଯ ଜନକ ଲାଗୁଚି କାହିଁକି ନା ଏମିତି କିଛି ଘଟଣା ଆସୁଛି ଯାହା ବିସ୍ବାସ କରିବା ତ ଦୂରର କଥା ତାହା ଶୁଣି ବାକୁ ମଧ୍ୟ ଖରାପ ଲାଗେ । ତେବେ ସୋସିଆଲ ମିଡ଼ିଆ ଆମ କୁ ବହୁତ ସାହାଯ୍ୟ କରୁଛି ଦେଶ ଆଉ ବିଦେଶ ବିଷୟ ରେ ଜାଣିବା ପାଇଁ । ତେବେ ଆଜିକା ଜୋଗରେ ସମସ୍ତେ ବ୍ୟସ୍ତ ବହୁଳ ଜୀବନ ଜାପନ କରିବାକୁ ଲାଗିଲେଣି ତେଣୁ କାହା କୁ ବି ସମୟ ହେଉନି ଟିଭି କିମ୍ବା ଖବର କାଗଜ ପଢିବାକୁ । ତେଣୁ ସୋସିଆଲ୍ ମିଡ଼ିଆ ଏବେ ଏମିତି ଏକ ପ୍ଲାଟଫର୍ମ୍ ସାଜି ସାରିଛି ଯାହା କି ଆମ କୁ ବହୁତ ସାହାଯ୍ୟ କରୁଛି ସବୁ ବିଷୟ ରେ ଜାଣିବା ପାଇଁ ।

ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ତାହା ଆପଣ ମାନେ କେବେ ଭାବି ନଥିବେ କି ଆଗରୁ କେବେ ଶୁଣି ମଧ୍ୟ ନଥିବେ କି ଏମିତି ଦିନ ମଧ୍ୟ ଦେଖି ବାକୁ ପଡିବ । ତେବେ ଆଜିର ବିଷୟ ଉପରେ ଯଦି ଆପଣ ମାନେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟି ବିଷୟ ରେ ଜାଣି ପାରିବେ କି ଏହି ଲେଖା ଟି କାହା ବିଷୟ ରେ ଆସିଛି ।

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରେମ କୁ ନେଇ ଅଧିକ ଭିଡିଓ ଭିଡିଓ ସାମ୍ନା କୁ ଆସୁଛି ତେବେ କିଏ ନିଜ ର ପ୍ରେମ କୁ ନପାଇ ବାରୁ ନିଜ ଜୀବନ କୁ ଶେଷ କରି ଦେଉଛି ତ କିଏ ନିଜ ପ୍ରେମ ପାଇଁ କାହାର ଜୀବନ ନେଇ ଯାଉଛି ଆଉ କିଏ ପ୍ରେମ କରି ଛଳନା ରେ ପକେଇ ଟଙ୍କା ଲୋଟ କରିବା ପାଇଁ ବ୍ୟବସ୍ଥା କରୁଛି ତ କିଏ ପ୍ରେମ ରେ ନିଜ କୁ ବଳି ପକେଇ ଦଉଚି । କିନ୍ତୁ ଆଜି ର ଖବର ଟି ଏ ସବୁ ଖବର ଠାରୁ ଅଲଗା ଖବର ଟି ଆସିଛି ଆଉ ଯାହା କୁ ଆପଣ ମାନେ କେବେ ଭାବି ନଥିବେ କି ଏମିତି ବି କେବେ ଦିନ ଆସିବ ଯାହା ଏବେ ଘଟଛି ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କ ରେ ।

ବିବାହ ର 5 ବର୍ଷ ପରେ ପ୍ରେମ ରେ ଆଉ ଥରେ ପଡିଗଲେ ଜଣେ ବ୍ୟକ୍ତି । ପୁଣି ଅନ୍ୟ କେଉଁ ଝିଅ ବା ମହିଳା ଙ୍କ ସହ ପ୍ରମ ସମ୍ପର୍କ ସ୍ଥାପନ ହେଇ ନାହିଁ ନିଜର ଶାଶୁ ସହିତ ପ୍ରେମ ସମ୍ପର୍କ ରଖି ଫେରାର ହେଇ ଯାଇଛନ୍ତି ଏହି ବିବାହିତ ବ୍ୟକ୍ତି ଜଣକ । ଏହି ଘଟଣା ଟି କଲିକତା ଘଟି ଥିଲା ବେଳେ ଏହା ସମ୍ପୁକ୍ତ ଅଞ୍ଚଳ ରେ ଆଲୋଚନା ସୃଷ୍ଟି କରିଛି । ଏତଲା ପାଇବା ପରେ ପୋଲିସ ଏହି ପ୍ରେମୀ ଯୁଗଳ ଙ୍କୁ ଖୋଜିବାରେ ଲାଗି ପଡିଛନ୍ତି । ମିଳିଥିବା ସୁଚନା ଅନୁଯାୟୀ ଫେରାର ହୋଇଥିବା ଯୁବକ ଙ୍କ ନାମ କୃଷ୍ଣ ଗୋପାଳ ଦାସ ଅଟେ ।

ସେହି ବ୍ୟକ୍ତି 5 ବର୍ଷ ପୂର୍ବେ 2017 ମସିହା ରେ ଉକ୍ତ ଅଞ୍ଚଳରେ ବାବୁଲା ଦାସ ଙ୍କ ଝିଅ ପ୍ରିୟଙ୍କା କୁ ସେ ବିବାହ କରିଥିଲେ । ନିଜ ଘରେ ରହୁଥିବା ଗୋପାଳ ଙ୍କ ଶାଶୁ ତାଙ୍କ ପ୍ରେମ ରେ ପଡି ଯାଇଥିଲେ । ତେଣୁ ଗତ ଶନିବାର ଦିନ ଶାଶୁ ଜ୍ବାଇଁ ଫେରାର ହୋଇ ଯିବା ସହ ଉଭୟ ବାହା ହୋଇ ଯାଇଥିବା ଜାଣିବକୁ ଏବେ ମିଳିଛି ଏଠି ନେଇ ପ୍ରିୟଙ୍କା ଙ୍କ ତରଫରୁ ଲିଖିତ ଅଭିଯୋଗ ନୂଆ ଥାନା ରେ କରାଯାଇଛି । ତେବେ ବିବାହ ପର ଠାରୁ ଗୋପାଳ ପ୍ରିୟଙ୍କା ବହୁ ମା-ଡ଼ ଗୋ-ଳ କରୁଥିବାର ପ୍ରିୟଙ୍କା ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ଏହି ଘଟଣା ରେ ଗୋପାଳ ଓ ତାଙ୍କ ସହ ଫେରାର ହୋଇ ଥିବା ସେଫାଳି ଙ୍କୁ ବହୁତ ଖୋଜା ଖୋଜି କରିବାରେ ଲାଗି ପଡିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.